ETV Bharat / photos

ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ, ଲକ୍ଷଲକ୍ଷ ଭକ୍ତ ଗହଣରେ ରତ୍ନବେଦୀରୁ ସ୍ନାନବେଦୀକୁ ଗଲେ ମହାପ୍ରଭୁ - Snana Yatra 2024

author img

By ETV Bharat Odisha Team

Published : Jun 22, 2024, 11:02 AM IST

Snana Yatra 2024
ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ସୁରୁଖୁରୁରରେ ଚାଲିଛି । ରତ୍ନବେଦୀରୁ ଆସି ସ୍ନାନବେଦୀରେ ଦିବ୍ୟ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତିକାନ୍ତି ଜାରି ରହିଛି । ଧାଡିପହଣ୍ଡିରେ ଆସି ରାମକୃଷ୍ଣ, ମଦନମୋହନ, ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ଶୁଭଦ୍ରା, ଶ୍ରୀଜଗନ୍ନାଥ ସ୍ନାନବେଦୀରେ ବିଜେ କରିସାରିଛନ୍ତି । (@JagannathaDhaam)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.