ETV Bharat / snippets

ବଢ଼ିଲା ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା, 9କୁ ବୃଦ୍ଧି

SUNSTROKE DEATH IN ROURKELA
SUNSTROKE DEATH IN ROURKELA (ETV Bharat Odisha)
author img

By ETV Bharat Odisha Team

Published : Jun 4, 2024, 6:47 AM IST

ରାଉରକେଲା: ଅସହ୍ୟ ଗରମକୁ ନେଇ ଅଂଶୁଘାତ ସ୍ଥିତି ଅଣଆୟତ ହୋଇଛି । ଦିନକୁ ଦିନ ବଢ଼ିବାରେ ଲାଗିଛି ଅଂଶୁଘାତ ମୃତ୍ୟୁ ସଂଖ୍ୟା । ସ୍ପଷ୍ଟ ହେଲା ରାଉରକେଲାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା । ପ୍ରେସ ନୋଟ ଜାରି କରି ସ୍ପଷ୍ଟୀକରଣ ଦେଲେ ରାଉରକେଲା ମହାନଗର ନିଗମ କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ । ତେବେ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଉରକେଲା ସହରରେ ମୋଟ ଅସ୍ୱାଭାବିକ ଭାବରେ 35 ଜଣଙ୍କ ଜୀବନ ଯାଇଛି । ଏହା ମଧ୍ୟରେ ଗତକାଲି ସୁଦ୍ଧା 6 ଜଣଙ୍କ ମୃତ୍ୟୁ କେବଳ ଅଂଶୁଘାତ ଯୋଗୁଁ ହୋଇଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଇଥିବା ନେଇ ମିଳିଛି ସୂଚନା ।

ଏହା ମଧ୍ୟ ପଢନ୍ତୁ ....ରାଉରକେଲାରେ ୩୫ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ, ଅଂଶୁଘାତରେ ଯାଇଛି ୬ ଜୀବନ - SUNSTROKE DEATH IN ROURKELA

ଇଟିଭି ଭାରତ,ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.