ETV Bharat / state

ଖୋର୍ଦ୍ଧାରେ ୭ ଆମ ହସ୍ପିଟାଲ ସହ ନୂତନ SDHର କଲେ ଭିତ୍ତିପ୍ରସ୍ତର ସ୍ଥାପନ

author img

By ETV Bharat Odisha Team

Published : Feb 26, 2024, 7:52 PM IST

Updated : Feb 26, 2024, 8:28 PM IST

AMA hospitals of Khordha District: ରାଜ୍ୟରେ ୧୫ ଜିଲ୍ଲାର ୬୭ ଆମ ହସ୍ପିଟାଲ ମଧ୍ୟରେ ଖୋର୍ଦ୍ଧାରେ ୭ ଆମ ହସ୍ପିଟାଲ ସହ ନୂତନ SDHର କଲେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଅଧିକ ପଢନ୍ତୁ

AMA hospitals of Khordha District
AMA hospitals of Khordha District

ଖୋର୍ଦ୍ଧାରେ ୭ ଆମ ହସ୍ପିଟାଲ ସହ ନୂତନ SDHର କଲେ ଭିତ୍ତିପ୍ରସ୍ତର ସ୍ଥାପନ

ଖୋର୍ଦ୍ଧା: ଜିଲ୍ଲାରେ ଆଜି (ସୋମବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଆମ ହସ୍ପିଟାଲର ଲୋକାର୍ପଣ କରିଥିବା ବେଳେ ନୂତନ ସବ ଡିଭିଜନାଲ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । 5T ଅଧିନରେ ସରକାରୀ ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରାଯାଉଛି । ଅନୁକୂଳ ପରିସ୍ଥିତିରେ ରୋଗୀମାନଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ସରକାର । ଆଉ ହସ୍ପିଟାଲରେ ଦେଖିବାକୁ ମିଳିବ ନାହିଁ ଲମ୍ବା ଲାଇନ । ଚିକିତ୍ସା କ୍ଷେତ୍ରରେ ପରିବତ୍ତନ ପାଇଁ 5T ମାଧ୍ୟମରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ ଆମ ହସ୍ପିଟାଲରେ ରୂପାନ୍ତରିକରଣ କରାଯାଉଛି ।

ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଉପଖଣ୍ଡ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଜି ପରମାନନ୍ଦ ମହାବିଦ୍ୟାଳୟ କଲେଜ ପଡିଆରେ ଏହି ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ ଲୋକାର୍ପଣ ସହ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅବସରରେ କିଭଳି ଜନସାଧାରଣଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ, ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଆଉ ଦୂରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ନିଜ ଘର ପାଖ ହସ୍ପିଟାଲରେ ସୁବିଧାରେ ମିଳିବ ଉନ୍ନତ ଚିକିତ୍ସା ସେବା । ଜନସାଧାରଣଙ୍କୁ ଉନ୍ନତ ସେବା ପାଇଁ ଡାକ୍ତର, ପାରାମେଡିକାଲ ଷ୍ଟାପ ନିଯୁକ୍ତି ମିଳୁଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ବି ପଢନ୍ତୁ- ରୋଗୀଙ୍କୁ ମିଳିବ ଉତ୍ତମ ସ୍ବାସ୍ଥ୍ୟସେବା, ୧୫ ଜିଲ୍ଲାରେ ଲୋକାର୍ପିତ ହେଲା ୬୭ ଆମ ହସ୍ପିଟାଲ

ସେହିପରି ମୋପାଇଁ ସବୁ ଜୀବନ ମୂଲ୍ୟବାନ । ଏହାକୁ ନେଇ ସୁଖୀ ଓଡ଼ିଶା ସୁସ୍ଥ ଓଡ଼ିଶା ଗଠନ ହୋଇପାରିବ ବୋଲି ଉପସ୍ଥିତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି । ବୋଲଗଡଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ କିଭଳି ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ବୈପ୍ଳବିକ ପରିବତ୍ତନ କରିଛନ୍ତି ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ ହସ୍ପିଟାଲରେ ରୂପାନ୍ତିକରଣ କରି ଉନ୍ନତମାନର ଚିକିତ୍ସା ସେବାଠାରୁ ଆରମ୍ଭ କରି ସୁସ୍ଥ ସ୍ବଚ୍ଛ ପରିବେଶ ଭିତିଭୂମିରେ ରୋଗୀଙ୍କ ସେବା କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ ।

ସେହିପରି ସ୍ବାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼କରଣ ସହ ଉନ୍ନତ ଧରଣର ଚିକିତ୍ସା ସେବା ରୋଗୀଙ୍କୁ ଯୋଗାଇ ଦେବାକୁ ଆମ ହସ୍ପିଟାଲ ପରିକଳ୍ପନା ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରାଜେନ୍ଦ୍ର ସାହୁ କୋଠାବାଡି ନିର୍ମାଣ ଶ୍ରମିକ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ମିଶନଶକ୍ତି ମାଆମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

  • " class="align-text-top noRightClick twitterSection" data="">

Last Updated : Feb 26, 2024, 8:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.