ETV Bharat / entertainment

ବିଦ୍ୟୁତଙ୍କ ଉପରେ ଭାରି ପଡିଲେ ୟାମି, ମନ ଜିତୁଛି ଆର୍ଟିକିଲ ୩୭୦ ପଛରେ ପଡିଲା କ୍ରାକ

author img

By ETV Bharat Odisha Team

Published : Mar 1, 2024, 11:28 AM IST

Article 370 vs Crakk BO Day 7: ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ 'କ୍ରାକ' ଉପରେ ଭାରି ପଡିଲା ୟାମୀ ଗୌତମଙ୍କ ଚଳଚ୍ଚିତ୍ର 'ଆର୍ଟିକିଲ ୩୭୦' । ବକ୍ସ ଅଫିସରେ ଉଭୟ ଫିଲ୍ମ ଏକା ଦିନରେ ରିଲିଜ ହୋଇଥିବା ବେଳେ ଦର୍ଶକଙ୍କୁ ଆକୃଷ୍ଟ କରୁଛି 'ଆର୍ଟିକିଲ ୩୭୦' । ପଛରେ ରହିଛି କ୍ରାକ । ତେବେ ଉଭୟ ଫିଲ୍ମର ରିଲିଜ ସପ୍ତାହକ ମଧ୍ୟରେ କେତେ ଆୟ କରିଛି ? ଜାଣନ୍ତୁ

'ଆର୍ଟିକିଲ ୩୭୦-କ୍ରାକ' କଲେକ୍ସନ; ସପ୍ତାହକରେ ଏତିକି କଲେକ୍ସନ କଲା ଦୁଇଟି ଫିଲ୍ମ

ହାଇଦ୍ରାବାଦ: ଦର୍ଶକଙ୍କ ମନ ଜିତୁଛି ୟାମି ଗୌତମଙ୍କ ଚଳଚ୍ଚିତ୍ର 'ଆର୍ଟିକିଲ ୩୭୦' । ଏହିପରି ବକ୍ସ ଅଫିସରେ ଏହି ଫିଲ୍ମ ଭଲ ପ୍ରଦର୍ଶନ କରିବା ସହ ବମ୍ପର କଲେକ୍ସନ ମଧ୍ୟ କରୁଛି । ଫିଲ୍ମ ଫେବୃଆରୀ ୨୩ରେ ପରଦାକୁ ଆସିଥିବା ଏହି ଫିଲ୍ମ ରିଲିଜକୁ ସପ୍ତାହେ ହୋଇସାରିଛି । ତେବେ ସପ୍ତାହକ ମଧ୍ୟରେ ଫିