ETV Bharat / technology

20ହଜାର ଭିତରେ ବେଷ୍ଟ ସ୍ମାର୍ଟଫୋନ ଖୋଜୁଛନ୍ତି କି ? ଏହି 5 ଅପସନ୍‌ ଉପରେ ନଜର ପକାନ୍ତୁ - Best Smartphone Under 20000

author img

By ETV Bharat Tech Team

Published : Aug 29, 2024, 1:55 PM IST

Best Smartphone Under 20000: ଯଦି ଆପଣ ବେଷ୍ଟ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ଆଉ ପକେଟରେ ରହିଛି 20ହଜାର..ତେବେ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ..ଏହି ପ୍ରାଇସରେ ଆପଣଙ୍କୁ ଉତ୍ତମ ଫିଚର ସହିତ ଫୋନ ମିଳିଯିବ । ଏହି 5 ବେଷ୍ଟ ସ୍ମାର୍ଟଫୋନ ଉପରେ ନଜର ପକାନ୍ତୁ..

Best Smartphone Under 20000
Best Smartphone Under 20000 (ETV Bharat Tech Team)

ହାଇଦ୍ରାବାଦ: ସ୍ମାର୍ଟଫୋନ ଆଜିକାଲି ସମସ୍ତଙ୍କ ଜରୁରୀ ଅଙ୍ଗ ପରି ପାଲଟିଯାଇଛି । କାରଣ ମୋବାଇଲ ଦ୍ବାରା ସବୁକାର୍ଯ୍ୟ ଘରେ ବସି ହୋଇପାରୁଛି । ତେବେ ସମସ୍ତ କାର୍ଯ୍ୟ ସଠିକ ଉପାୟରେ ହେବା ଲାଗି ଏକ ଉପଯୁକ୍ତ ସ୍ମାର୍ଟଫୋନର ମଧ୍ୟ ଆବଶ୍ୟକତା ରହିଛି । ଭାରତୀୟ ବଜାରରେ ସ୍ମାର୍ଟଫୋନର ଏତେ ଅପସନ ମଧ୍ୟରେ ଆପଣ କେଉଁଠି କିଣିବେ ? ଯଦି ଆପଣଙ୍କ ବଜେଟ 20ହଜାର ତେବେ ଏହା ମଧ୍ୟରେ ଆପଣଙ୍କ ଲାଗି ବେଷ୍ଟ ସ୍ମାର୍ଟଫୋନ କେଉଁଟି ? ଆଜି ଆମେ ଆପଣଙ୍କ ଏହି କନଫ୍ୟୁଜନ ଦୂର କରିବୁ ।

Realme Narzo 70 Pro
Realme Narzo 70 Pro (Realme India))

5. Realme Narzo 70 Pro: ରିଅଲ୍‌ମି ଲଞ୍ଚ କରିଥିବା ଏହି ଫୋନ ଆପଣଙ୍କ ଲାଗି ବେଷ୍ଟ ଅପସନ ହୋଇପାରେ । କମ୍ପାନୀ ଏହାର ବେସ ମଡେଲ୍‌ର ଦାମ 19,999 ଟଙ୍କା ରଖିଥିବା ବେଳେ ଟପ୍‌ ମଡେଲ୍‌ର ଦାମ 21,999 ଟଙ୍କା ରଖିଛି ।

  • ଡିସପ୍ଲେ- 6.67 ଇଞ୍ଚ FHD+, AMOLED, 120Hz ରିଫ୍ରେସ ରେଟ୍‌
  • କ୍ୟାମେରା- 50 MP + 8 MP + 2 MP (ରିଅର), 16 MP ଫ୍ରଣ୍ଟ କ୍ୟାମେରା
  • ପରପର୍ମାନ୍ସ- ମିଡିଆଟେକ୍‌ ଡାଇମେନ୍ସସିଟି 7050 ପ୍ରୋସେସର
  • ଷ୍ଟୋରେଜ- 8 ଜିବି ର୍ୟାମ, 128 ଜିବି ଓ 265 ଜିବି ଇଣ୍ଟରନାଲ ଷ୍ଟୋରେଜ
  • ବ୍ୟାଟେରୀ- 5,000 mAh ବ୍ୟାଟେରୀ, ସୁପର ବୁକ୍‌ ଚାର୍ଜିଂ, ୟୁଏସବି ଟାଇପ-ବି ପୋର୍ଟ
CMF Phone 1
CMF Phone 1 (CMF India)

