ଫ୍ୟାନ୍ସଙ୍କୁ ଫିଦା କଲା ଦୀପିକାଙ୍କ ଦେଶୀ ଲୁକ, ଫଟୋରୁ ହଟିବନି ନଜର - ଦୀପିକା ପାଦୁକୋନ
![ଫ୍ୟାନ୍ସଙ୍କୁ ଫିଦା କଲା ଦୀପିକାଙ୍କ ଦେଶୀ ଲୁକ, ଫଟୋରୁ ହଟିବନି ନଜର Deepika Padukone Latest Pictures](https://etvbharatimages.akamaized.net/etvbharat/prod-images/19-02-2024/1200-675-20785000-thumbnail-16x9-d.jpg?imwidth=3840)
Deepika Padukone Latest Pictures: 'ବାଫଟା' ଆୱାର୍ଡ ଶୋ'ରେ ସାମିଲ ହୋଇ ଭାରତର ସମ୍ମାନ ବଢାଇଲେ ଦୀପିକା ପାଦୁକୋନ । ଅଭିନେତ୍ରୀ ଏହି ଶୋ'ରେ ଦେଶୀ ଲୁକରେ ନଜର ଆସି ସମସ୍ତଙ୍କ ମନ ଜିତିଛନ୍ତି । ସୋସିଆଲ ମିଡିଆରେ ନିଜ ଲାଟେଷ୍ଟ ଫଟୋସୁଟର ଫଟୋ ସେୟାର କରିଛନ୍ତି । ତେବେ ନଜର ପକାନ୍ତୁ ଦୀପିକାଙ୍କ ବାଫଟା ଲୁକ୍ ଉପରେ,
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 19, 2024, 10:05 AM IST