ଫ୍ୟାନ୍ସଙ୍କୁ ଫିଦା କଲା ରବୀନା ଟଣ୍ଡନଙ୍କ ଗ୍ରୀନ ଆଉଟଫିଟ୍ ଲୁକ୍ - ରବୀନା ଟଣ୍ଡନ ଲାଟେଷ୍ଟ ଫଟୋ
![ଫ୍ୟାନ୍ସଙ୍କୁ ଫିଦା କଲା ରବୀନା ଟଣ୍ଡନଙ୍କ ଗ୍ରୀନ ଆଉଟଫିଟ୍ ଲୁକ୍ Raveena Tandon Latest PIctures](https://etvbharatimages.akamaized.net/etvbharat/prod-images/09-02-2024/1200-675-20709859-thumbnail-16x9-r.jpg?imwidth=3840)
Raveena Tandon Latest PIctures: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ବର୍ତ୍ତମାନ ୱେବ ସିରିଜ 'କର୍ମା' ସଫଳତାକୁ ଉପଭୋଗ କରୁଛନ୍ତି । ଏହାରି ମଧ୍ୟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜ ଲୋଟେଷ୍ଟ ଫଟୋ ସେୟାର କରିଛନ୍ତି । ସେ ଗ୍ରୀନ ରଙ୍ଗର ଆଉଟଫିଟରେ ନଜର ଆସିଥିବା ବେଲେ ଫ୍ୟାନ୍ସ ତାଙ୍କ ଏହି ଲୁକ ଦେଖି ଫିଦା ହୋଇଛନ୍ତି । ଦେଖନ୍ତୁ, ରବୀନାଙ୍କ ଲାଟେଷ୍ଟ ଫଟୋ,
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 9, 2024, 7:16 PM IST