ETV Bharat / technology

Earn money from mobile; ମୋବାଇଲ୍ ଅଛି କି ? ଏହି ‘ଆପ୍’ ଖୋଲନ୍ତୁ, ହେବ ଟଙ୍କା ବର୍ଷା - mobile apps to earn money

author img

By ETV Bharat Odisha Team

Published : Sep 6, 2024, 7:21 PM IST

Earn money from mobile; ବର୍ତ୍ତମାନ ସମୟରେ ଡିଜିଟାଲ୍ ଦୁନିଆରେ ଯେପରି ‘ଆପ୍’ର ସୁଅ ଛୁଟୁଛି, ଆପଣ ଅନଲାଇନ୍ ପ୍ଲାଟଫର୍ମ, ଡିଜିଟାଲ୍ ମାର୍କେଟପ୍ଲେସରେ କାମ କରି ଘରେ ବସି କମାଇ ପାରିବେ ଲକ୍ଷ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

Earn money from mobile
Earn money from mobile (ETV Bharat Odisha)

ହାଇଦ୍ରାବାଦ: ବର୍ତ୍ତମାନ ଚାଲିଛି ଡିଜିଟାଲ ଦୁନିଆ । ଭର୍ଚୁଆଲି ହେଉଛି ପ୍ରାୟଃ ସମସ୍ତ କାମ । ତେବେ ଆଜିର ଏହି ଡିଜିଟାଲ ଦୁନିଆରେ ମୋବାଇଲ ଫୋନ ସବୁଠୁ ଗୁରୁତ୍ବପୂର୍ଣ୍ଣ ଜିନିଷ । ମୋବାଇଲରେ ଆଜିକାଲି ସବୁ କାମ ଘରେ ବସି ଚୁଟକିରେ ହେଉଛି । ଟିକେଟ ବୁକିଂଠୁ ବିଲ୍ ପ୍ରଦାନ, ଫଟୋ ଭିଡିଓ ସୁଟଠୁ ଆରମ୍ଭ କରି ପାଠପଢା, ମୋବାଇଲ ଥିଲେ ହାତରେ ଘରେ ବସି ପାଇବେ ସବୁ ସୁବିଧା ଏକାସାଥିରେ । ତେବେ ଆପଣଙ୍କ ଜାଣିଛନ୍ତି କି, ଏହି ଡିଜିଟାଲ ଦୁନିଆରେ ମୋବାଇଲରେ ମଧ୍ୟ ପଇସା ରୋଜଗାର କରିପାରିବେ । କାରଣ ମୋବାଇଲ ହେଉକି ଲ୍ୟାପଟପ୍, କି ଡେସ୍କଟପ୍ ସବୁ କିଛି ହେଉଛି ‘ଆପ୍’ ମାଧ୍ୟମରେ । ଆଇ ବର୍ତ୍ତମାନ ସମୟରେ ଯେପରି ‘ଆପ୍’ର ସୁଅ ଛୁଟୁଛି, ଆପଣ ଅନଲାଇନ୍ ପ୍ଲାଟଫର୍ମ, ଡିଜିଟାଲ୍ ମାର୍କେଟପ୍ଲେସରେ କାମ କରି ଘରେ ବସି କମାଇ ପାରିବେ ଲକ୍ଷ ଲକ୍ଷ ଟଙ୍କା । ତେବେ ଆଜି ଆମେ ଆପଣଙ୍କୁ କିହିବୁ କିପରି ଆପଣ ମୋବାଇଲ ଫୋନରେ ଏକାଧିକ ସୂତ୍ରରୁ ଟଙ୍କା ରୋଜଗାର କରିପାରିବେ ।

