ETV Bharat / snippets

ଦିଲ୍ଲୀରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି; ଗଲାଣି 13ଜଣଙ୍କ ଜୀବନ

author img

By ETV Bharat Odisha Team

Published : Jun 30, 2024, 11:05 PM IST

Delhi Rain
Delhi Rain (ETV Bharat)

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଦିଲ୍ଲୀରେ ଶୁକ୍ରବାର ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି । ବର୍ଷା ଯୋଗୁଁ ଭିନ୍ନ ଭିନ୍ନ ଘଟଣାରେ ଏୟାବତ ଶିଶୁଙ୍କ ସମେତ 13ଜଣଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀ ବ୍ୟତୀତ ଗ୍ରେଟର ନୋଏଡାରେ ଘର କାନ୍ଥ ଭାଙ୍ଗି 3ଜଣଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀ ସରକାରଙ୍କ ସୂଚନାନୁସାରେ ଜୁନ 28ରେ 24 ଘଣ୍ଟା ମଧ୍ୟରେ 228ମିମିରୁ ଅଧିକ ବର୍ଷା ହୋଇଛି । ତେବେ ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ 10 ଲକ୍ଷ ସହାୟତା ରାଶି ଘୋଷଣା କରାଯାଇଛି । ଅନ୍ୟପଟେ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମିଥିବାରୁ ବିଦ୍ୟୁତ ସରବରାହ ବିଚ୍ଛେଦ ହୋଇଛି । 88 ବର୍ଷର ରେକର୍ଡ ଭାଙ୍ଗିଛି ଦିଲ୍ଲୀ ବର୍ଷା ।

ଏହା ବି ପଢନ୍ତୁ- ବର୍ଷାରେ ବେହାଲ ଦିଲ୍ଲୀ; ନିର୍ମାଣାଧୀନ କୋଠା ଭୁଶୁଡି 3 ଶିଶୁ ମୃତ, 5 ଗୁରୁତର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.