ETV Bharat / state

ଭଲ କାମ ପାଇଁ ପଦକ ସମ୍ମାନ, ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Independence Day Honor

author img

By ETV Bharat Odisha Team

Published : Aug 15, 2024, 10:57 PM IST

Independence Day Honor: ସ୍ବାଧୀନତା ଦିବସରେ ଭଲ କାମ କରିଥିବା ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୋଲିସ ମେଡାଲ ସହ ହୋମଗାର୍ଡଙ୍କୁ ପଦକ ପ୍ରଦାନ କରାଯାଇଛି । କିଏ କିଏ ହୋଇଛନ୍ତି ପୁରସ୍କୃତ ଜାଣନ୍ତୁ ।

Independence Day Honor
Independence Day Honor (ETV Bharat Odisha)

ଭୁବନେଶ୍ବର: ଭଲ କାମ କରିଥିବା ପୋଲିସ କର୍ମଚାରୀଙ୍କୁ କରାଗଲା ସମ୍ମାନିତ । ପୋଲିସ ମେଡାଲ ସହ ହୋମଗାର୍ଡଙ୍କୁ ପଦକ ପ୍ରଦାନ କରାଯାଇଛି । ଅଗ୍ନିଶମ ଓ ସିଭିଲ ଡିଫେନ୍ସ, କଏଦୀ କାରାଗାରରେ ଭଲ କାମ କରିଥିବା କର୍ମଚାରୀଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୪ବର୍ଷର ଓ ପୁରୁଣା କୋଭିଡ ପାଇଁ ପାଇନଥିବା ୨୦୨୧ ବର୍ଷର ମନୋନୀତ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

ପୋଲିସ ବିଭାଗ:

ବିଶିଷ୍ଟ ତଥା ଉତ୍କୃଷ୍ଟ ସେବା- ୨୦୨୪ର ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ତଥା ଆଇପିଏସ ସନ୍ତୋଷ ବାଲା । କନଷ୍ଟେବଳ ସଂଯୁକ୍ତା ପଟ୍ଟନାୟକଙ୍କୁ ମଧ୍ୟ ପୋଲିସ ପଦକ ପ୍ରଦାନ‌ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ପୋଲିସ ବିଭାଗର‌ ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ମଧ୍ୟ ପୋଲିସ ପଦକ ପ୍ରଦାନ କରାଯାଇଛି । ଉତ୍ତରାଞ୍ଚଳ ଆଇଜି ତଥା ଆପିଏସ ସତ୍ୟବ୍ରତ ଭୋଇଙ୍କ ସହ DSP ଶାରଦା ପ୍ରସନ୍ନ ସାହୁ ,ପ୍ରଦୀପ କୁମାର ସାମଲ ,ପ୍ରଶାନ୍ତ କୁମାର ସାହୁ, ଇନସ୍ପେକଟର ରଶ୍ମି ରଞ୍ଜନ‌ ମହାପାତ୍ର, ଡେପୁଟି କମାଣ୍ଡାଟ ରଜତ କେରକଟା, ହାବିଲଦାର ଦିଲ୍ଲିପ କୁମାର‌ ନାୟକ, ASI ବିଜୟ କୁମାର‌ ପ୍ରଧାନ, ସିପାହୀ ବନମାଳି ରାୟ, ନାମ ବାହାଦୁର ଛେତ୍ରୀ, କନଷ୍ଟେବଳ ଆରତି ସାହୁଙ୍କୁ ସମ୍ମାନିତ କରାଯାଇଛି ।

ସେହିପରି ସାହସିକତା ପାଇ SI ଅରୁଣ କୁମାର‌ ଭୋଏ,ରମାକାନ୍ତ ସାହୁ, ସହ ହାବିଲଦାର ମୋତିରାମ ସାହୁ, କନଷ୍ଟେବଳ ପ୍ରକାଶ ମାଝୀ ,ନିରଞ୍ଜନ ସାହୁ, ଯଦୁମଣୀ ଭୁଏ, ଉମେଶ ସେଠ, ବୁବୁନ କୁମ୍ଭାର, ସଞ୍ଜୟ କୁମାର ଗୁରୁ, ବିଶ୍ବଜିତ ଦାସ, ଲକ୍ଷ୍ମଣ ନାୟକ, ସତ୍ୟ ଓଡି , କନ ବେଟି, ସିଟି ସତ୍ୟବାଦି ଭୁଇ, ସୁରଜ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଛି ।

ସେହିପରି ୨୦୨୧ ବର୍ଷର ଉତ୍କୃଷ୍ଟ ସେବା ନିମନ୍ତେ ଉମାଶଙ୍କର ପଣ୍ଡା ଓ ଭାବଗ୍ରାହୀ ତ୍ରିପାଠୀଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୨୦୨୧ର ଉଲ୍ଲେଖନୀୟ ସେବା ନିମନ୍ତେ ଅବକାରୀ କମିଶନର IPS ନରସିଂହ ଭୋଳ, ଜୟରାମ ଶତପଥି , ଅଶୋକ କୁମାର‌ ସାହୁ, ଅମରେଦ୍ର ପଣ୍ଡା, ପ୍ରଦୀପ କୁମାର ସାହୁ, ତପନ କୁମାର ମହାନ୍ତି, ସତ୍ୟବାନ ମହାନନ୍ଦ, ସୁକାନ୍ତ କୁମାର‌ ମହାନ୍ତି,ଶେଖ ଅବିର, ଭଗବାନ ସାହୁଙ୍କ ସହ ବିଶ୍ଵକର୍ମା ମୁଣ୍ଡାଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ‌ ।

