ETV Bharat / snippets

ଚନ୍ଦ୍ରବାବୁଙ୍କୁ ଭେଟିବେ କେସି ବେଣୁଗୋପାଳ, ନୀତିଶଙ୍କୁ କଂଗ୍ରେସର ପିଏମ ଅଫର୍ !

author img

By ETV Bharat Odisha Team

Published : Jun 4, 2024, 12:49 PM IST

venugopal to meet tdp chief
venugopal to meet tdp chief (ETV Bharat)

ହାଇଦ୍ରାବାଦ: ବିହାରରେ ୧୪ ଆସନରେ ଜେଡିୟୁ ଆଗୁଆ ରହିଛି । ଆନ୍ଧ୍ରରେ ୧୬ ଆସନରେ ଟିଡିପି ଆଗରେ ରହିଛି । ଟିଡିପି ଓ ଜେଡିୟୁ ସହ କଂଗ୍ରେସ କଥା ହୋଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ TDP ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିବାକୁ ଯାଉଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ...ଜନାଦେଶ 2024: ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବର ଡେଇଁଲା ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛରେ

ବିଶେଷ ସୂତ୍ରର ସୂଚନା ଅନୁସାରେ, କେସି ବେଣୁଗୋପାଳ ସ୍ବତନ୍ତ୍ର ବିମାନ ଯୋଗେ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରୁଛନ୍ତି । ଅନ୍ୟପଟେ କଂଗ୍ରେସ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ପୋଷ୍ଟ ପାଇଁ ଅଫର୍ କରିପାରେ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି । ସେପଟେ ମମତା ବାନାର୍ଜୀ ନବୀନ ପଟ୍ଟନାୟକଙ୍କୁ ଭେଟିପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.