ଅଯୋଧ୍ୟା ରାମ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ ଫଟୋ - PM Modi Offers Prayers - PM MODI OFFERS PRAYERS
ଆଜି ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ' ଥିବାବେଳେ ଏହାପୂର୍ବରୁ ସେ ରାମଲାଲାଙ୍କ ଆଶୀର୍ବାଦ ନେଇଛନ୍ତି । ଦର୍ଶନ ସମୟର ଚମତ୍କାର ଫଟୋ ସେ ନିଜ( X) ହ୍ୟାଣ୍ଡେଲରେ ସେୟାର କରିଛନ୍ତି । (Narendra Modi( X))
Published : May 5, 2024, 10:28 PM IST