ଅଗ୍ନିଶମ ବିଭାଗ:ଉଲ୍ଲେଖନୀୟ ସେବା ନିମନ୍ତେ ୨୦୨୪ପାଇ ରାଜେନ୍ଦ୍ର କୁମାର ସ୍ବାଇଁ ଓ ତାରାକାନ୍ତ ମହାପାତ୍ରଙ୍କୁ ପଦକ ସମ୍ମାନିତ କରାଯାଇଛି । ୨୦୨୧ର ସାହସିକତା ପାଇଁ ଜୟନ୍ତ କୁମାର ନାୟକ, ଅକ୍ଷୟ‌‌ କୁମାର‌ ବେହେରା,କାହ୍ନୁ ଶ୍ରୀଚନ୍ଦନ ପରିଡ଼ା, ତପନ କୁମାର‌ ବେହେରା, କଶ୍ୟପ କୁମାର‌ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି । ଉଲ୍ଲେଖନୀୟ ସେବା ନିମନ୍ତେ ୨୦୨୧ ରାଷ୍ଟ୍ରପତି ପଦକରେ ସତ୍ୟପୀର ବେହେରା, ରୁପାଇ ଚରଣ ମାଝୀ ସମ୍ମାନିତ ହୋଇଛନ୍ତି । ସେହିପରି ଉତ୍କୃଷ୍ଟ ସେବା ନିମନ୍ତେ କମଳ କାନ୍ତ ପୁହାଣଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯାଇଛି। ଉଲେଖନୀୟ ସେବା-୨୦୨୧ ପାଇଁ ଶରତ ଚନ୍ଦ୍ର ମଲ୍ଲିକ,ପ୍ରଦୀପ କୁମାର‌ ପଟ୍ଟନାୟକ, ପ୍ରକାଶ କୁମାର‌ ବେହେରା, ବଳଭଦ୍ର ଦେହୁରିଙ୍କୁ ସମ୍ମାନିତ କରାଯାଇଛି ।

ସେହିପରି ୨୦୨୪ ଉଲ୍ଲେଖନୀୟ ସେବା ନିମନ୍ତେ ହୋମଗାର୍ଡ ରାଜେଦ୍ର କୁମାର‌ ଜେନାଙ୍କୁ ସମ୍ମାନିତ କରାଯାଇଛି । ସେହିପରି ୨୦୨୧ ଉଲ୍ଲେଖନୀୟ ସେବା ନିମନ୍ତେ ମଧୁସୂଦନ ପଣ୍ଡା, ଲକ୍ଷ୍ମଣ କାଳୁ, ଆନନ୍ଦମଣି ଟୁଟିକୁ, ନିରାକାର ପଟେଲ, ନିର୍ମଳ କୁମାର‌ ଦାସଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି ମୋହନ ମାଝୀ। ସାହସିକତା ପାଇଁ ୨୦୨୧ ନିମନ୍ତେ ସ୍ବର୍ଗତ ବନବାସୀ ମହାରଣାଙ୍କ ପରିବାରକୁ ସମ୍ମାନିତ କରାଯାଇଛି। ଉତ୍କୃଷ୍ଟ ସେବା ନିମନ୍ତେ ୨୦୨୧ ପାଇଁ ରାଷ୍ଟ୍ରପତି ପଦକ ପାଇଛନ୍ତି ପ୍ରଦୀପ କୁମାର‌ ପଟ୍ଟନାୟକ, ସୁଦାମ ଚନ୍ଦ୍ର ପଟ୍ଟନାୟକକୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଲ୍ଲେଖନୀୟ ସେବା ପାଇଁ ୨୦୨୧ ପାଇଁ ଭବାନୀ ଶଙ୍କର‌ କହଁର, ଶିଶିର କାନ୍ତ ସାହୁ , ଅକ୍ଷୟ କୁମାର‌ ନାୟକଙ୍କୁ ସମ୍ମାନିତ କରାଯାଇଛି ।

ଏହା ବି ପଢନ୍ତୁ...ସେବା ପାଇଁ ସମ୍ମାନ: ୧୦୩୭ ଜଣଙ୍କୁ ମିଳିବ ପୋଲିସ ମେଡାଲ, ଓଡ଼ିଶାରୁ ୧୫ - Police Medal For Odisha Cops

ସିଭିଲ ଡିଫେନ୍ସ:
ଉତ୍କୃଷ୍ଟ ସେବା-୨୦୨୪ ନିମନ୍ତେ ଜ୍ୟୋତି ରଞ୍ଜନ ମହାପାତ୍ର, ଉଲ୍ଲେଖନୀୟ ସେବା -୨୦୨୧ ସାହସିକତା ପାଇଁ ସମରେଶ ସାମଲ ଓ ଭିକାରୀ ଚରଣ ସାହୁଙ୍କୁ ସମ୍ମାନିତ କରିଛନ୍ତି ମୋହନ ଚରଣ ମାଝୀ।

କଏଦୀ ଓ କାରଗାର: ଉଲ୍ଲେଖନୀୟ ସେବା-୨୦୨୪ ନିମନ୍ତେ ଘନଶ୍ୟାମ ପାଇକ ଚିଫ ଓ୍ବାର୍ଡର ଓ ଉଲ୍ଲେଖନୀୟ ସେବା -୨୦୨୧ ପାଇଁ ବିକାଶ କୁମାର ସାହୁ ଜେଲର, ରାମଚନ୍ଦ୍ର ବେହେରା ଆସିଷ୍ଟାଣ୍ଟ ଜେଲର ଓ ଇନ୍ଦ୍ରଜିତ ରାଉତଙ୍କୁ ସବ୍ ଆସିଷ୍ଟାଣ୍ଟ ଜେଲର ଭାବେ ସମ୍ମାନିତ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.