ଦେଶୀ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଫିଦା କଲେ ଭୂମିକା - ଭୂମିକା ଦାଶଙ୍କ ଲାଟେଷ୍ଟ ଫଟୋ

Bhoomika Dash Latest Pictures: ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାଶ ନିଜ ଅଭିନୟ ବ୍ୟତୀତ ନିଜ ଫ୍ୟାଶନ ପାଇଁ ବେଶ ଜଣାଶୁଣା । ସୋସିଆଲ ମିଡିଆରେ ସେ ସର୍ବଦା ନିଜ ଫଟୋ ସେୟାର କରି ଫ୍ୟାନ୍ସକୁ ଦିୱାନା କରିଥାନ୍ତି । ବର୍ତ୍ତମାନ ପୁଣି ସେ ନିଜ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି । ଦେଖନ୍ତୁ ଭୂମିକାଙ୍କ ଆକର୍ଷଣୀୟ ଫଟୋ

Published : Feb 4, 2024, 6:25 PM IST