ନୂଆଦିଲ୍ଲୀ: ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଜଗନ୍ନାଥଙ୍କ ରତ୍ନଭଣ୍ଡାର ଉପରେ କୁଦୃଷ୍ଟି ରଖିଥିବା ଲୋକଙ୍କୁ ଭୋଟରେ ଜବାବ ଦେବାକୁ ଓଡିଆ ଭୋଟରଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଓଡିଆରେ ଟ୍ବିଟ୍ କରି ଶାହ ଲେଖିଛନ୍ତି, ‘‘ଓଡ଼ିଶାର ଭୋଟର ଭଉଣୀ ଏବଂ ଭାଇମାନେ ! ଯେଉଁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ଉପରେ ଖରାପ ନଜର ପକାଇଛନ୍ତି, ସେମାନଙ୍କୁ ଉଚିତ ଶିକ୍ଷା ଦେବାର ସମୟ । ଯେଉଁମାନେ ବିକାଶରେ ଓଡ଼ିଶାକୁ ପଛରେ ପକାଇଛନ୍ତି ସେମାନଙ୍କୁ ବିଦାୟ ଦେବାର ଉଚିତ ସମୟ । ଏହି ସମୟରେ ଏଭଳି ସରକାର ଚୟନ କରିବା, ଯିଏକି ରାଜ୍ୟକୁ ବିକାଶ ଏବଂ ସମୃଦ୍ଧିର ପଥରେ ଆଗକୁ ନେଇପାରିବ ।’’
‘ରତ୍ନଭଣ୍ଡାର ଉପରେ କୁଦୃଷ୍ଟି ରଖିଥିବା ଲୋକଙ୍କୁ ଭୋଟରେ ଜବାବ ଦିଅନ୍ତୁ’ Saha urges to odia people
Published : Jun 1, 2024, 9:50 AM IST