ରଥାରୂଢ଼ ଦାରୁବ୍ରହ୍ମଙ୍କ ମଙ୍ଗଳ ଆଳତି ନୀତି, ଅପୂର୍ବ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ - Lord Jagannath Mangala Alati - LORD JAGANNATH MANGALA ALATI
![ରଥାରୂଢ଼ ଦାରୁବ୍ରହ୍ମଙ୍କ ମଙ୍ଗଳ ଆଳତି ନୀତି, ଅପୂର୍ବ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ - Lord Jagannath Mangala Alati Lord Jagannath Mangala Alati](https://etvbharatimages.akamaized.net/etvbharat/prod-images/16-07-2024/1200-675-21963879-thumbnail-16x9-taj.jpg?imwidth=3840)
ପୁରୀ: ନଅ ଦିନର ଲୀଲାଖେଳା ସାରି ପୁଣି ସିଂହଦ୍ୱାର ବାହୁଡିଛନ୍ତି ଶ୍ରୀଜିଉ । ରଥାରୂଢ ମହାବାହୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ସେପଟେ ରଥାରୂଢ ତିନି ଠାକୁର ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ରଥ ଉପରେ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମଙ୍ଗଳ ଆଳତି କରିଛନ୍ତି । ଆସନ୍ତାକାଲି ସୁନାବେଶରେ ମହଣ ମହଣ ସୁନାରେ ସଜ୍ଜିତ ହେବେ ଶ୍ରୀଜିଉ ।
(@SJTA_Puri)
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jul 16, 2024, 1:57 PM IST