ଦେଖନ୍ତୁ 'ଅକ୍ଷର ଭୂମି'ର ଚମତ୍କାର ଫଟୋ - Bhubaneswar News
Akshar Bhoomi: ପ୍ରଥମ 'ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ'କୁ ସ୍ମରଣୀୟ କରିବା ପାଇଁ ଖାଣ୍ଡେଲାଇଟ ପଥରରେ ନିର୍ମିତ ହୋଇଛି 'ଅକ୍ଷର ଭୂମି '। କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ଦେଖିବାକୁ ମିଳିଛି । ଓଡ଼ିଆ ଭାଷାର ଅସ୍ମୀତାର ପ୍ରଚାର ପ୍ରସାର ପାଇଁ ଲକ୍ଷ୍ୟ ରହିଛି ।
Published : Feb 3, 2024, 4:06 PM IST