ପାଳନ ହେଲା ସ୍ବାଧୀନତାର ମହାପର୍ବ, ଫଟୋରେ ଦେଖନ୍ତୁ ଲାଲକିଲ୍ଲାର ଦୃଶ୍ୟ - Independence Day 2024 - INDEPENDENCE DAY 2024

ଦେଶ ପାଳିଛି ୭୮ତମ ସ୍ବାଧୀନତା ଦିବସ । ନୂଆଦିଲ୍ଲୀ ସ୍ଥିତ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ସାଧାରଣ ଜନତାଙ୍କ ସହ ଖୁସି ମନାଇଛନ୍ତି ମୋଦି ।
(Narendra Modi (X))

Published : Aug 15, 2024, 9:36 PM IST