ETV Bharat / technology

କ୍ବାଲକମର Snapdragon 8 Elite ସହ ଲଞ୍ଚ ହେଲା ୱାନପ୍ଲସ 13, ବିଶ୍ବରେ ତୃତୀୟ

ବିଶ୍ବର ତୃତୀୟ ସ୍ମାର୍ଟଫୋନ ଭାବେ ଲାଟେଷ୍ଟ ସ୍ନାପଡ୍ରାଗନ 8 ଇଲାଇଟ ସହ ଲଞ୍ଚ ହୋଇଛି ୱାନପ୍ଲସ 13 । କଣ ରହିଛି ଫିଚର ଓ ଦାମ କେତେ ? ଜାଣନ୍ତୁ

OnePlus 13 launch
OnePlus 13 launch (Photo- OnePlus)
author img

By ETV Bharat Tech Team

Published : 4 hours ago

ହାଇଦ୍ରାବାଦ: ୱାନପ୍ଲସ ଆଜି ଫ୍ଲାଗସିପ ୱାନପ୍ଲସ 13 ଚୀନରେ ଲଞ୍ଚ କରିଛି । ଏହାରି ସହିତ କ୍ବାଲକମର ଲାଟେଷ୍ଟ ସ୍ନାପଡ୍ରାଗନ 8 ଇଲାଇଟ ପ୍ରୋସେସର ଥିବା ବିଶ୍ବର ତୃତୀୟ ସ୍ମାର୍ଟଫୋନ ହୋଇଛି । ଏହା ପୂର୍ବରୁ Xiaomi 15, 15 Pro, and iQOO 13 ଏହି ଲାଟେଷ୍ଟ ପ୍ରୋସେସର ସହିତ ଲଞ୍ଚ ହୋଇସାରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ୱାନପ୍ଲସ 13 ଭାରତରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି ।

ଫ୍ଲାଗସିପ୍ ୱାନପ୍ଲସ 13 ଫୋନର ସବୁଠାରୁ ବଡ ଅପଡେଟ୍ ଏହାର RAM । OnePlus 13ରେ 24GB LPDDR5X RAM ବ୍ୟବହାର କରାଯାଇଛି । ଏହି RAM ସହିତ ଡିଭାଇସ୍ ବଜାରର ସବୁଠାରୁ ଶକ୍ତିଶାଳୀ ଡିଭାଇସରେ ପରିଣତ ହେବ ଏବଂ ଏହାର ବହୁ ପ୍ରତିଯୋଗୀଙ୍କୁ ହାଇ-ଏଣ୍ଡ୍ ସ୍ମାର୍ଟଫୋନ୍ ସ୍ପେସରେ ପଛରେ ଛାଡିଦେବ ବୋଲି ଆଶା କରାଯାଉଛି ।

ଡିଜାଇନ କିପରି ?

OnePlus 13 ତିନୋଟି ରଙ୍ଗରେ ଆସିଛି ଯେପରି ପୂର୍ବରୁ OnePlus ନିଜେ ନିଶ୍ଚିତ କରିଥିଲା । ଧଳା ଓ କଳା ରଙ୍ଗ ସହିତ ୱାନପ୍ଲସ୍ ଏକ ନୂତନ ବ୍ଲୁ ସେଡ ରଙ୍ଗ ଆଣିଛି । କଳା ଏବଂ ଧଳା ରଙ୍ଗର ମ୍ୟାଟ୍ ଗ୍ଲାସ୍ ଥିବାବେଳେ ଏହି ପ୍ରକାରରେ ଏକ ଫକ୍ସ ଲେଦର ପଛ ପ୍ୟାନେଲରେ ରହିଛି । IQOO 13 ପରି, OnePlus 13ରେ ଧୂଳି ଏବଂ ଜଳ ପ୍ରତିରୋଧ ପାଇଁ IP69 + IP68 ରେଟିଂ ମଧ୍ୟ ଅଛି । ଏହା ନୂଆ ଆଇଫୋନ ଭଳି ଲୁକ୍‌ ଦେଉଛି ।

ଏହା ବି ପଢନ୍ତୁ
  1. 24GB RAM ସହିତ ରିଲିଜ ହେବ One plusର ଏହି ମୋବାଇଲ, ଜାଣନ୍ତୁ ଦାମ
  2. ଲାଟେଷ୍ଟ ସ୍ନାପଡ୍ରାଗନ 8 ଇଲାଇଟ ପ୍ରୋସେସର ସହ ଲଞ୍ଚ ହେଲା iQOO 13
  3. ଦମଦାର ଡିଜାଇନ ସହ ଲଞ୍ଚ ହେଲା Nothing Phone (2a) ପ୍ଲସ; ଅନ୍ଧାରରେ କରିବ ଗ୍ଲୋ

ୱାନପ୍ଲସ 13ର ଫିଚର:-

  • 6.82-inch 2K (1440p) BOE LTPO AMOLED ଡିସପ୍ଲେ
  • 120Hz ରିଫ୍ରେସ ରେଟ୍‌
  • 4,500 nits ବ୍ରାଇଟନେସ
  • Dolby ଭିଜନ କଣ୍ଟେଣ୍ଟ
  • Snapdragon 8 Elite
  • 24GB RAM ଓ 1TB ଷ୍ଟୋରେଜ
  • 50MP ଟ୍ରିପଲ କ୍ୟାମେର ସେଟଅପ୍‌
  • 50MP ଅଲଟ୍ରା-ୱାଇଡ କ୍ୟାମେରା
  • ଆଗ କ୍ୟାମେରା 32MP

ୱାନପ୍ଲସ: ଦାମ ଓ କେଉଁଠୁ କିଣିବେ ?

  • 12GB/256GB ପାଇଁ CNY 4,499 (ପ୍ରାୟ Rs 53,200)
  • 12GB/512GB ପାଇଁ CNY 4,899 (ପ୍ରାୟ Rs 58,000)
  • 16GB/512GB ପାଇଁ CNY 5,299 (ପ୍ରାୟ Rs 62,600)
  • 24GB/1TB ପାଇଁ CNY 5,999 (ପ୍ରାୟ Rs 71,000)

ଏହି ସ୍ମାର୍ଟଫୋନ ଆଜି (ଭାରତୀୟ ସମୟ ଅପରାହ୍ନ ସାଢେ 1ଟା) ଚୀନରେ ଲଞ୍ଚ ହୋଇଥିବା ବେଳେ ଖୁବଶୀଘ୍ର ଭାରତରେ ମଧ୍ୟ ଉପଲବ୍ଧ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.