ETV Bharat / bharat

ଦେଶରେ ଖସୁଛି ସଂକ୍ରମଣ, 24 ଘଣ୍ଟାରେ 16,505 ନୂଆ ଆକ୍ରାନ୍ତ, 214 ମୃତ - corona update

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ରିପୋର୍ଟ ମୁତାବକ 24 ଘଣ୍ଟାରେ ଆସିଲା 16 ହଜାର 505 ଜଣ ନୂତନ ସଂକ୍ରମଣ ରିପୋର୍ଟ ହୋଇଛି। ଅଧିକ ପଢନ୍ତୁ...

ଦେଶରେ ଖସୁଛି ସଂକ୍ରମଣ, ଗତ 24 ଘଣ୍ଟାରେ 16,505 ନୂଆ ଆକ୍ରାନ୍ତ, 214 ମୃତ

author img

By

Published : Jan 4, 2021, 11:49 AM IST

ନୂଆଦିଲ୍ଲୀ: ଭାରତରେ ପୂର୍ବ ଅପେକ୍ଷା ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ହ୍ରାସ ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ଏବେ 20 ହଜାର ଭିତରେ ରହୁଛି, ଯାହା ଦେଶବାସୀଙ୍କ ପାଇଁ ଆଶ୍ବସ୍ତିକର ଅଟେ ।

ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବା କଲ୍ୟାଣ ମନ୍ତ୍ରାଳୟର ଦୈନିକ ରିପୋର୍ଟ ଅନୁସାରେ, ଗତ 24 ଘଣ୍ଟାରେ ଦେଶରେ 16 ହଜାର 505 ଟି ପଜିଟିଭ ରିପୋର୍ଟ ହୋଇଛି । ସେଥିରୁ 214 ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସଂକ୍ରମଣ ସଂଖ୍ୟା 1 କୋଟି 3 ଲକ୍ଷ 40 ହଜାର 470 ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 49 ହଜାର 649 ରେ ପହଞ୍ଚିଛି ।

ସେହିପରି ରବିବାର 19 ହଜାର 557 ଜଣ ସୁସ୍ଥ ହୋଇଛନ୍ତି ଯାହାକୁ ମିଶାଇ ମୋଟ ଦେଶରେ ସୁସ୍ଥ ସଂଖ୍ୟା 99 ଲକ୍ଷ 46 ହଜାର 867ରେ ପହଞ୍ଚିଛି । ତେବେ ବର୍ତ୍ତମାନ 2 ଲକ୍ଷ 43 ହଜାର 953 ଜଣ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.