ଓଡ଼ିଶାରେ ନିର୍ବାଚନୀ ଇସ୍ତାହାର ଘୋଷଣା କରୁଛନ୍ତି ନଡ୍ଡା, ଦେଖନ୍ତୁ LIVE - JP Nadda at Bhubaneswar

By ETV Bharat Odisha Team

Published : May 5, 2024, 4:09 PM IST

Updated : May 5, 2024, 5:25 PM IST

thumbnail

ଭୁବନେଶ୍ବର: ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରାଜ୍ୟ ବିଜେପି ମୁଖ୍ୟାଳୟରେ ଦଳର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶା ଆସୁଛନ୍ତି । ଏହା ପୂର୍ବରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଜି ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ସେ ପାର୍ଟି ରାଜ୍ୟ ମୁଖ୍ୟାଳୟରେ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରୁଛନ୍ତି । ଏହାପରେ ସେ ନିର୍ବାଚନ ପ୍ରସ୍ତୁତି ନେଇ ଦଳୀୟ ରାଜ୍ୟ ନେତୃତ୍ବ ଓ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ନିର୍ବାଚନୀ ରଣନୀତି ଓ କାର୍ଯ୍ୟକର୍ତ୍ତାକୁ ନିର୍ବାଚନୀ ଟାକ୍ସ ଦେବେ ନଡ୍ଡା । ଏଥିପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଓ କେନ୍ଦ୍ରୀୟ ନେତା ମଧ୍ୟ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିଛନ୍ତି । ଦେଖନ୍ତୁ ରାଜ୍ୟ ବିଜେପି ମୁଖ୍ୟାଳୟରେ ଦଳର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରୁଛନ୍ତି ବିଜେପି ଅଧ୍ୟକ୍ଷ ନଡ୍ଡା LIVE... 

Last Updated : May 5, 2024, 5:25 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.