ETV Bharat / technology

ପାକିସ୍ତାନରେ ସବୁଠୁ ମହଙ୍ଗା iPhone 16 ସିରିଜ; ଜାଣନ୍ତୁ ଭାରତ ତୁଳନାରେ କେଉଁ ଦେଶରେ ଶସ୍ତା - CHEAPEST IPHONE 16 THAN INDIA

author img

By ETV Bharat Tech Team

Published : Sep 10, 2024, 1:23 PM IST

iPhone 16 Series Price in Other Countries: ଭାରତ ସମେତ ବିଶ୍ବ ବଜାରରେ ଲଞ୍ଚ ହୋଇସାରିଛି iPhone 16 ସିରିଜ । ଭାରତ ତୁଳନାରେ କିଛି ଦେଶରେ ଏହାର ଦାମ ଶସ୍ତା ଥିବା ବେଳେ କିଛି ଦେଶରେ ମହଙ୍ଗା ମଧ୍ୟ ରହିଛି । ତେବେ ଆଇଫୋନ 16ର ଦାମ ପଡ଼ୋଶୀ ଦେଶ ପାକିସ୍ତାନରେ ସର୍ବାଧିକ ରହିଛି । ଆଉ କେଉଁ ଦେଶରେ କେତେ ଦାମ ଆସନ୍ତୁ ଜାଣିବା...

iPhone 16 Series Price in Other Countries
iPhone 16 Series Price in Other Countries (ETV Bharat Tech Team)

ହାଇଦ୍ରାବାଦ: ଆଇଫୋନ ଲଭର୍ସଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି । ବିଶ୍ବ ବଜାରରେ ଲଞ୍ଚ ହୋଇଛି iPhone 16 ସିରିଜ । ଏହାର ଲାଇନଅପରେ iPhone 16, iPhone 16 Plus, iPhone 16 Pro ଓ iPhone 16 Pro Max ସାମିଲ । ତେବେ ଲଞ୍ଚ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ପଡ଼ୋଶୀ ଦେଶ ପାକିସ୍ତାନରେ ଆଇଫୋନ 16ର ଦାମ ସର୍ବାଧିକ ରହିଛି । ଭାରତଠାରୁ ପାକିସ୍ତାନରେ ଦାମ ପ୍ରାୟ 22 ହଜାର ଟଙ୍କା ଅଧିକ ରହିଛି ।

ଭାରତରେ iPhone 16 ସିରିଜର ଦାମ:-

ଦେଶରେ ଆଇଫୋନର ଏହି ନ୍ୟୁ ଭର୍ସନର ପ୍ରାରମ୍ଭିକ ମୂଲ୍ୟ iPhone 16ର 79,900 ରହିଛି । ସେହିପରି iPhone 16 Plusର ମୂଲ୍ୟ 89,900 ରହିଛି । iPhone 16 Pro ଓ Pro Max ମୂଲ୍ୟ ଯଥାକ୍ରମେ 1,29,900 ଟଙ୍କା ଓ 1,39,900 ଟଙ୍କା ରହିଛି ।

ଷ୍ଟୋରେଜiPhone 16iPhone 16 PlusiPhone 16 ProiPhone 16 Pro Max
128GB₹79,900₹89,900₹1,19,900---
256GB₹89,900₹99,900₹1,29,900₹1,44,900
512GB₹1,09,900₹1,19,900₹1,49,900₹1,64,900
1TB------₹1,69,900₹1,84,900

ଏହା ବି ପଢନ୍ତୁ- iPhone 16 ଲଞ୍ଚ ପୂର୍ବରୁ ଖସିଲା iPhone 14 ଓ 15 ଦାମ; କିଣିବାକୁ ଲାଗିଲାଣି ଲାଇନ୍‌

USAରେ iPhone 16 ସିରିଜର ଦାମ:-

ଆମେରିକାରେ iPhone 16ର ଦାମ 799 ଡଲାର (ପ୍ରାୟ Rs. 67,100), iPhone 16 Plusର ଦାମ 899 ଡଲାର (Rs. 75,500), iPhone 16 Proର ଦାମ 1099 ଡଲାର (Rs 92,300) ଓ iPhone 16 Pro Maxର ଦାମ 1199 ଡଲାର (Rs. 1,00,700) ରହିଛି ।

