ନିର୍ବାଚନର ନିଆରା ଦୃଶ୍ୟ; ଆଗେ ଅଧିକାର ପରେ ବାହାଘର - Lok Sabha Election 2024 - LOK SABHA ELECTION 2024

ହାଇଦ୍ରାବାଦ: ଆଜି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ମହାପର୍ବରେ ଉତ୍ସାହର ସହ ସାମିଲ ହେଉଛନ୍ତି ନାଗରିକ । ଆଜି ମତଦାନ ସମୟରେ ବିଭିନ୍ନ ସ୍ଥାନରୁ ଅନେକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି । କିଏ ନାଲି ଲେହେଙ୍ଗା ଓ ମଥାରେ ସିନ୍ଦୁର ପିନ୍ଧି ମତଦାନ କେନ୍ଦ୍ରକୁ ଆସୁଛି ତ ଆଉ କିଏ ବରବେଶରେ ମତାଧିକାର ସାବ୍ୟସ୍ତ କରୁଛି ।

Published : Apr 19, 2024, 2:33 PM IST