ETV Bharat / technology

Jio SIM Activation: ଏବେ ଘରେ ବସି ନିଜେ କରନ୍ତୁ ଜିଓ ସିମ୍‌ ଆକ୍ଟିଭ, ଆବଶ୍ୟକ ପଡ଼ିବନି କାହାର ହେଲ୍‌ପ - JIO iActivate Service

author img

By ETV Bharat Tech Team

Published : Sep 8, 2024, 12:21 PM IST

JIO iActivate Service: ଜିଓ ସିମ୍‌ ହେଉ କି କୌଣସି ବି ନୂଆ ସିମ୍‌ ଆଣିଲେ ଏହାର ଆକ୍ଟିଭେସନ ଲାଗି ଉକ୍ତ କମ୍ପାନୀ କର୍ମଚାରୀଙ୍କ ଆବଶ୍ୟକ ପଡୁଥିଲା । ବେଳେବେଳେ ସେମାନେ ସଠିକ ସମୟରେ ନ ଆସୁଥିବାରୁ ସିମ୍‌କୁ ଆକ୍ଟିଭେଟ କରିବା ଲାଗି ଅପେକ୍ଷା କରିବାକୁ ପଡୁଥିଲା । ତେବେ ଯଦି ଆପଣ ଜିଓ ୟୁଜର୍‌ ତେବେ ଏହି ସମସ୍ୟାରୁ ମିଳିବ ମୁକ୍ତି । ଘରେ ବସି ନିଜେ ସୁରକ୍ଷିତ ଭାବେ ସିମକୁ ଆକ୍ଟିଭ କରିପାରିବେ । କେମିତି ଜାଣନ୍ତୁ...

JIO iActivate Service
JIO iActivate Service (Photo- Reliance Jio)

ହାଇଦ୍ରାବାଦ: ରିଲାଏନ୍ସ ଜିଓ ନିଜ ୟୁଜରଙ୍କୁ ଉନ୍ନତରୁ ଉନ୍ନତମାନର ସେବା ପ୍ରଦାନ କରିବା ଲାଗି ଗୋଟିଏ ପରେ ଗୋଟିଏ ନୂଆ ବ୍ୟବସ୍ଥା କରୁଛି । କମ୍ପାନୀ ପକ୍ଷରୁ ଏବେ ଜିଓ ଆଇ-ଆକ୍ଟିଭେଟ ସର୍ଭିସ (JIO iActivate Service) ଆରମ୍ଭ ହୋଇଛି । ଏହି ସେବା ଯୋଗୁଁ ଏବେ ଆପଣଙ୍କୁ SIM ଆକ୍ଟିଭିସେନ ପାଇଁ ଜିଓ ଏକ୍ସିକ୍ୟୁଟିଭଙ୍କ ନିକଟକୁ ଯିବାକୁ ପଡ଼ିବ ନାହିଁ । ଏହି ଜିଓ ସିମ କାର୍ଡ ଆପଣ ଯେକୌଣସି ସ୍ଥାନରେ ଓ ଯେବେ ଚାହିଁବେ ସେହି ମୁହୂର୍ତ୍ତିରେ ଆକ୍ଟିଭ କରିପାରିବେ ।

iActivate Serviceକୁ କେମିତି ଉପଯୋଗ କରିବେ ?

