ଫଟୋରେ ଖବର; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ - President Droupadi Murmu - PRESIDENT DROUPADI MURMU

President Droupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିରେ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ୱିଲିୟମ ମୈୱାଲିଲି କଟୋନିୱେରେ ରାଷ୍ଟ୍ରପତିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ "କ୍ୟାପଟେନ ଅଫ୍ ଦ ଅର୍ଡର ଫିଜି" ପ୍ରଦାନ କରିଛନ୍ତି । ଦେଖନ୍ତୁ ଝଲକ,
(President of India, 'X' Handle)

Published : Aug 6, 2024, 3:20 PM IST