ETV Bharat / technology

ପୂଜା ଅଫରରେ କିଣିବାକୁ ଚାହୁଁଛନ୍ତି କି ନୂଆ କାର ? ବଜାରରେ Maruti Suzuki Swiftର ଦମଦାର ଭାରିଏଣ୍ଟ - Maruti Swift Variants Explained

author img

By ETV Bharat Tech Team

Published : Aug 29, 2024, 4:28 PM IST

MARUTI SWIFT VARIANTS: କଣ ଏଥର ପୂଜା ଅଫରରେ ନିଜ ପାଇଁ ପର୍ସନାଲ କାର କିଣିବାକୁ ଚାହୁଁଛନ୍ତି କି ? ଯଦି ବଜେଟ ଭିତରେ ମାରୁତି ସୁଜୁକି କିଣିବାକୁ ଚାହୁଁଛନ୍ତି, ତେବେ ଏହାର ସମସ୍ତ ଭାରିଏଣ୍ଟ ବା ମଡେଲ ସମ୍ପର୍କରେ ଆମେ ଆପଣଙ୍କୁ କହିରଖୁଛୁ । ଜାଣି ନିଅନ୍ତୁ ଏହା ଆପଣଙ୍କ ପକେଟ୍ ପାଇଁ ଫିଟ୍‌ କି ନୁହେଁ ? ଅଧିକ ପଢନ୍ତୁ

MARUTI SWIFT VARIANTS
MARUTI SWIFT VARIANTS (Maruti Suzuki India)

ହାଇଦ୍ରାବାଦ: ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଫେଷ୍ଟିଭ ସିଜିନ । ଘରକୁ କିଛି କିଣିବାକୁ ସମସ୍ତେ ବର୍ଷକର ଏହି ବିଗେଷ୍ଟ ସିଜନକୁ ଚାହିଁ ରହିଥାନ୍ତି । କାରଣ ପୂଜା ଅଫରରେ ସବୁ କିଛି ଶସ୍ତାରେ ମିଳେ । କାରଠୁ ଆରମ୍ଭ କରି ବୈଦ୍ୟୁତିକ ଉପକରଣ ଉପରେ ଦମଦାର ଡିସକାଉଣ୍ଟ ରହିଥାଏ । ତେବେ ଯଦି ଆପଣ ଏହି ଫେଷ୍ଟିଭ ସିଜନରେ ପର୍ସନାଲ କାର କିଣିବାକୁ ଚାହୁଁଛନ୍ତି, ତେବେ ବଜାରରେ ଏଥର ମାରୁତି ସୁଜୁକିର ବିଭିନ୍ନ ଭାରିଏଣ୍ଟ ବା ମଡେଲ ଉପଲବ୍ଧ ରହିଛି ।

ଆପଣଙ୍କୁ ଦେଖିବାକୁ ହେବ ଏହି କାର କମ୍ପାନୀର କେଉଁ ମଡେଲ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଫିଟ୍‌ । କମ୍ପାନୀ ପକ୍ଷରୁ ସ୍ବିଫ୍ଟର ମୋଟ 5ଟି ମଡେଲ ବିକ୍ରି ହେଉଛି । ଯେଉଁଥିରେ LXi, VXi, VXi (O), ZXi ଓ ZXi Plus ସାମିଲ । ଆଜି ଆମେ ଆପଣଙ୍କୁ ସମସ୍ତ ଭାରିଏଣ୍ଟର କଣ କଣ ଫିଚର୍ସ ଅଛି ଓ ଏହାର ଦାମ କେତେ ସେ ସମ୍ପର୍କରେ ସୂଚନା ଦେବୁ । କମ୍ପାନୀ ଏହି କାରକୁ 6.49ଲକ୍ଷ (ଏକ୍ସ-ଶୋରୁମ) ବିକ୍ରି କରୁଛି ।

Maruti Suzuki Swift LXiର ଫିଚର୍ସ:-

  • ଦାମ-6.49ଲକ୍ଷ
  • ଗିଅରବକ୍ସ ବିକଳ୍ପ- 5ସ୍ପିଡ ମାନୁଆଲ ଟ୍ରାନ୍ସମିଶନ
  • ହିଲ-ଷ୍ଟାର୍ଟ ଆସିଷ୍ଟ
  • ESC
  • ରିମୋଟ ସେଣ୍ଟ୍ରାଲ ଲକିଂ
  • ହେଲୋଜେନ ପ୍ରୋଜେକ୍ଟର ହେଡଲାଇଟ୍ସ
  • LED ଟେଲ ଲାଇଟ୍ସ
  • 14 ଇଞ୍ଚ ଷ୍ଟିଲ ହ୍ବିଲ୍ସ
  • ଗ୍ରିଲ, ୱିଙ୍ଗ ମିରର ଓ ଡୋର ହ୍ୟାଣ୍ଡେଲରେ ବ୍ଲକ ଫିନିସ
  • ବଡି କଲର ବମ୍ପର
  • ପାୱାର ୱିଣ୍ଡୋ
  • ମ୍ୟାନୁଆଲି ଆଡଜେଷ୍ଟବଲ ୱିଙ୍ଗ ମିରର
  • ଟିଲ୍ଟ ଷ୍ଟିୟରିଂ ଆଡଜଷ୍ଟ

