ETV Bharat / technology

କାଲି ଲଞ୍ଚ ହେବ Realme P2 Pro 5G; ରହିଛି ସ୍ପେଶାଲ AI ଫିଚର୍‌ - Realme P2 Pro 5G Launch Tomorrow - REALME P2 PRO 5G LAUNCH TOMORROW

Realme P2 Pro 5G: ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି ରିଅଲମିର ନୂଆ ସ୍ମାର୍ଟଫୋନ Realme P2 Pro । ସେପ୍ଟେମ୍ବର 13 ତାରିଖ ମଧ୍ୟାହ୍ନ 12ଟା ସମୟରେ ଲଞ୍ଚ ଟାଇମ୍‌ ରଖାୟାଇଛି । ସବୁଠୁ ଖାସ କଥା ହେଉଛି ଏହି ସ୍ମାର୍ଟଫୋନରେ କମ୍ପାନୀ ପକ୍ଷରୁ AI ଫିଚର୍‌ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

Realme P2 Pro 5G
Realme P2 Pro 5G (Realme India)
author img

By ETV Bharat Tech Team

Published : Sep 12, 2024, 12:47 PM IST

ହାଇଦ୍ରାବାଦ: ଚାଇନିଜ ମୋବାଇଲ କମ୍ପାନୀ ରିଅଲମି ଭାରତ ବଜାରରେ ଏହାର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଯାହାର ନାମ Realme P2 Pro ରଖାଯାଇଛି । ଏହି ନୂଆ ସ୍ମାର୍ଟଫୋନ କର୍ଭଡ ଡିସପ୍ଲେ (curved display) ସହିତ ଆସୁଛି । ଏହା 80W ଫାଷ୍ଟ ଚାର୍ଜିଂ ସପୋର୍ଟ ପ୍ରଦାନ କରୁଥିବା ବେଳେ ଏଥିରେ ରହିଛି AI ଫିଚର୍‌ । ଆସନ୍ତୁ ଜାଣିବା ଏହି ଫୋନରେ ଆଉ କଣ ରହିଛି ଖାସ୍‌ ଓ ଏହାର ଦାମ କେତେ ।

Realme P2 Pro 5G
Realme P2 Pro 5G (Realme India)

କଣ ରହିଛି ଫିଚର୍‌:-

  • ସ୍ନାପଡ୍ରାଗନ 7s Gen 2 ପ୍ରୋସେସର
  • 6.7 ଇଞ୍ଚ (17.02c,) ଡିସପ୍ଲେ
  • 50MP ପ୍ରାଇମେରି କ୍ୟାମେରା
  • LED ଫ୍ଲାସ୍‌
  • 16MP ଫ୍ରଣ୍ଟ କ୍ୟାମେରା
  • 5200mAh ବ୍ୟାଟେରୀ
  • ସୁପର୍‌ VOOC ଚାର୍ଜିଂ
  • Gorilla Glass 7i
  • 512 GB ଇଣ୍ଟରନାଲ ଷ୍ଟୋରେଜ ଓ 12GB RAM
Realme P2 Pro 5G
Realme P2 Pro 5G (Realme India)

ଏହା ବି ପଢନ୍ତୁ- ଗୁଗଲ ପିକ୍ସେଲ 9 ବନାମ ଆଇଫୋନ 16; କେଉଁଟା ଭଲ ? - iPhone 16 VS Google Pixel 9

Realme P2 Pro 5G
Realme P2 Pro 5G (Realme India)

Snapdragon 7s Gen 2 ପ୍ରୋସେସର:-

  1. ରିଅଲମିର ଏହି ନୂଆ ସ୍ମାର୍ଟଫୋନରେ କ୍ବାଲକମ ସ୍ନାପଡ୍ରାଗନ 7s Gen 2 ପ୍ରୋସେସର ରହିଛି । ଏହି ପ୍ରୋସେସର କମ ଶକ୍ତିର ବ୍ୟବହାର କରିପାରିବେ ।
  2. ଏଣୁ ଏହାର ବ୍ୟାଟେରୀ ବ୍ୟାକଅପ୍‌ ୟୁଜରଙ୍କ ଲାଗି ଲାଭଦାୟକ ହେବ ।
  3. କମ୍ପାନୀ କହିଛି ଯେ ଏହି ନୂଆ ଡିଭାଇସରେ ବଡ଼ ଭେପର୍‌ ଚାମ୍ବର ରହିଛି, ଯାହାକି ଫୋନକୁ ଭଲ କୁଲିଂ ପ୍ରଦାନ କରିବ ।
  4. ଖାଲି ସେତିକି ନୁହେଁ, ଏହି ମୋବାଇଲ ବେଷ୍ଟ ଗେମିଂ ଅନୁଭବ ପ୍ରଦାନ କରିବ ।
ସ୍ପେଶାଲ AI ଫିଚର୍‌
ସ୍ପେଶାଲ AI ଫିଚର୍‌ (Realme India)

ସ୍ପେଶାଲ AI ଫିଚର:- ରିଅଲମି ପକ୍ଷରୁ କୁହାଯାଇଛି ୟେ ନୂଆ Realme P2 Pro 5G ଡିଭାଇସରେ ଏକାଧିକ AI ଫିଚର ଦିଆଯାଇଛି । ଅନ୍ୟ ଏଆଇ ଫିଚର ଯେପରିକି AI Smart Loop ଓ Air Gesture ପ୍ରଦାନ କରାଯାଇଛି ।

Realme P2 Pro 5Gର କଲର ଅପସନ୍‌
Realme P2 Pro 5Gର କଲର ଅପସନ୍‌ (Realme India)

କଲର ଅପସନ:- ଏହି ଫୋନଟି ଆପଣଙ୍କୁ 2ଟି ରଙ୍ଗରେ ମିଳିଯିବ ।

  • Parrot Green
  • Eagle Grey

ଲଞ୍ଚ୍‌ ଇଭେଣ୍ଟ:- ଆସନ୍ତାକାଲି (ସେପ୍ଟେମ୍ବର 13) ମଧ୍ୟାହ୍ନ 12ଟା ସମୟରେ ଏହି ନୂଆ ସ୍ମାର୍ଟଫୋନର ଲଞ୍ଚ ଇଭେଣ୍ଟ ଆପଣ କମ୍ପାନୀର ୱେବସାଇଟ କିମ୍ବା ସୋସିଆଲ ମିଡିଆ ପ୍ଲାଟଫର୍ମ Facebook, X ଓ YouTubeରେ ଲାଇଭ୍‌ ଦେଖିପାରିବେ । କମ୍ପାନୀର ୱେବସାଇଟ ବ୍ୟତୀତ ଆପଣ ଏହି ଫୋନକୁ ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରୁ କିଣିପାରିବେ ।

ଏହା ବି ପଢନ୍ତୁ- ପାକିସ୍ତାନରେ ସବୁଠୁ ମହଙ୍ଗା iPhone 16 ସିରିଜ; ଜାଣନ୍ତୁ ଭାରତ ତୁଳନାରେ କେଉଁ ଦେଶରେ ଶସ୍ତା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.