ETV Bharat / technology

25ହଜାର ଭିତରେ କିଣନ୍ତୁ ବେଷ୍ଟ ଗେମିଂ ସ୍ମାର୍ଟଫୋନ; ଗରମ ଚିନ୍ତାକୁ କରନ୍ତୁ ବାଏ ବାଏ - Best Gaming Smartphone In September

author img

By ETV Bharat Tech Team

Published : Sep 3, 2024, 1:30 PM IST

BEST GAMING SMARTPHONE: ଆଜିକାଲିର କିଛି ଯୁବପିଢି ସ୍ମାର୍ଟଫୋନରେ ଗେମ୍‌ ଖେଳିବାକୁ ବେଶ ପସନ୍ଦ କରନ୍ତି । ହାଇ ରିଜୋଲ୍ୟୁସନ ସହିତ ହାଇ ଗ୍ରାଫିକ୍ସ ଗେମ ଖେଳିବାକୁ ଯୁବପିଢି ପସନ୍ଦ କରୁଛନ୍ତି । ତେବେ ଆପଣ ଯଦି ମଧ୍ୟ ଜଣେ ଗେମ୍‌ ଲଭର ତେବେ କେଉଁ ଫୋନ କିଣିବେ ? ଏହି 5ଟି ଅପସନ ଉପରେ ନଜର ପକାନ୍ତୁ...

BEST GAMING SMARTPHONE
BEST GAMING SMARTPHONE (ଫଟୋ- Infinix, One Plus, POCO, Vivo)

ହାଇଦ୍ରାବାଦ: ବଜାରରେ ଅନେକ ପ୍ରକାରର ଗେମିଂ ସ୍ମାର୍ଟଫୋନ ବିକ୍ରି ହେଉଛି । ହେଲେ ଆପଣ ପାଇଁ କେଉଁଟା ବେଷ୍ଟ ଅପସନ ? ନିଜ ଆବଶ୍ୟକତା ଅନୁସାରେ ଏକ ସଠିକ ଗେମିଂ ସ୍ମାର୍ଟଫୋନ କିଣିବା ଗ୍ରାହକଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଯାଏ । ଯଦି ଆପଣ ବଜେଟ ଭିତରେ ଏକ ଭଲ ଗେମିଂ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ଠିକ ସ୍ଥାନରେ ପହଞ୍ଚିଛନ୍ତି । ଆମେ ଆପଣଙ୍କୁ 25ହଜାର ଟଙ୍କା ଭିତରେ ବେଷ୍ଟ ଗେମିଂ ସ୍ମାର୍ଟଫୋନ ବିଷୟରେ ଆଜି କହିବୁ ।

1. Infinix GT 20 Pro

Infinix GT 20 Pro
Infinix GT 20 Pro (Infinix India)
  • RAM ଷ୍ଟୋରେଜ: 8GB RAM/256GB ଇଣ୍ଟରନାଲ ଷ୍ଟୋରେଜ
  • ଡିସପ୍ଲେ: 6.78 ଇଞ୍ଚର ଫୁଲ୍‌ HD+ LTPS AMOLED ଡିସପ୍ଲେ
  • ଡିସପ୍ଲେ ଫିଚର: 1300 ନିଟସରୁ ଅଧିକ ବ୍ରାଇଟନେସ ଓ 144Hz ରିଫ୍ରେସ ରେଟ୍‌
  • ପ୍ରୋସେସର: ମିଡିଆଟିକ୍‌ ଡାଇମେନସିଟି 8200 ଅଲ୍ଟିମେଟ ଚିପସେଟ୍‌
  • ଗ୍ରାଫିକ୍ସ: G610-MC6 ଚିପସେଟ୍‌
  • ଗେମିଂ ଫିଚର୍ସ: ଡେଡିକେଟେଡ ଗେମିଂ ଡିସପ୍ଲେ ଚିପ, Pixelworks X5 Turbo
  • ବ୍ୟାଟେରୀ: 5,000mAh ବ୍ୟାଟେରୀ, 45W ଆଡପ୍ଟର ସହିତ ଫାଷ୍ଟ ଚାର୍ଜିଂ
  • ଆଣ୍ଡ୍ରଏଡ ଓଏସ: Android 14 OS, Infinixର XOS 14

