ETV Bharat / technology

ଫେଷ୍ଟିଭ ସିଜନରେ କିଣିବାକୁ ଚାହୁଁଛନ୍ତି ନୂଆ Jeep Meridian, ଜାଣନ୍ତୁ ଦାମ ଓ ଫିଚର

ନିକଟରେ Jeep India ନିଜର ଅପଗ୍ରେଟେଡ ଜିପ ମେରିଡିଆନ ଏସୟୁଭି ଲଞ୍ଚ କରିଛି । ଏହି କାରର କଣ ଫିଚର ରହିଛି ଓ କେତେ ଦାମ ଜାଣନ୍ତୁ...

2025 Jeep Meridian SUV
2025 Jeep Meridian SUV (Photo- Jeep India)
author img

By ETV Bharat Tech Team

Published : 3 hours ago

ହାଇଦ୍ରାବାଦ: କାର ନିର୍ମାତା କମ୍ପାନୀ ଜିପ ଇଣ୍ଡିଆ ଗତ କିଛି ଦିନ ତଳେ ଅପଡେଟେଡ ଜିପ ମେରିଡିଆନ ଏସୟୁଭି ଲଞ୍ଚ କରିଛି । କମ୍ପାନୀ ଏଥିରେ 5-ସିଟର ଭାରିଏଣ୍ଟ ସାମିଲ କରିଛି । ଏହାସହିତ ଏକ ନୂଆ ଫିଚର ମଧ୍ୟ ଯୋଡ଼ିଛି । ଏହି କାରକୁ କମ୍ପାନୀ 4ଟି ଟ୍ରିମ ଲେଭଲ (ଭିନ୍ନ ପ୍ରକାରର ମଡେଲ) Longitude, Longitude Plus, Limited (O) ଓ Overland ସହିତ ଲଞ୍ଚ କରିଛି ।

7-Seater Option
7-Seater Option (Photo- Jeep India)

ନୂଆ ଅପଡେଟେଡ ଜିପ ମେରିଡିଆନ ଏସୟୁଭିର ପ୍ରାରମ୍ଭିକ ମୂଲ୍ୟ 24.99 ଲକ୍ଷ ଟଙ୍କା ରହିଥିବା ବେଳେ ଏହାର ଟପ୍‌ ସ୍ପେକ ଭାରିଏଣ୍ଟର ମୂଲ୍ୟ 38.49 ଲକ୍ଷ (ଏକ୍ସ-ଶୋରୁମ) ରହିଛି । ନିମ୍ନରେ ଆମେ ଏହି କାରର ଫିଚର ଓ ଦାମ ସମ୍ପର୍କରେ ଆପଣଙ୍କୁ ବିସ୍ତୃତ ଭାବରେ ସୂଚନା ଦେବୁ । କେଉଁ ଭାରିଏଣ୍ଟରେ ଆପଣଙ୍କୁ କେଉଁ ଫିଚର ଓ କଣ ସୁବିଧା ମିଳିବ ସେ ସମ୍ପର୍କରେ ଜାଣନ୍ତୁ ।

2025 Jeep Meridian Longitude
2025 Jeep Meridian Longitude (Photo- Jeep India)
ଏହା ବି ପଢନ୍ତୁ
  1. ଲଞ୍ଚ ହେଲା 2025 Jeep Meridian ଏସୟୁଭି; ଜାଣନ୍ତୁ ଦାମ ଓ ଫିଚର୍ସ
  2. ପାର୍ବଣ ଋତୁରେ Toyota ଲଞ୍ଚ କଲା Rumionର ଫେଷ୍ଟିଭ ଏଡିସନ; ଜାଣନ୍ତୁ କଣ ଖାସ
  3. 99.1% ଗ୍ରାହକଙ୍କ ଅଭିଯୋଗର ହେଲା ସମାଧାନ; ଦାବି କଲା OLA
Automatic Climate Control System
Automatic Climate Control System (Photo- Jeep India)

