ETV Bharat / photos

ଅନନ୍ତ ଅମ୍ୱାନୀ-ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେରିମନି, ପ୍ରଥମ ଦିନରେ ବହୁ ସେଲିବ୍ରିଟୀ ସାମିଲ

author img

By ETV Bharat Odisha Team

Published : Mar 2, 2024, 4:05 PM IST

Updated : Mar 2, 2024, 4:21 PM IST

ଅମ୍ୱାନୀ ଓ ରାଧିକାଙ୍କ ପ୍ରି-ୱେଡିଂ
ଗୁଜୁରାଟର ଜାମନଗରରେ ଚାଲିଛି ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେରିମନି । ୩ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ଯୋଗ ଦେବାକୁ ଆସିଛନ୍ତି ନାମୀ ସେଲିବ୍ରିଟି । ଏହାସହ ଦେଶ ବିଦେଶର ଶିଳ୍ପ ଉଦ୍ୟୋଗପତିଙ୍କଠାରୁ ଆରମ୍ଭ କରି ରାଜନେତା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ତମାମ ସେଲିବ୍ରିଟିଙ୍କ ସୁଅ ଛୁଟିଛି । ଦେଖନ୍ତୁ ଫଟୋ
Last Updated : Mar 2, 2024, 4:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.