ETV Bharat / snippets

ଲାଞ୍ଚ ନେଉଥିଲେ ରାଜସ୍ବ ନିରୀକ୍ଷକ, ମାଡି ବସିଲା ଭିଜିଲାନ୍ସ

author img

By ETV Bharat Odisha Team

Published : Jul 5, 2024, 3:21 PM IST

RI in Vigilance Net
RI in Vigilance Net (ETV Bharat Odisha)

RI in Vigilance Net: ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ବେଗୁନିଆ ତହସିଲ ଅନ୍ତର୍ଗତ ଏକ ସରକାରୀ ଜାଗାରୁ ଗଛ କାଟି ଥିବା ଲୋକଙ୍କ ନାଁରେ ମାମଲା ନ କରିବା ପାଇଁ ଲାଞ୍ଚ ନେଉଥିବାବେଳେ ସେ ଧରାପଡିଛନ୍ତି । ସୂଚନା ଅନୁସାରେ, 20 ହଜାର ଲାଞ୍ଚ ନେଉଥିବା ବେଳେ ସିକୋ ରାଜସ୍ୱ ନିରୀକ୍ଷକଙ୍କୁ ମାଡି ବସିଛି ଭୁବନେଶ୍ୱର ଭିଜିଲାନ୍ସ ଟିମ । ସିକୋ ରାଜସ୍ୱ ନିରୀକ୍ଷକ ବିଶ୍ୱେଶ୍ୱର ରାୟ ବେହେରାଙ୍କୁ ଭିଜିଲାନ୍ସ ଟିମ ଅଟକ ରଖି ପଚରାଉଚରା ଜାରି ରଖିଛି । ଅନୁରୂପ ଭାବରେ କିଛି ମାସ ପୂର୍ବରୁ ତତ୍କାଳୀନ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଭିଜିଲାନ୍ସ ଦ୍ୱାର ଗିରଫ ହୋଇଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.