ଫଟୋରେ ଖବର: ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ମେଡାଲ ଜିତିଲା ଭାରତ, ଦେଖନ୍ତୁ ବିଜୟ ସମୟର ଅଭୁଲା ଦୃଶ୍ୟ - Paris Olympics 2024 - PARIS OLYMPICS 2024

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଚମକିଲା ଟିମ୍ ଇଣ୍ଡିଆ । ସ୍ବର୍ଣ୍ଣ, ରୌପ୍ୟ ନ ହେଲା ନାଇ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ । ସ୍ପେନକୁ 2-1ରେ ହରାଇ 52 ବର୍ଷ ପରେ ଲଗାତାର ଭାବେ ଦୁଇଟି ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ଜିତିଛି ଭାରତ ।
((AP PHOTO))

Published : Aug 9, 2024, 10:50 AM IST
|Updated : Aug 9, 2024, 11:19 AM IST
Last Updated : Aug 9, 2024, 11:19 AM IST