4. CMF Phone 1: Nothing Phoneର ଏକ ସବ୍‌-ବ୍ରାଣ୍ଡ CMF ଭାରତୀୟ ବଜାରରେ CMF Phone 1ର ଆରମ୍ଭ କରିବାକୁ ଯାଉଛି । କମ୍ପାନୀ ଏହି ଫୋନକୁ ଇ-କର୍ମସ ୱେବସାଇଟ ଫ୍ଲିପକାର୍ଟରେ ବିକ୍ରି କରୁଛି । ଏହାକୁ 2ଟି ଭିନ୍ନ ପ୍ରାଇସରେ ବିକ୍ରି କରାଯାଉଛି । ଗୋଟିଏ 15,999ଟଙ୍କା ଓ ଅନ୍ୟଟି 17,999 ଟଙ୍କା ।

  • ଡିସପ୍ଲେ- 6.67 ଇଞ୍ଚ FHD+, Super AMOLED, 120Hz ରିଫ୍ରେସ ରେଟ୍‌
  • କ୍ୟାମେରା- 50 MP + 2 MP ଡୁଆଲ ସେଟଅପ (ରିଅର), ଏଲଇଡି ଫ୍ଲାସ, 16 MP ଫ୍ରଣ୍ଟ କ୍ୟାମେରା
  • ପରଫର୍ମାନ୍ସ- ମିଡିଆଟେକ୍‌ ଡାଇମେନ୍ସସିଟି 7300 ପ୍ରୋସେସର
  • ଷ୍ଟୋରେଜ- 6 ଓ 8 ଜିବି ର୍ୟାମ, 128 ଜିବି ଇଣ୍ଟରନାଲ ଷ୍ଟୋରେଜ
  • ବ୍ୟାଟେରୀ- 5,000 mAh, ଫାଷ୍ଟ ଚାର୍ଜିଂ, USB ଟାଇପ-ସି ପୋର୍ଟ
POCO X6 5G
POCO X6 5G (POCO India)

3. Poco X6 5G: ପୋକୋ ଦୀର୍ଘ ଦିନ ଧରି ଭାରତୀୟ ବଜାରରେ ନିଜ ସ୍ଥିତି ଜାହିର କରିଥିବା ବେଳେ ଏହାର ଅନେକ ମଡେଲ ବଜାରରେ ବିକ୍ରି ହେଉଛି । ଏଥି ମଧ୍ୟରୁ ଗୋଟିଏ Poco X6 5G ଯାହାକି 20,000ରୁ କମ୍ ମୂଲ୍ୟରେ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ । କମ୍ପାନୀ ଏହାର ତିନୋଟି ପ୍ରକାରେ ବିକ୍ରି କରୁଛି ଯାହାର ମୂଲ୍ୟ ଯଥାକ୍ରମେ 18,499, 20,999 ଏବଂ 21,999 ଟଙ୍କା ରହିଛି ।

  • କ୍ୟାମେରା- 64 MP + 8 MP + 2 MP (ରିଅର), 16 MP ଫ୍ରଣ୍ଟ କ୍ୟାମେରା
  • ପରଫର୍ମାନ୍ସ- ସ୍ନାପଡ୍ରାଗନ 7s ଜେନ-2 ପ୍ରୋସେସର
  • ଷ୍ଟୋରେଜ- 8 ଓ 12ଜିବି ର୍ୟାମ୍‌, 256 ଓ 512 ଜିବି ଇଣ୍ଟରନାଲ ଷ୍ଟୋରେଜ
  • ବ୍ୟାଟେରୀ- 5,100 mAh ବ୍ୟାଟେରୀ, ଟର୍ବୋ ଚାର୍ଜିଂ, ୟୁଏସବି ଟାଇପ-ସି ପୋର୍ଟ
OnePlus Nord CE 3 5G
OnePlus Nord CE 3 5G (OnePlus India)