2. Vivo T3 Pro

Vivo T3 Pro
Vivo T3 Pro (Vivo India)
  • ଡିସପ୍ଲେ: 6.77 ଇଞ୍ଚର Full HD+ 3D କଭର୍ଡ AMOLED ଡିସପ୍ଲେ
  • ଡିସପ୍ଲେ ଫିଚର: 4,500 ନିଟ୍ସ ବ୍ରାଇଟନେସ ଓ 120Hz ରିଫ୍ରେସ ରେଟ୍‌
  • ପ୍ରୋସେସର: କ୍ବାଲକମ୍‌ ସ୍ନାପଡ୍ରାଗନ 7 ଜେନ 3 SoC
  • ଗ୍ରାଫିକ୍ସ ପ୍ରୋସେସର: ଏଡ୍ରେନୋ 720 GPU
  • ଷ୍ଟୋରେଜ: 8GB LPDDR4x ର୍ୟାମ ଓ 256GB ଇଣ୍ଟରନାଲ ଷ୍ଟୋରେଜ
  • ବ୍ୟାଟେରୀ/ଚାର୍ଜିଂ: 5,500mAh ବ୍ୟାଟେରୀ ଓ 80W ଫାଷ୍ଟ ଚାର୍ଜିଂ ସପୋର୍ଟ
  • ଓଏସ: Android 14 ଓ Vivoର FunTouch OS 14

3. OnePlus Nord CE 4

OnePlus Nord CE 4
OnePlus Nord CE 4 (OnePlus India)
  • ଡିସପ୍ଲେ: 6.7 ଇଞ୍ଚର Full HD+ AMOLED ଡିସପ୍ଲେ
  • ଡିସପ୍ଲେ ଫିଚର: ରିଜୋଲ୍ୟୁସନ 2412 x 1080 ପିକ୍ସେଲ, ରିଫ୍ରେସ ରେଟ 120Hz, 210Hz ଟଚ୍‌ ସ୍ୟାମ୍ପଲିଂ ରେଟ ଓ 2160Hz PWM ଡିମିଙ୍ଗ, HDR 10+ କଲର ସାର୍ଟିଫିକେସନ ଓ 10-ବିଟ୍‌ କଲର ଡେପ୍‌ଥ
  • ପ୍ରୋସେସର: କ୍ବାଲକମ ସ୍ନାପଡ୍ରାଗନ 7 ଜେନ 3 SoC
  • ଗ୍ରାଫିକ୍ସ ପ୍ରୋସେସର: ଏଡ୍ରେନୋ 720 GPU

4. Poco X6 Pro

Poco X6 Pro
Poco X6 Pro (Poco India)
  • ଡିସପ୍ଲେ: 6.67-ଇଞ୍ଚ AMOLED ଡିସପ୍ଲେ
  • ଡିସପ୍ଲେ ଫିଚର: 120Hz ରିଫ୍ରେସ ରେଟ ଓ 1800 ନିଟ୍ସର ବ୍ରାଇଟନେସ୍‌
  • ପ୍ରୋସେସର: ମିଡିଆଟେକ୍‌ ଡାଇମେସିଟି 8300 ଅଲଟ୍ରା SoC
  • ଗ୍ରାଫିକ୍ସ ପ୍ରୋସେସର: G615 GPU
  • ବ୍ୟାଟେରୀ ଓ ଚାର୍ଜିଂ: 5,000 mAh ବ୍ୟାଟେରୀ, 67W ଫାଷ୍ଟ ଚାର୍ଜିଂ ସପୋର୍ଟ
  • ଓଏସ: Xiaomiର HyperOS ଓ ଲାଟେଷ୍ଟ Android 14 OS

5. Nothing Phone 2a

Nothing Phone 2a
Nothing Phone 2a (Nothing)
  • ଡିସପ୍ଲେ: 6.7 ଇଞ୍ଚର AMOLED ଡିସପ୍ଲେ
  • ଡିସପ୍ଲେ ଫିଚର୍ସ: ରିଜୋଲ୍ୟୁସନ 1080x2412 ପିକ୍ସେଲ, 240Hz ଟଚ ସ୍ୟାମ୍ପଲିଂ ରେଟ , 10-ବିଟ କଲର ଡେପ୍‌ଥ, 1300 ନିଟସ ପିକ୍‌ ବ୍ରାଇଟନେସ
  • ଷ୍ଟୋରେଜ: 8GB/12GB RAM ଓ 128GB/256GB ଇଣ୍ଟରନାଲ ଷ୍ଟୋରେଜ
  • ପ୍ରୋସେସର: ମିଡିଆଟେକ୍‌ ଡାଇମେନସିଟି 7200 ପ୍ରୋ ଚିପସେଟ୍‌
  • ଓଏସ: Android 14 ଓ Nothing OS 2.6

ପଢନ୍ତୁ ଅନ୍ୟ କିଛି ଖବର

3 ଇଞ୍ଜିନ ବିକଳ୍ପ ସହିତ ଲଞ୍ଚ ହେଲା Tata Curvv, ଜାଣନ୍ତୁ କେତେ ଦାମ ଓ କଣ ଖାସ - Tata Curvv ICE Version Launched

ଲଞ୍ଚ ହେବାକୁ ଯାଉଛି Realmeର ନୂଆ ସ୍ମାର୍ଟଫୋନ; ଆକର୍ଷଣୀୟ ଡିଜାଇନ ସାଙ୍ଗକୁ ମିଳିବ ଦମଦାର ଫିଚର୍ସ - Realme NARZO 70 Turbo 5G

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.