ଫଟୋରେ ଖବର: ଅନେକ ଥର ବଜେଟ ଉପସ୍ଥାପନ କରିଛନ୍ତି ଏହି ଅର୍ଥମନ୍ତ୍ରୀ, ସମ୍ଭାଳିଥିଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଭାର
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg?imwidth=128)
Published : Jan 31, 2024, 1:12 PM IST
![ଫଟୋରେ ଖବର: ଅନେକ ଥର ବଜେଟ ଉପସ୍ଥାପନ କରିଛନ୍ତି ଏହି ଅର୍ଥମନ୍ତ୍ରୀ, ସମ୍ଭାଳିଥିଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଭାର Budgets](https://etvbharatimages.akamaized.net/etvbharat/prod-images/31-01-2024/1200-675-20631277-thumbnail-16x9-djf.jpg?imwidth=3840)
Who presented Most Number of Budget: ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି(ଗୁରୁବାର) ୨୦୨୪-୨୫ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ସୀତାରମଣ । ସ୍ବାଧୀନ ଭାରତରେ କେଉଁ ଅର୍ଥମନ୍ତ୍ରୀ କେତେ ଥର ବଜେଟ ଉପସ୍ଥାପନ କରିଛନ୍ତି ? ନଜର ପକାନ୍ତୁ ଏହି ତାଲିକା ଉପରେ