2025 Jeep Meridian Longitude

ଦାମ: 24.99 ଲକ୍ଷରୁ 28.49ଲକ୍ଷ ଟଙ୍କା

  • 5-ସିଟ୍ କନଫିଗରେସନ ସହିତ ଆସିଥୁବା ଏକମାତ୍ର ଭାରିଏଣ୍ଟ
  • 670 ଲିଟରର ବୁଟ ସ୍ପେଶ
  • ଇଣ୍ଟିଗ୍ରେଟେଡ୍ DRL ସହିତ ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ
  • ଅଟୋମେଟିକ ହେଡଲ୍ୟାମ୍ପ
  • ରିଅର ଫଗ୍‌ ଲ୍ୟାମ୍ପ
  • ଏଲଇଡି ଟେଲ‌୍‌ ଲ୍ୟାମ୍ପ
  • 18-ଇଞ୍ଚ ଡାଏମଣ୍ଡ ଆଲଏ
  • ବଡ଼ି ରଙ୍ଗର ଡୋର ହ୍ୟାଣ୍ଡେଲ
  • ଉଚ୍ଚତା ନିୟନ୍ତ୍ରିତ ଡ୍ରାଇଭର ସିଟ୍ (ମାନୁଆଲ୍)
  • 7.0-ଇଞ୍ଚ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର
  • 10.1-ଇଞ୍ଚ୍ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ
  • ୱେୟାରଲେସ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାର୍ ପ୍ଲେ
  • USB ଚାର୍ଜିଂ ପୋର୍ଟ
  • 6-ସ୍ପିକର ଅଡିଓ ସିଷ୍ଟମ
  • ଡୁଆଲ୍-ଜୋନ୍ ସ୍ବୟଂଚାଳିତ କ୍ଲାଇମେଟ କଣ୍ଟ୍ରୋଲ
  • ବର୍ଷା-ସେନ୍ସିଙ୍ଗ୍ ଆଗ ୱାଇପର୍
  • ଇଞ୍ଜିନ୍ ଷ୍ଟପ୍-ଷ୍ଟାର୍ଟ
  • ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍ (EPB)
  • ଇଲେକ୍ଟ୍ରୋନିକ୍ ସ୍ଥିରତା ନିୟନ୍ତ୍ରଣ (ESC)
  • ରିଭର୍ସ ପାର୍କିଂ କ୍ୟାମେରା
  • ଟାୟାର ପ୍ରେସର ମନିଟରିଂ ସିଷ୍ଟମ TPMS
  • 6ଟି ଏୟାରବ୍ୟାଗ
Wireless Charging on the go
Wireless Charging on the go (Photo- Jeep India)

2025 Jeep Meridian Longitude Plus

ଦାମ: 27.50ଲକ୍ଷରୁ 30.49ଟଙ୍କା

Longitude ଭାରିଏଣ୍ଟରେ ଥିବା ଫିଚର ବ୍ୟତୀତ ଏଥିରେ

  • LED ଫ୍ରଣ୍ଟ ଫଗ୍‌ ଲ୍ୟାମ୍ପ
  • ବ୍ଲାକ ORVMs
  • ଡୁଆଲ ପ୍ୟାନ ସନରୁଫ
  • ଲେଦର ଷ୍ଟିଅରିଂ ହ୍ବିଲ
  • ୱେୟାରଲେସ ଚାର୍ଜିଂ

2025 Jeep Meridian Limited (O)

ଦାମ: 30.49ଲକ୍ଷରୁ 34.49ଲକ୍ଷ

  • ମେମୋରି ଫଙ୍କସନ
  • ଭେଣ୍ଟିଲେଟଡ ଫ୍ରଣ୍ଟ ସିଟ
  • 10.2 ଇଞ୍ଚ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର
  • ଗିଅର ସିଫ୍ଟ ଇଣ୍ଡିକେଟର
  • 360 ଡିଗ୍ରୀ କ୍ୟାମେରା
  • ପାୱାର୍ଡ ଟେଲଗେଟ୍‌
Expansive Dual-Pane Panoramic Sunroof
Expansive Dual-Pane Panoramic Sunroof (Photo- Jeep India)

2025 Jeep Meridian Overland

ଦାମ: 36.49ଲକ୍ଷରୁ 38.49 ଲକ୍ଷ ଟଙ୍କା

ଲିମିଟେଡ (O) ଭାରିଏଣ୍ଟ ବ୍ୟତୀତ ଏଥିରେ ଅନ୍ୟ ଫିଚରଗୁଡ଼ିକ ହେଉଛି

  • 18 ଇଞ୍ଚ ଡୁଆଲ ଟୋନ ଡାଏମଣ୍ଡ କଟ୍‌ ଆଲଏ
  • 4X4 ସିଷ୍ଟମ
  • ଜିପ ଆକ୍ଟିଭ ଡ୍ରାଇଭ
  • ଚାରିପାଖକୁ ଦେଖିପାରୁଥିବା ମନିଟର
  • ସ୍ମାର୍ଟ ବିମ ଆସିଷ୍ଟ
  • ବ୍ଲାଇଣ୍ଡ ସ୍ପଟ ଡିଟେକ୍ସନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.