ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ: ୩ ରଥକୁ ଉଠିଲା କଳସ, ଓଲଟ ଶୁଆ ଏବଂ ଅଁଳା - Chariot Construction - CHARIOT CONSTRUCTION

ବୁଧବାର ୩ ରଥର ଦୁଆର ବେଢ଼ା ଚନ୍ଦ୍ର ଶାଳୀରେ ' ଧ୍ଵଜବତା ' ଫିଟିଂ ସହ ଡ଼ମଣିବତା ଫିଟିଂ ହୋଇଥିଲା । ଆଜି ତିନି ରଥକୁ କଳସ, ଓଲଟ ଶୁଆ ଏବଂ ଅଁଳା ଉଠିଛି। ୩ ରଥର ବେଦୀ ପାର୍ଶ୍ଵ ପଟା ତଳେ ହଂସ ପଟା ବାଡିଆ ଓ ତିନି ରଥରେ ଘୋଡ଼ା ସେଟିଂ ପାଇଁ ଇସ ଏବଂ ଯୁଆଳି ନିର୍ମାଣ ଶେଷ ହୋଇଛି ।
(ETV Bharat Odisha)

Published : Jul 4, 2024, 6:38 PM IST