ଭାରତ ତୁଳନାରେ କେଉଁ ଦେଶରେ କେତେ ଦାମ ?
ଦେଶiPhone 16 (128GB)iPhone 16 Plus (128GB)iPhone 16 Pro (128GB)iPhone 16 Pro Max (256GB)
ଭାରତ₹79,900₹89,900₹1,19,900₹1,44,900
ପାକିସ୍ତାନ339,999 PKR (₹1,02,507)

399,999 PKR

(₹1,20,600)

4,79,999 PKR

(₹1,44,700)

569,999 PKR

(₹1,71,850)

ଆମେରିକା$799 (₹67,100)$899 (₹75,500)$1,099 (₹92,300)$1,199 (₹1,00,700)
ୟୁରୋପ€969 (₹90,400)€1,119 (₹104,400)€1,229 (₹114,690) €1,479 (₹138,000)
UK£799 (₹88,400)£899 (₹99,490)£999 (₹110,550)£1,199 (₹132,691)
ଅଷ୍ଟ୍ରେଲିଆ1,499 AUD (₹84,800) 1,649 AUD (₹93,300)1,849 AUD (₹104,600)2,199 AUD (₹124,400)
UAE(ଦୁବାଇ)AED 3,200 (₹73,150)AED 3,700 (₹84,600)AED 4,600 (₹1,05,180)AED 5,100 (₹1,16,600)
ଜାପାନ¥119,800 (₹70,200)¥138,600 (₹81,250)¥178,651 (₹1,04,700)¥198,200 (₹1,16,180)

ୟୁରୋପରେ iPhone 16 ସିରିଜର ଦାମ:-

ୟୁରୋପ ବଜାରରେ iPhone 16ର ଦାମ 969 ୟୁରୋ (ପ୍ରାୟ Rs. 90,400), iPhone 16 Plusର ଦାମ 1119 ୟୁରୋ (Rs. 104,400), iPhone 16 Proର ଦାମ 1229 ୟୁରୋ (Rs 114,690) ଓ iPhone 16 Pro Maxର ଦାମ 1479 ୟୁରୋ (Rs. 138,000) ରହିଛି ।

ଏହା ବି ପଢନ୍ତୁ- ଲଞ୍ଚ ହେଲା ଆପଲ୍‌ iPhone 16 ସିରିଜ; ଆମେରିକା ତୁଳନାରେ ଭାରତରେ କେତେ ଦାମ ? ଜାଣନ୍ତୁ

UKରେ iPhone 16 ସିରିଜର ଦାମ:-

ପ୍ରାରମ୍ଭିକ ମୂଲ୍ୟ କଥା କହିଲେ ୟୁନାଇଟେଡ କିଙ୍ଗଡମରେ iPhone 16ର ଦାମ 799 ପାଉଣ୍ଡ (ପ୍ରାୟ Rs. 88,400), iPhone 16 Plusର ଦାମ 899 ପାଉଣ୍ଡ (Rs. 99,490), iPhone 16 Proର ଦାମ 999 ପାଉଣ୍ଡ (Rs 110,550) ଓ iPhone 16 Pro Maxର ଦାମ 1199 ପାଉଣ୍ଡ (Rs. 132,691) ରହିଛି ।

ଅଷ୍ଟ୍ରେଲିଆରେ iPhone 16 ସିରିଜର ଦାମ:-

ନୂଆ ଆଇଫୋନର ଦାମ ଅଷ୍ଟ୍ରେଲିଆରେ iPhone 16 ପାଇଁ 1499 ଅଷ୍ଟ୍ରେଲିଆନ ଡଲାର (ପ୍ରାୟ Rs. 84,800), iPhone 16 Plus ପାଇଁ 1649 ଅଷ୍ଟ୍ରେଲିଆନ ଡଲାର (Rs. 93,300), iPhone 16 Proର ଦାମ 1849 ଅଷ୍ଟ୍ରେଲିଆନ ଡଲାର (Rs 104,600) ଓ iPhone 16 Pro Maxର ଦାମ 2199 ଅଷ୍ଟ୍ରେଲିଆନ ଡଲାର (Rs. 124,400) ରହିଛି ।

