ETV Bharat / photos

ବିଶ୍ୱ ବିଜେତା ଟିମ ଇଣ୍ଡିଆର ସେଲିବ୍ରେସନ; ଭାଙ୍ଗଡା ନାଚିଲେ କୋହଲି, କାନ୍ଦିଲେ ପାଣ୍ଡ୍ୟା-ରୋହିତ - T20 WORLD CUP 2024

author img

By ETV Bharat Odisha Team

Published : Jun 30, 2024, 2:24 PM IST

ବିଶ୍ୱ ବିଜେତା ଟିମ ଇଣ୍ଡିଆର ସେଲିବ୍ରେସନ; ଭାଙ୍ଗଡା ନାଚିଲେ କୋହଲି, କାନ୍ଦିଲେ ପାଣ୍ଡ୍ୟା-ରୋହିତ
ହାଇଦ୍ରାବାଦ: ଖେଳ ଯେତିକି ଆଗଉଥିଲା, କୋଟି କୋଟି ଭାରତୀୟଙ୍କ ହୃଦସ୍ପନ୍ଦନ ସେତିକି ଜୋରରେ ବଢୁଥିଲା । ଶେଷରେ ସବୁ ଆଶା ଆଶଙ୍କାର ଅନ୍ତ ଘଟାଇ ବିଜୟର ତ୍ରିରଙ୍ଗା ଉଡାଇଥିଲା ଟିମ୍ ଇଣ୍ଡିଆ । ଦୀର୍ଘ 17 ବର୍ଷର ପ୍ରତୀକ୍ଷା ପରେ ଟି20 ବିଶ୍ବକପ ଟ୍ରଫ ଜିତି ବିଶ୍ବବିଜେତା ହୋଇଛି ଭାରତ । ଭାରତୀୟ କ୍ରିକେଟରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡି ହୋଇଛି । ((AP))
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.