ଦେଶୀ ଲୁକରେ ଇଣ୍ଟରନେଟର ପାରା ବଢାଇଲେ ଦେଶୀ ଗାର୍ଲ - Priyanka Chopra - PRIYANKA CHOPRA
![ଦେଶୀ ଲୁକରେ ଇଣ୍ଟରନେଟର ପାରା ବଢାଇଲେ ଦେଶୀ ଗାର୍ଲ - Priyanka Chopra Priyanka Chopra Latest Pictures](https://etvbharatimages.akamaized.net/etvbharat/prod-images/25-08-2024/1200-675-22290481-thumbnail-16x9-pri.jpg?imwidth=3840)
Priyanka Chopra Latest Pictures: ବର୍ତ୍ତମାନ ବଲିଉଡ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଭାରତରେ ଅଛନ୍ତି । ଏହି ସମୟରେ ସେ ମୁମ୍ୱାଇରେ ନିଜ ଭାଇଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ଏହି ଉତ୍ସବରେ ପ୍ରିୟଙ୍କା ମେଜେଣ୍ଟା ବା ଗାଢ ଗୋଲାପୀ ରଙ୍ଗର ଶାଢୀରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । (@priyankachopra, instagram)
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 25, 2024, 10:55 AM IST