UAE (ଦୁବାଇ)ରେ iPhone 16 ସିରିଜର ଦାମ:-

ଦୁବାଇରେ ଭାରତ ଅପେକ୍ଷା ଦାମ ଶସ୍ତା ଥିବାରୁ ଅଧିକାଂଶ ଦୁବାଇରେ ଆଇଫୋନ କିଣିଥାନ୍ତି । ଆଇଫୋନର ନ୍ୟୁ ଭର୍ସନ କିଣିବା ଲାଗି ଲୋକେ ଲମ୍ବା ଲାଇନ ଲଗାଇଥିବା ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୁଏ । ତେବେ ଦୁବାଇରେ iPhone 16 ପାଇଁ 3200 ଦିରହମ (ପ୍ରାୟ Rs. 73,150), iPhone 16 Plus ପାଇଁ 3700 ଦିରହମ (Rs. 84,600), iPhone 16 Proର ଦାମ 4600 ଦିରହମ (Rs 1,05,180) ଓ iPhone 16 Pro Maxର ଦାମ 5100 ଦିରହମ (Rs. 1,16,600) ରହିଛି ।

ଜାପାନରେ iPhone 16 ସିରିଜର ଦାମ:-

ସେହିପରି ଜାପାନ ବଜାରରେ ଦେଖିଲେ iPhone 16ର ପ୍ରାରମ୍ଭିକ ମୂଲ୍ୟ 119,800 ୟେନ (ପ୍ରାୟ Rs. 70,200), iPhone 16 Plusର ମୂଲ୍ୟ 138,600 ୟେନ (Rs. 81,250), iPhone 16 Proର ଦାମ 178,651 (Rs 1,04,700) ଓ iPhone 16 Pro Maxର ଦାମ 198,200 ୟେନ (Rs. 1,16,180) ରହିଛି ।

ପାକିସ୍ତାନରେ iPhone 16 ସିରିଜର ଦାମ:-

ପଡ଼ୋଶୀ ଦେଶ ପାକିସ୍ତାନ ବଜାର କଥା କହିଲେ ଏଠାରେ iPhone 16ର ପ୍ରାରମ୍ଭିକ ମୂଲ୍ୟ 339,999 ପାକିସ୍ତାନୀ ମୂଦ୍ରା (ପ୍ରାୟ Rs. 1,02,507), iPhone 16 Plusର ମୂଲ୍ୟ 399,999 ପାକିସ୍ତାନୀ ମୂଦ୍ରା (Rs. 1,20,600), iPhone 16 Proର ଦାମ 4,79,999 ପାକିସ୍ତାନୀ ମୂଦ୍ରା (Rs 1,44,700) ଓ iPhone 16 Pro Maxର ଦାମ 569,999 (Rs. 1,71,850) ରହିଛି ।

ଭାରତ ତୁଳନାରେ କେଉଁଠି ଶସ୍ତା ମିଳିବ iPhone 16 ?

ଶେଷରେ ଆମେ ଭାରତୀୟ ମୁଦ୍ରା ତୁଳନାରେ iPhone 16 ସିରିଜର ଦାମ ଅନ୍ୟ ଦେଶ ହିତ ତୁଳନା କଲେ, ଆମେରିକାରେ ଆଇଫୋନ 16 ସବୁଠୁ ଶସ୍ତା ରହିଛି । କିନ୍ତୁ ଆମ ପଡ଼ୋଶୀ ଦେଶ ପାକିସ୍ତାନରେ iPhone 16 ସବୁଠୁ ମହଙ୍ଗା ରହିଛି । ସେହିପରି ଜାପାନ ଓ ଦୁବାଇରେ ଏହି ନ୍ୟୁ ଭର୍ସନ ଦାମ ଭାରତ ତୁଳନାରେ କମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.