ETV Bharat / photos

ଇଣ୍ଟରନେଟ୍ ପାରା ବଢାଇଲା ରଶ୍ମିିକା ମନ୍ଦାନା - rashmika mandanna latest pictures

author img

By ETV Bharat Odisha Team

Published : Jul 19, 2024, 7:13 PM IST

rashmika mandanna latest pictures
Rashmika mandanna latest pictures: ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ବର୍ତ୍ତମାନ 'ପୁଷ୍ପା ୨' ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏହି ସମୟରେ ଅଭିନେତ୍ରୀ ନିଜ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଦେଶୀ ଲୁକରେ ନଜର ଆସିଥିବା ବେଳେ ଫ୍ୟାନ୍ସ ଏହାକୁ ଦେଖି ଫିଦା ହୋଇଛନ୍ତି । ଦେଖନ୍ତୁ ରଶ୍ମିକାଙ୍କ ଫଟୋ, (rashmika_mandanna, Instagram)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.