ମୋବାଇଲରେ ରୋଜଗାର କିଛି ମାଧ୍ୟମ-

ମୋବାଇଲ ଆପ୍-

ଆପଣ ଆପଲ୍ ଆପ୍ ଷ୍ଟୋର କିମ୍ବା ଗୁଗଲ ପ୍ଲେରେ ‘ଆପ’ ବିକଶିତ (ଡେଭଲପ୍) କରି ବିକ୍ରି କରିପାରିବେ । ବିଭିନ୍ନ ଆପ୍ ଷ୍ଟୋରରେ ‘ଆପ୍’ ବିକ୍ରି କଲେ ଆପଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଗେମିଂ ଆପ୍, ପ୍ରଡକ୍ଟ ଆପ୍, ସୋସିଆଲ ମିଡିଆ ଆପ୍ ଡେଭଲପ କରି ଲକ୍ଷ ଲକ୍ଷ ମୋବାଇଲ ୟୁଜର୍ସକୁ ଟାର୍ଗେଟ କରିବା ସହିତ ଟଙ୍କା ରୋଜଗାର କରିପାରିବେ ।

ଏହା ବି ପଢନ୍ତୁ- Hyundai Creta Launched: ବ୍ଲାକ୍‌ ବୋଲ୍ଡ ଲୁକ୍‌ ସହ ଲଞ୍ଚ ହେଲା Cretaର Knight Edition; ଦାମ 14.51 ଲକ୍ଷ - Hyundai Creta launched In India

ଫ୍ରିଲାନ୍ସ କାମ-

ଫ୍ରିଲାନ୍ସ କାମ ଯେପରି, ଲେଖିବା, ଗ୍ରାଫିକ୍ ଡିଜାଇନ୍ କିମ୍ବା ସୋସିଆଲ ମିଡିଆ ପରିଚାଳନା କରି ଆପଣଙ୍କ ଘରେ ବସି ରୋଜଗାର କରିପାରିବେ । ବିଭିନ୍ନ ଫ୍ରିଲାନ୍ସ ପ୍ଲାର୍ଟଫର୍ମ ଯେପରି- Upwork, Fiverr କିମ୍ବା Freelancer ପ୍ଲାଟଫର୍ମରେ ଆପଣ କାମ କରି ରୋଜଗାର କରିପାରିବେ ।

ଅନଲାଇନ୍ ସର୍ଭେ- ବିଭିନ୍ନ ଅନଲାଇନ୍ ସର୍ଭେରେ ସାମିଲ ହୋଇ ଆପଣ ମଧ୍ୟ ରୋଜଗାର କରିପାରିବେ । ଏଥିରେ ଆପଣଙ୍କୁ ‘ରିଓ୍ବାର୍ଡି୍ସ’ ଏବଂ କ୍ୟାସ୍ ପୁରସ୍କାର ମିଳିବ । ଏଥିପାଇଁ ଆପଣ Swagbucks, Survey Junkie, or Vindale Research ଭଳି ଆପ୍ ବ୍ୟବହାର କରିପାରିବେ ।

ଏହା ବି ପଢନ୍ତୁ- ଅତ୍ୟଧିକ ମୋବାଇଲ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ କ୍ୟାନ୍ସର - Does Mobile Phones Cause Cancer

ମାର୍କେଟିଂ-

ସୋସିଆଲ ମିଡିଆ ମାର୍କେଟିଂ ମାଧ୍ୟମରେ ବିଭିନ୍ନ ପ୍ରଡକ୍ଟର ପ୍ରଚାର ପ୍ରସାର କରି ଆପଣଙ୍କ ରୋଜଗାର କରିପାରିବେ । ଏହା ସହିତ ପ୍ରଡକ୍ଟ ପାଇଁ ‘ବ୍ଲଗ’ କରି କମିଶନ (ପ୍ରୋତ୍ସାହନ ରାଶି) ହାସଲ କରିପାରିବେ ।

