ଫଟୋରେ ଖବର: ବୟଫ୍ରେଣ୍ଡ ଦୀପକ ଚୌହ୍ୱାନଙ୍କୁ ସାତ ଜନ୍ମର ସାଥୀ କଲେ ଆରତୀ ସିଂ - Arti Singh Dipak Chauhan Wedding - ARTI SINGH DIPAK CHAUHAN WEDDING

Arti Singh-Dipak Chauhan Wedding: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲୋକପ୍ରିୟ ଟିଭି ଅଭିନେତ୍ରୀ ଆରତୀ ସିଂ । ସେ ବୟଫ୍ରେଣ୍ଡ ଦୀପକ ଚୌହ୍ୱାନଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ଏପ୍ରିଲ ୨୫ଗୁରୁବାର ଦିନ ଉଭୟ ବିବାହ କରିଥିବା ବେଳେ ବର୍ତ୍ତମାନ ଏହି ଦମ୍ପତି ନିଜ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଦେଖନ୍ତୁ, ଆରତୀଙ୍କ ବିବାହର ଝଲକ

Published : Apr 29, 2024, 11:42 AM IST