ETV Bharat / state

ବାତ୍ୟା ‘ଦାନା’ ପାଇଁ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା, 23ରୁ 25 ତାରିଖ ସ୍କୁଲ ବନ୍ଦ

ଆସନ୍ତା 23ରୁ 25 ସ୍କୁଲ ଛୁଟି । ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ 14 ଜିଲ୍ଲାରେ ସ୍କୁଲ ଛୁଟି ।

Schools in 14 districts to be closed
Schools in 14 districts to be closed (ETV Bharat Odisha)
author img

By ETV Bharat Odisha Team

Published : 6 hours ago

Updated : 6 hours ago

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ସ୍କୁଲ ଛୁଟି ଘୋଷଣା କଲେ ସରକାର । ଆସନ୍ତା 23ରୁ 25 ସ୍କୁଲ ଛୁଟି । ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ 14 ଜିଲ୍ଲାରେ ସ୍କୁଲ ଛୁଟି । ଛୁଟି ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାର ସ୍କୁଲ ଛୁଟି ।

ବାତ୍ୟା 'ଦାନା' ପାଇଁ ସ୍କୁଲ ଛୁଟି ଘୋଷଣା । ୧୪ ଜିଲ୍ଲାରେ ୩ ଦିନ ପାଇଁ ସ୍କୁଲ ବନ୍ଦ । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ ଓ କଟକ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା । ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ SRC ।

ଏହା ବି ପଢନ୍ତୁ- ଓଡିଶା ପାଇଁ 24 ଓ 25 ଗୁରୁତ୍ୱପୂର୍ଣ୍ଣ; ଫୋକସରେ ‘ଜିରୋ କାଜୁଆଲିଟି’, ଭକ୍ତଙ୍କୁ ପୁରୀ ମନା

ଏହା ବି ପଢନ୍ତୁ-ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

23ତାରିଖରୁ 25 ତାରିଖ ସ୍କୁଲ ଛୁଟି-

  • ସମ୍ଭାବ୍ୟ ବାତ୍ୟା ପାଇଁ ସ୍କୁଲ ଛୁଟି
  • 23ରୁ 25 ପର୍ଯ୍ୟନ୍ତ 3 ଦିନ ସ୍କୁଲ ବନ୍ଦ
  • ରାଜ୍ୟର 14ଟି ଜିଲ୍ଲାର ସ୍କୁଲ ବନ୍ଦ
  • ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା
  • ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର
  • ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା
  • ନୟାଗଡ଼ ଓ କଟକ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ
Schools in 14 districts to be closed
Schools in 14 districts to be closed (ETV Bharat Odisha)

ଆସୁଛି ବାତ୍ୟା ‘ଦାନା’-

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସଦୃଶ ଲଘୁଚାପରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଯାହା ଆହୁରି ଘନିଭୂତ ହୋଇ ଆସନ୍ତାକାଲି (ମଙ୍ଗଳବାର) ସକାଳ ସୁଦ୍ଧା ଅବପାତରେ ପରିଣତ ହେବା ସହ ୨୩ ତାରିଖ ବେଳକୁ ବାତ୍ୟାର ରୂପ ନେବ । ଏହା ପ୍ରଭାବେ ୨୩ ତାରିଖ ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ୨୩ରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ବର ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଓଡିଶାରେ ଲ୍ୟାଣ୍ଡଫଲ କରିବ ‘ଦାନା’-

ଅତି ଭୀଷଣ ବାତ୍ୟା ରୂପ ନେଇ ଓଡ଼ିଶାକୁ ହିଟ୍‌ କରିବ ସମ୍ଭାବ୍ୟ ବାତ୍ୟା । ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍‌ କରିପାରେ ବା ସ୍ଥଳଭାଗ ଛୁଇଁପାରେ ବୋଲି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଲ୍ୟାଣ୍ଡଫଲ୍‌ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଅତିବେଶୀରେ ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି ରହିବାର ସମ୍ଭାବନା ।

Last Updated : 6 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.