ETV Bharat / bharat

ପାଠ ପଢିବାକୁ କହିବାରୁ ବାପା-ମା'ଙ୍କୁ ହତ୍ୟା କଲା ନାବାଳକ ପୁଅ

ବେଙ୍ଗାଲୁରୁରେ ଅଭାବନୀୟ ଘଟଣା । ପାଠ ପଢିବାକୁ କହିବାରୁ ପଥରରେ ଛେଚି ଛେଚି ନିଜ ବାପା ମା' ଙ୍କୁ ନିର୍ମମ ଭାବେ ହତ୍ୟା କଲା ପୁଅ । ଅଧିକ ପଢନ୍ତୁ...

ପାଠ ପଢିବାକୁ କହିବାରୁ ବାପା-ମା'ଙ୍କୁ ନିର୍ମମ ଭାବେ ହତ୍ୟା କଲା ପୁଅ

author img

By

Published : May 8, 2021, 12:17 PM IST

ବେଙ୍ଗାଲୁରୁ: ପାଠ ପଢିବାକୁ କହିବାରୁ ପଥରରେ ଛେଚି ଛେଚି ନିଜ ବାପା ମା' ଙ୍କୁ ନିର୍ମମ ଭାବେ ହତ୍ୟା କଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବେଙ୍ଗାଲୁରୁରେ । ଏହି ଘଟଣାରେ ପୋଲିସ 14 ବର୍ଷର ପୁଅକୁ ଗିରଫ କରିଛି ।

ପାଠ ପଢିବାକୁ କହିବାରୁ ବାପା-ମା'ଙ୍କୁ ନିର୍ମମ ଭାବେ ହତ୍ୟା କଲା ପୁଅ
ପାଠ ପଢିବାକୁ କହିବାରୁ ବାପା-ମା'ଙ୍କୁ ନିର୍ମମ ଭାବେ ହତ୍ୟା କଲା ପୁଅ

ମିଳିଥିବା ସୂଚାନାଅନୁଯାଇ ମୃତ 2 ଦମ୍ପତି ହନୁମାନଥା ରାୟ ଓ ହନ୍ନାମା ପେନିଆର କାରିହୋବାନାହାଲି ନିକଟ ନ୍ୟୁମେରୋଲୋଜି ବିଭାଗରେ ବାଙ୍ଗାଲୋର ଜିଲ୍ଲା କାର୍ଯ୍ୟାଳୟରେ ଗୃହରକ୍ଷୀ ଭାବରେ କାର୍ଯ୍ୟ କରୁଥିଲେ । ସେମାନେ ଅଫିସ୍ ପାଖରେ ଥିବା ଶେଡରେ ରହୁଥିଲେ | ତେବେ ସକାଳ କାର୍ଯ୍ୟାଳୟକୁ ଆସିଥିବା କର୍ମଚାରୀ ମାନେ କବାଟ ଦୀର୍ଘ ସମୟ ବନ୍ଦ ରହିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘରର କବାଟ ଭାଙ୍ଗିବାରୁ ଦମ୍ପତିଙ୍କୁ ହତ୍ୟା କରିଥିବା ଜାଣିବାକୁ ପାଇଥିଲା । ଏହି ଘଟଣାରେ ପୋଲିସ ଦମ୍ପତିଙ୍କ 14 ବର୍ଷର ପୁଅକୁ ଗିରଫ କରିଛି । ସେ ମଧ୍ୟ ନିଜେ ହତ୍ୟା କରିଥିବା ସ୍ବିକାର କରିଛି । ତେବେ ବୁଲା ବୁଲି ନକରି ପାଠ ପଢିବାକୁ ବାପା ହନିମାନଥା କହିବାରୁ ଏଥିରେ କ୍ରୋଧିତ ହୋଇ ରାତିରେ ଶୋଇଥିବା ସମୟରେ ପୁଅ ନିଜ ବାପା ମା ଙ୍କୁ ହତ୍ୟା କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.