ETV Bharat / technology

ଏଣିକି ଏକ୍ସରେ ଦେଖି ପାରିବେ ଆଡଲ୍ଟ କଣ୍ଟେଣ୍ଟ, କମ୍ପାନୀ ଆଣିଲା ନୂଆ ପଲିସି - X Adult Content Policy

author img

By ETV Bharat Odisha Team

Published : Jun 5, 2024, 4:37 PM IST

X Adult Content Policy: ଏକ୍ସରେ ପୋଷ୍ଟ କରିହେବ ଭାୟୋଲେସନ କଣ୍ଟେଣ୍ଟ । ହେଲେ ମାନିବାକୁ ପଡିବ ଏହି ପଲିସି ।

X Adult Content Policy
X Adult Content Policy (ETV Bharat Odisha)

ହାଇଦ୍ରାବାଦ: ଦିନକୁ ଦିନ ଏକ୍ସର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ବିଲେନିୟର ଏହି ଆପରେ ପରିବର୍ତ୍ତନ କରିବାରେ ଲାଗିଛନ୍ତି । ଟ୍ବିଟର ଏବଂ ଏକ୍ସ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି । ଏହାରି ମଧ୍ୟରେ ଏକ୍ସ ପଲିସିରେ ଆଉ ଏକ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ୟୁଜର୍ସ ପ୍ଲାଟଫର୍ମରେ ଆଡଲ୍ଟ କଣ୍ଟେଣ୍ଟ(Adult Content) ପୋଷ୍ଟ କରିପାରିବେ । ଅନେକ ଦିନରୁ ଏହି ପଲିସିକୁ ଲାଗୁ କରାଇବା ପାଇଁ ଚର୍ଚ୍ଚା ହୋଇ ଆସୁଥିବା ବେଳେ ବର୍ତ୍ତମାନ ଏହାକୁ ଲାଗୁ କରାଯାଇଛି ।

ଯଦି ଦେଖିବା ଏକ୍ସ ସବୁଠାରୁ ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟ୍ । ବର୍ତ୍ତମାନ ଏକ୍ସ ପଲିସିରେ ପରିବର୍ତ୍ତନ କରିବା ପରେ ୟୁଜର୍ସ ଏଥିରେ ଆଡଲ୍ଟ କଣ୍ଟେଣ୍ଟ ପୋଷ୍ଟ କରିବାରେ ସକ୍ଷମ ହେଉଛନ୍ତି । କିନ୍ତୁ ଏଥିପାଇଁ ୟୁଜର୍ସଙ୍କୁ ଅନେକ ସର୍ତ୍ତ ମାନିବାକୁ ହେବ । ୟୁଜର୍ସ ବର୍ତ୍ତମାନ ନିଜ ଇଚ୍ଛାରେ NSFW କଣ୍ଟେଣ୍ଟ ପୋଷ୍ଟ କରିବାରେ ସମର୍ଥ ହେବେ । କିନ୍ତୁ ଏହାକୁ ଅଲଗା ଅଲଗା ଲେବଲ କରାଯିବ । ଏକ୍ସ ନିଜର ଅଫିସିଆଲ ହେଣ୍ଡେଲ X safetyରେ ଟ୍ବିଟ କରି କହିଛନ୍ତି, "କମ୍ପାନୀ ଏଲଡ୍ଟ କଣ୍ଟେଣ୍ଟ ଏବଂ ଭାୟୋଲେଟ କଣ୍ଟେଣ୍ଟ ପିଲିସି ଲଞ୍ଚ କରିଛି । ଆମର ନିୟମ ଏବଂ ସେହି କ୍ଷେତ୍ର ଗୁଡିକର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ଆଣିବା ପାଇଁ ଆମେ ଏହି ପିଲିସି ଆରମ୍ଭ କରିଛୁ । "

ଏହା ମଧ୍ୟ ପଢନ୍ତୁ: ଏଣିକି ମାଗଣାରେ ଚାଲିବନି ଏକ୍ସ, ଆକାଉଣ୍ଟ ଖୋଲିଲେ ଦେବାକୁ ପଡିବ ଟଙ୍କା - X to charge money from new users

କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଉଛି ଯେ, ଆମେ ଅଳ୍ପ ବୟସର ଛୁଆମାନଙ୍କୁ ଏଭଳି କଣ୍ଟେଣ୍ଟ ଦେଖାଇବା ପାଇଁ ଆମେ ଚାହୁଁ ନାହୁଁ । ସେମାନଙ୍କ ନିକଟରେ ଆମେ ଏହା ନପହଞ୍ଚାଇବା ପାଇଁ ପ୍ରୋଫାଇଲ ଫଟୋ ଏବଂ ବ୍ୟାନରରେ ପୋଷ୍ଟ କରିପାରିବେ ନାହିଁ । ଯେଉଁମାନେ ଏଭଳି ପୋଷ୍ଟ କରିବେ, ସେମାନଙ୍କୁ ସେନସେଟିଭ ମାର୍କ କରିବା ଜରୁରୀ ଅଟେ । ଏଆଇ ଜେନେରେଟେଡ, ଫଟୋଗ୍ରାଫିକ କିମ୍ବା ଏନିମେଟେଡ ହେଲେ ମଧ୍ୟ ମାର୍କ ଜରୁରୀ ଅଟେ । ଯେଉଁମାନଙ୍କର ବୟସ 18 ବର୍ଷ କିମ୍ବା ପ୍ରମାଣପତ୍ର ନାହିଁ, ସେମାନଙ୍କୁ ଏହି କଣ୍ଟେଣ୍ଟ ପୋଷ୍ଟ କରିବା ପାଇଁ ଜରୁରୀ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.