ETV Bharat / bharat

Budget 2022: ଫୋକସରେ ଗମନାଗମନ ବ୍ୟବସ୍ଥା, ନିର୍ମାଣ ହେବ ୧୦୦ ପିଏମ ଗତିଶକ୍ତି କାର୍ଗୋ ଟର୍ମିନାଲ - ବଜେଟ ୨୦୨୨

ସଂସଦ ଭବନରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପିଏମ ଗତିଶକ୍ତି ଯୋଜନାରେ ବିଶ୍ବସ୍ତରୀୟ ଭିତ୍ତିଭୂମି ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ଆରମ୍ଭ ହେବ ପିଏମ୍ ଗତିଶକ୍ତି। ରେଳ, ରାସ୍ତା, ଏୟାରେୱେଜ୍, ୱାଟରୱେଜ୍ ପାଇଁ ପିଏମ୍ ଗତିଶକ୍ତି ଯୋଜନା ଆରମ୍ଭ ହେବ। ଲୋକଙ୍କୁ ଯାତାୟତ ସୁବିଧା ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଅଧିକ ପଢନ୍ତୁ

ନିର୍ମାଣ ହେବ ୧୦୦ ପିଏମ ଗତି ଶକ୍ତି କାର୍ଗୋ ଟର୍ମିନାଲ

author img

By

Published : Feb 1, 2022, 12:02 PM IST

Updated : Feb 1, 2022, 12:38 PM IST

ନୂଆଦିଲ୍ଲୀ: ଉପସ୍ଥାପିତ ହୋଇଛି ବଜେଟ ୨୦୨୨ । ସଂସଦ ଭବନରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପିଏମ ଗତି ଶକ୍ତି ଯୋଜନାରେ ବିଶ୍ବସ୍ତରୀୟ ଭିତ୍ତିଭୂମି ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ଆରମ୍ଭ ହେବ ପିଏମ୍ ଗତିଶକ୍ତି। ରେଳ, ରାସ୍ତା, ଏୟାରେୱେଜ୍, ୱାଟରୱେଜ୍ ପାଇଁ ପିଏମ୍ ଗତିଶକ୍ତି ଯୋଜନା ଆରମ୍ଭ ହେବ। ଲୋକଙ୍କୁ ଯାତାୟତ ସୁବିଧା ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି ।

ଆଗାମୀ ୩ ବର୍ଷରେ ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସହିତ ୧୦୦ କାର୍ଗୋ ଟର୍ମିନାଲ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ଆଜି ସାଧାରଣ ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଏହି ଆର୍ଥିକ ବଜେଟ ଆଗାମୀ ୨୫ ବର୍ଷ ପାଇଁ ବ୍ଲୁପ୍ରିଣ୍ଟ । ଏକ୍ସପ୍ରେସ ହାଇୱେ ବିସ୍ତାର ପାଇଁ ଖର୍ଚ୍ଚ ହେବ ୨୦ କୋଟି । ପାହାଡିଆ ଅଞ୍ଚଳରେ ଚାଲିବ ପର୍ବତମାଳା ରୋପ ୱେ । ୨୦୨୨-୨୩ ଭିତରେ 25 ହଜାର କିଲୋମିଟର ହାଇୱେ ନିର୍ମାଣ ଲକ୍ଷ୍ୟ ରହିଛି। ଏଥିପାଇଁ ୨୦ ହଜାର କୋଟି ଖର୍ଚ୍ଚ ହେବ। ଅନେକ ଜନକଲ୍ୟାଣକାରୀ ଯୋଜନା ବାବଦରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହାସହ ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଅନେକ ମାଷ୍ଟର ପ୍ଲାନ ଆରମ୍ଭ ହୋଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

Last Updated : Feb 1, 2022, 12:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.