2. OnePlus Nord CE 3 5G: କମ୍ପାନୀ ପୂର୍ବରୁ ଏହାର ନର୍ଡ ସି ସିରିଜରେ ଫୋନର ବଜାର ପ୍ରବେଶ କରିଛି । ସେଥିମଧ୍ୟରୁ ଗୋଟିଏ ହେଉଛି Nord CE 3 5G, ଯାହା ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ । ଏହାର ମୂଲ୍ୟ ଯଥାକ୍ରମେ 19,400 ଟଙ୍କା ଏବଂ 26,899 ଟଙ୍କା ରହିଛି ।

  • ଡିସପ୍ଲେ- 6.7 ଇଞ୍ଚ FHD+, Fluid AMOLED, 120Hz ରିଫ୍ରେସ ରେଟ୍‌
  • କ୍ୟାମେରା- 50 MP + 8 MP + 2 MP (ରିଅର) 16 MP ଫ୍ରଣ୍ଟ କ୍ୟାମେରା
  • ପରଫର୍ମାନ୍ସ- ସ୍ନାପଡ୍ରାଗନ 782G ପ୍ରୋସେସର
  • ଷ୍ଟୋରେଜ- 8 ଜିବି ଓ 12 ଜିବି ର୍ୟାମ, 128 ଜିବି ଓ 256ଜିବି ଇଣ୍ଟରନାଲ ଷ୍ଟୋରେଜ
  • ବ୍ୟାଟେରୀ- 5,000 mAh ବ୍ୟାଟେରୀ, ସୁପର ବୁକ ଚାର୍ଜିଂ, ୟୁଏସବି ଟାଇପ-ସି ପୋର୍ଟ
Samsung Galaxy M35 5G
Samsung Galaxy M35 5G (Samsung India)

1. Samsung Galaxy M35 5G: ଦକ୍ଷିଣ କୋରିଆ କମ୍ପାନୀ Samsungର 'M' ସିରିଜ ଉତ୍ତମ ସିରିଜ, ଯେଉଁଥିରେ ଆପଣ ଅନେକ ସ୍ମାର୍ଟଫୋନର ଫିଚର୍ସ ପାଇବେ । ଏଥିମଧ୍ୟରୁ ଗୋଟିଏ ହେଉଛି ଗାଲାକ୍ସି M35 5G, ଯାହା ତିନୋଟି ପ୍ରକାରରେ ବିକ୍ରି ହେଉଛି ଯାହାର ମୂଲ୍ୟ ଯଥାକ୍ରମେ 19,999, 21,499 ଏବଂ 24,499 ଟଙ୍କା ରହିଛି ।

  • ଡିସପ୍ଲେ- 6.6 ଇଞ୍ଚ, sAMOLED GG Victus+, 120 Hz ରିଫ୍ରେସ ରେଟ୍‌
  • କ୍ୟାମେରା- 50 MP + 8 MP + 2 MP (ରିଅର), 13 MP ଫ୍ରଣ୍ଟ କ୍ୟାମେରା
  • ପରଫର୍ମାନ୍ସ- Exynos ଅକ୍ଟୋ-କୋର ପ୍ରୋସେସର
  • ଷ୍ଟୋରେଜ- 6 ଜିବି ଓ 8ଜିବି ର୍ୟାମ, 128 ଜିବି ଓ 256 ଜିବି ଇଣ୍ଟରନାଲ ଷ୍ଟୋରେଜ
  • ବ୍ୟାଟେରୀ- 6,000 mAh ବ୍ୟାଟେରୀ, ଫାଷ୍ଟ ଚାର୍ଜିଂ, ୟୁଏସବି ଟାଇପ-ସି ପୋର୍ଟ

ଏଠାରେ ଦିଆଯାଇଥିବା ସ୍ମାର୍ଟଫୋନ୍ ସମ୍ବନ୍ଧରେ ସୂଚନା ପାଇବା ପରେ, ଆପଣ ଅନୁମାନ କରିବାକୁ ସମର୍ଥ ହେବେ ଯେ 20,000 ଟଙ୍କା ମଧ୍ୟରେ ଆପଣଙ୍କ ଆବଶ୍ୟକତା ଅନୁଯାୟୀ କେଉଁ ମୋବାଇଲ୍ ଆପଣଙ୍କ ପାଇଁ ସର୍ବୋତ୍ତମ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.