  • ରିଲାଏନ୍ସ ଜିଓ ସିମ୍‌କାର୍ଡର ମାଗଣା ହୋମ ଡେଲିଭରି ଆରମ୍ଭ କରିସାରିଛି ।
  • ନୂତନ ଭାବରେ ପରିଚିତ iActivate ସହିତ ଆପଣ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଆପଣଙ୍କର ସିମ୍ ଆକ୍ଟିଭ କରିପାରିବେ ।
  • ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ବ୍ୟବହାରକାରୀମାନେ ସ୍ମାର୍ଟଫୋନ ସାହାଯ୍ୟରେ ସିମ୍‌ କାର୍ଡକୁ ଆକ୍ଟିଭ କରିପାରିବେ ।
  • ଏଥିପାଇଁ ଆପଣଙ୍କୁ 'My Jio App' ଇନଷ୍ଟଲ୍ କରିବାକୁ ପଡିବ ।
  • ଆପ୍ ଖୋଲିବା ପରେ iActivate ବ୍ୟାନର ଦେଖାଯିବ ।
  • ଏଥିରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କର ନାମ, ଫୋନ୍ ନମ୍ବର, ପିନ୍ କୋଡ୍ ଦିଅନ୍ତୁ ଏବଂ OTP ଜେନେରେଟ କରନ୍ତୁ ।
  • OTP ଦେବା ପରେ ଦୁଇଟି ଅପସନ ଦେଖାଯିବ, eSIM ଏବଂ ଫିଜିକାଲ୍ ସିମ୍
  • ଆପଣଙ୍କର ଇଚ୍ଛାନୁସାରେ ଅପସନ ବାଛନ୍ତୁ ଏବଂ 'Go for Jio iActivate' ଉପରେ କ୍ଲିକ୍ କରନ୍ତୁ ।
  • ଆଧାର OTP କିମ୍ବା DigiLocker ସାହାଯ୍ୟରେ KYC ପ୍ରକ୍ରିୟା ସମାପ୍ତ ହେବା ଉଚିତ । ଏହିପରି ଘରକୁ ଆସୁଥିବା ସିମ୍ ମୋବାଇଲ୍ ସାହାଯ୍ୟରେ ଏକ ଲାଇଭ୍ ଫଟୋ / ଭିଡିଓ ନେବାକୁ ପଡ଼ିବ । ଏହାପରେ ଡକ୍ୟୁମେଣ୍ଟଗୁଡ଼ିକୁ ଲାଇଭ୍ ଅପଲୋଡ୍ କରିବାକୁ ପଡିବ ।
  • ଏହି ଉପାୟରେ ଆପଣ ଏହି iActivate ସେବା ବ୍ୟବହାର କରି ସିମ୍ କାର୍ଡକୁ ଆକ୍ଟିଭ କରିପାରିବେ
  • କିମ୍ବା ଡେଲିଭରି ଏଜେଣ୍ଟମାନଙ୍କ ସାହାଯ୍ୟରେ ପ୍ରକ୍ରିୟା ସମାପ୍ତ କରିପାରିବେ ।

JIO Anniversary Offers: ସୂଚନା ଥାଉ କି ନିକଟରେ କମ୍ପାନୀ ପକ୍ଷରୁ ଏକ ଧମକାଦାର ଅଫରର ଘୋଷଣା କରାଯାଇଛି । ଜିଓକୁ 8ବର୍ଷ ପୂର୍ତ୍ତି ଅବସରରେ ୟୁଜର୍ସଙ୍କ ପାଇଁ ଏହି ଅଫର ଆଣିଛି । 3ଟି ରିଚାର୍ଜ ପ୍ଲାନରେ ଜିଓ ୟୁଜର ଏହି ଅଫରର ଭରପୂର ଲାଭ ଉଠାଇପାରିବେ । ତେବେ ଯେଉଁ ୟୁଜର ସେପ୍ଟେମ୍ବର 10 ତାରିଖ ପୂର୍ବରୁ ଏହି ରିଚାର୍ଜ କରୁଛନ୍ତି, କେବଳ ସେମାନେ ଅଫରର ଫାଇଦା ନେବେ । ଏହି ଅଫର ୟୁଜରଙ୍କ ଲାଗି ଉପଲବ୍ଧ ହୋଇଗଲାଣି । ଅଧିକ ତଥ୍ୟ ପାଇଁ ଏଠାରେ କ୍ଲିକ କରନ୍ତୁ..

ପଢନ୍ତୁ ଅନ୍ୟ କିଛି ଖବର

ଏୟାରଟେଲ୍‌ ଗ୍ରାହକଙ୍କ ପାଇଁ ଖୁସି ଖବର; ଆସିଲା ପୂଜା ଅଫର, ମିଳିବ ଅତିରିକ୍ତ ଡେଟା ସାଙ୍ଗକୁ OTT ସବସ୍କ୍ରିପସନ

Flipkart Big Billion Days sale: ସେପ୍ଟେମ୍ବର ଏହି ତାରିଖରୁ ଆରମ୍ଭ ଫ୍ଲିପକାର୍ଟ ସେଲ୍‌; ମିଳିବ 80% ଡିସକାଉଣ୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.