ETV Bharat / snippets

NDAକୁ କେନ୍ଦ୍ରରେ ବହୁମତ ପରେ ପାର୍ଟି ଅଫିସରେ ପିଏମ ମୋଦିଙ୍କ ସମ୍ବୋଧନ; 'ଜୟ ଜଗନ୍ନାଥ'ରୁ ଆରମ୍ଭ କଲେ ଭାଷଣ

author img

By ETV Bharat Odisha Team

Published : Jun 4, 2024, 11:08 PM IST

LOK SABHA ELECTION RESULTS 2024
LOK SABHA ELECTION RESULTS 2024 (ETV Bharat Odisha)

ନୂଆଦିଲ୍ଲୀ: ତୃତୀୟ ଥର ଲାଗି କେନ୍ଦ୍ରରେ ଆସିବାକୁ ଯାଉଛି ବିଜେପି ସରକାର । ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । କେନ୍ଦ୍ରରେ ବିଜେପିକୁ ବହୁମତ ମିଳିବା ପରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଲାଗି ଦିଲ୍ଲୀ ମୁଖ୍ୟାଳୟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । 'ଜୟ ଜଗନ୍ନାଥ'ରୁ ଆରମ୍ଭ କରିଥିଲେ ଭାଷଣ । ଓଡିଶାରେ ​​ବିଜେପି ପ୍ରଥମ ଥର ସରକାର ଗଢିବାକୁ ଯାଉଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ବେଶ ଖୁସିବ୍ୟକ୍ତ କରିଛନ୍ତି । ବିଜେପି ମୁଖ୍ୟାଳୟରେ ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଏକ ମହାନ ଦିନ ଏବଂ ଏହା ନିଶ୍ଚିତ ଯେ ତୃତୀୟ ଥର ପାଇଁ ଏନଡିଏ ସରକାର ଗଠନ କରିବ। ବିଜେପି ଏବଂ ଏନଡିଏ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଥିବାରୁ ଜନତାଙ୍କ ନିକଟରେ କୃତଜ୍ଞ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.