ETV Bharat / bharat

ବଜ୍ରାଘାତରେ 20 ହାତୀ ମୃତ - ହାତୀ ମୃତ

ନଙ୍ଗାଓରେ 20 ହାତୀଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଛି ବଡ ଖବର । ବଜ୍ରାଘାତ ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ବଜ୍ରପାତରେ 18 ହାତୀ ମୃତ
ବଜ୍ରପାତରେ 18 ହାତୀ ମୃତ
author img

By

Published : May 13, 2021, 11:04 PM IST

Updated : May 14, 2021, 9:20 AM IST

ଗୌହାଟୀ: ଆସାମରେ ବଡ ଅଘଟଣ । ନଙ୍ଗାଓରେ 20 ହାତୀଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଛି ବଡ ଖବର । ବଜ୍ରାଘାତ ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ବୁଧବାର ରାତିରେ କାଠିୟାଟୋଲି ରେଞ୍ଜ୍‌ର କୁଣ୍ଡୋଲି ଜଙ୍ଗଲ ଅଞ୍ଚଳରେ ପାହାଡ ଉପରେ ବଜ୍ରାଘାତ ହେତୁ ଏହି ଘଟଣା ଘଟିଛି ବୋଲି ବନ ବିଭାଗର ମୁଖ୍ୟ ସଂରକ୍ଷକ ଅମିତ ସାହାୟ କହିଛନ୍ତି ।

ଅମିତ ସାହାୟ କହିଛନ୍ତି, ବନବିଭାଗର ଟିମ୍‌ ଗୁରୁବାର ଅପରାହ୍ନରେ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ଏଠାରୁ 20 ହାତୀଙ୍କ ମୃତଦେହ ମିଳିଛି । ସେଥିମଧ୍ୟରୁ 14ଟି ହାତୀର ମୃତଦେହ ପାହାଡ ଉପରେ ମିଳିଥିବାବେଳେ 4ଟି ମୃତଦେହ ପାହାଡର ତଳୁ ଉଦ୍ଧାର ହୋଇଛନ୍ତି ପରେ ଆଉ 2ଟି ହାତୀର ମୃତଦେହ ଉଦ୍ଧାର ହୋଇଛି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ।

Last Updated : May 14, 2021, 9:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.