ବିବାହ ବାର୍ଷିକୀରେ ରୋମାଣ୍ଟିକ ହେଲେ ସୋହା-କୁନାଲ, ଦେଖନ୍ତୁ ଫଟୋ - ସୋହା ଅଲି ଖାନ କୁନାଲ ଖେମୁ

Soha-Kunal Wedding Anniversary: ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଦମ୍ପତି ସୋହା ଅଲି ଖାନ ଏବଂ କୁନାଲ ଖେମୁ ଆଜି ସେମାନଙ୍କର ୯ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ସୋହା ଅଲି ଖାନ ଏବଂ କୁନାଲ ଖେମୁ 2015ରେ ବିବାହ କରିଥିଲେ । ଅଭିନେତ୍ରୀ କିଛି ଫଟୋ ସେୟାର କରି ନିଜ ବିବାହ ଯାତ୍ରାର ଝଲକ ଦେଖାଇଛନ୍ତି । ନଜର ପକାନ୍ତୁ ଏହି ଫଟୋ ଉପରେ,

Published : Jan 25, 2024, 2:12 PM IST