ଆସନ୍ତୁ ଜାଣିବା ବିଶ୍ବର 5 ସବୁଠାରୁ ମହଙ୍ଗା ଘର ବିଷୟରେ, ଲିଷ୍ଟରେ ସାମିଲ ଅଛି ଭାରତ - Most Expensive Houses In World - MOST EXPENSIVE HOUSES IN WORLD

ଯେତେବେଳେ ଦୁନିଆର ସବୁଠୁ ଦାମୀ ଘର କଥା ଆସେ, ପ୍ରଥମ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବିଷୟରେ ଚର୍ଚ୍ଚା ହୋଇଥାଏ। ଆଣ୍ଟିଲିଆ ଦୁନିଆର ସବୁଠାରୁ ମହଙ୍ଗା ଘର ତାଲିକାରେ ରହିଥିଲେ ମଧ୍ୟ ଏହା ଦୁନିଆର ସବୁଠାରୁ ମହଙ୍ଗା ଘର ନୁହେଁ। ଆସନ୍ତୁ ଜାଣିବା ବିଶ୍ବର 5 ସବୁଠାରୁ ମହଙ୍ଗା ଘର ବିଷୟରେ।

Published : Apr 10, 2024, 10:46 PM IST