ଫ୍ୟାନ୍ସକୁ ଫିଦା କଲା ଶିଳ୍ପା ସେଟ୍ଟୀଙ୍କ ଗର୍ଜିୟସ ଲୁକ୍ - ଶିଳ୍ପା ସେଟ୍ଟୀଙ୍କ ଲାଟେଷ୍ଟ ଫଟୋ

Shilpa Shetty Latest Pictures: 'ଇଣ୍ଡିଆନ ପୋଲିସ ଫୋର୍ସ' ୱେବସିରିଜ ପାଇଁ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଏହି ଫିଲ୍ମ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହୋଇଛି । ବର୍ତ୍ତମାନ ଅଭିନେତ୍ରୀ ଏହି ସିରିଜର ଜୋରଦାର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି । ଏହି ସମୟରେ ଶିଳ୍ପା ନିଜ ଲାଟେଷ୍ଟ ଫଟୋସୁଟ ମଧ୍ୟ କରିଛନ୍ତି । ତେବେ ନଜର ପକାନ୍ତୁ, ଶିଳ୍ପା ସେଟ୍ଟୀଙ୍କ ଲାଟେଷ୍ଟ ଫଟୋ ଉପରେ...

Published : Jan 30, 2024, 12:35 PM IST