Maruti Suzuki Swift VXiର ଫିଚର୍ସ:-

  • ଦାମ- 7.30ଲକ୍ଷରୁ 7.80ଲକ୍ଷ ଟଙ୍କା
  • ଗିଅରବକ୍ସ ବିକଳ୍ପ- 5-ସ୍ପିଡ ମ୍ୟାନୁଆଲ ଓ ଅଟୋମେଟିକ୍‌
  • 14ଇଞ୍ଚ ହ୍ବିଲ୍ସ
  • ବଡି କଲର ୱିଙ୍ଗ ମିରର ଓ ଡୋର ହ୍ୟାଣ୍ଡେଲ
  • ପାୱାର ଆଡଜେଷ୍ଟବଲ ୱିଙ୍ଗ ମିରର
  • ହ୍ବାଇଟ ଆଡଜେଷ୍ଟବଲ ଡ୍ରାଇଭର ସିଟ୍‌
  • ରିଅର ପାର୍ସଲ ଟ୍ରେ
  • ଡେ/ନାଇଟ୍‌ IRVM
  • ଆଣ୍ଡ୍ରଏଟ ଅଟୋ ଓ ଆପଲ କାରପ୍ଲେ
  • 4 ସ୍ପିକର

Maruti Suzuki Swift VXi (O)ର ଫିଚର୍ସ:-

  • ଦାମ- 7.57ଲକ୍ଷରୁ 8.07ଲକ୍ଷ ଟଙ୍କା
  • ଗିଅରବକ୍ସ ବିକଳ୍ପ- 5 ସ୍ପିଡ ମ୍ୟାନୁଆଲ ଓ ଅଟୋମେଟିକ୍‌
  • ପାୱାର ଫୋଲ୍ଡିଂ ୱିଙ୍ଗ ମିରର
  • କନେକ୍ଟେଡ କାର ଟେକନିକ
  • ପୁଶ-ବଟନ ଷ୍ଟାର୍ଟ

Maruti Suzuki Swift ZXiର ଫିଚର୍ସ:-

  • ଦାମ- 8.3ଲକ୍ଷରୁ 8.8ଲକ୍ଷ
  • ଗିଅରବକ୍ସ ବିକଳ୍ପ- 5 ସ୍ପିଡ ମ୍ୟାନୁଆଲ ଓ ଅଟୋମେଟିକ୍‌
  • ରିଅର ୱାସର/ୱାଇପର
  • LED ପ୍ରୋଜେକ୍ଟର ହେଡଲାଇଟ୍ସ
  • LED ଡେଟାଇମ ରନିଂ ଲ୍ୟାମ୍ପ
  • 15 ଇଞ୍ଚ ଏଲଏ ହ୍ବିଲ
  • ୱାୟରଲେସ ଫୋନ ଚାର୍ଜର
  • ଷ୍ଟାଣ୍ଡାର୍ଡ USB ଓ USB ଟାଇପ-ସି ଚାର୍ଜିଂ ପୋର୍ଟ
  • 60:40 ସ୍ପିଲ୍ଟ-ଫୋଲ୍ଡିଂ ରିଅର ସିଟ୍‌
  • 4-ସ୍ପିକର

Maruti Suzuki Swift ZXi Plusର ଫିଚର୍ସ:-

  • ଦାମ-9ଲକ୍ଷରୁ 9.5ଲକ୍ଷ
  • ଗିଅରବକ୍ସ ବିକଳ୍ପ- 5 ସ୍ପିଟ ମ୍ୟାନୁଆଲ ଓ ଅଟୋମେଟିକ୍‌
  • ଏଲଇଡି ଫଗଲାଇଟ୍‌
  • ରିଅର କ୍ୟାମେରା
  • 15ଇଞ୍ଚ ଆଲଏ ହ୍ବିଲ
  • କଲର ଏମଆଇଡି
  • କ୍ରୁଜ କଣ୍ଟ୍ରୋଲ
  • 9-ଇଞ୍ଚ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ

Maruti Suzuki Swiftର ଇଞ୍ଜିନ:- କମ୍ପାନୀ ଜେନେରେସନ ଅପଡେଟ ସହିତ ଏଥିରେ ନୂଆ ଇଞ୍ଜିନର ବ୍ୟବହାର କରିଛି । କମ୍ପାନୀ ଏଥିରେ ନୂଆ 1.2 ଲିଟର, Z12E, 3 ସିଲିଣ୍ଡର ନ୍ୟାଚୁରାଲି ଏସ୍ପିରେଟେଡ ପେଟ୍ରୋଲ ଇଞ୍ଜିନର ବ୍ୟବହାର କରିଛି । ଏହି ଇଞ୍ଜିନରେ 5 ସ୍ପିଡ ମ୍ୟାନୁଆଲ ଓ 5-ସ୍ପିଡ ଅଟୋମେଟିକ ଗିଅରବକ୍ସର ବିକଳ୍ପ ମିଳେ । ଏହି କାର ମ୍ୟାନୁଆଲ ଟ୍ରାନ୍ସମିସନରେ 24.8 କିମି/ଲି ଓ ଅଟୋମେଟିକ ଟ୍ରାନ୍ସମିସନରେ 25.75 କିମି/ଲି ARAI ସାର୍ଟିଫାଏଡ ମାଇଲେଜ ପ୍ରଦାନ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.