ପ୍ରଡକ୍ଟ ସେଲିଂ-

ମୋବାଇଲ ଆପରେ ଅନେକ ଇ-କମର୍ସ ଆପ ରହିଛି । ଏହି ଆପରେ ଆପଣ ପ୍ରଡକ୍ଟ ସେଲିଂ କରି ରୋଜଗାର କରିପାରିବେ । Amazon, eBay, Etsy to sell physical or digital products ଏଭଳି ଆପର ବ୍ୟବହାର କରିପାରିବେ ।

ଏହା ବି ପଢନ୍ତୁ- Bajaj Pulsar NS160: ପେଟ୍ରୋଲ ଖର୍ଚ୍ଚରୁ ମିଳିବ ମୁକ୍ତି; ନୂଆ ବାଇକ୍‌ ଆଣୁଛି ବଜାଜ୍‌, 100% ଇଥାନଲରେ ଚାଲିବ - Ethanol powered Bajaj Pulsar NS160

ମୋବାଇଲ୍ ଆଡଭିଟାଇଜିଂ-

ମୋବାଇଲ ଓ୍ବେବସାଇଟ୍ କିମ୍ବା ଆପରେ ବିଭିନ୍ନ ବିଜ୍ଞାପନ ଦେଇ ଆପଣ ରୋଜଗାର କରିପାରିବେ । Google AdMob କିମ୍ପା mobile advertising networks ମାଧ୍ୟମରେ ରୋଜଗାର କରିପାରିବେ ।

ଜିଗ୍ ଇକୋନୋମୀ-

ଜିଗ୍ ଇକୋନୋମୀ ପ୍ଲାଟଫର୍ମ ଯେପରି- Uber, DoorDash,Postmates ଆପ ମାଧ୍ୟମରେ ଖାଦ୍ୟ ଡେଲିଭରି କିମ୍ବା ପରିବହନ ସେବା ପ୍ରଦାନ କରି ଆପଣ ରୋଜଗାର କରିପାରିବେ ।

ଏହା ବି ପଢନ୍ତୁ- Google Pixel 9 AI Camera: ଏଣିକି ଗ୍ରୁପଫଟୋରୁ ବାଦ ପଡିବେନି ଫଟୋଗ୍ରାଫର, କେମିତି ସମ୍ଭବ ? ଜାଣନ୍ତୁ - Google pixel 9 AI Camera Features

ଷ୍ଟକ୍ ଫଟୋ ସେଲିଂ-

ଷ୍ଟକ୍ ଇମେଜରେ ଆପଣ ଆପଣଙ୍କ ଫଟୋ ସେଲ କରିପାରିବେ । ଏଥିପାଇଁ ବିଭିନ୍ନ ଓ୍ବେବସାଇଟ୍ ରହିଛି ଯେପରି- Shutterstock, iStock, or Adobe Stock

ଟ୍ୟୁସନ କିମ୍ବା କନସଲଟେସନ୍-

ଆପଣ ମୋବାଇଲ ମାଧ୍ୟମରେ ଅନଲାଇନ୍ ଟ୍ୟୁସନ କିମ୍ବା କନସଲ୍ଟଟେସନ୍ ସେବା ଯୋଗାଇ ପାରିବେ । ଏଥିପାଇଁ ଆପଣ TutorMe or Clarity ଆପ୍ ବ୍ୟବହାର କରିପାରିବେ ।

କ୍ରିଏଟିଂ କିମ୍ବା ସେଲିଂ ଅନଲାଇନ୍ କୋର୍ସ-

ଆପଣ ଅନଲାଇନ୍ କୋର୍ସ ନିଜେ କ୍ରିଏଟ କିରପାରିବେ କିମ୍ବା ଆପଣଙ୍କ ସ୍ପେଶାଲ୍ କୋର୍ସକୁ Udemy, Teachable, or Skillshare ଭଳି ଆପରେ ବିକ୍ରି କରିପାରିବେ । ଏହା ଦ୍ବାରା ଆପଣ ବହୁତ ସାରା ଟଙ୍କା ରୋଜଗାର କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.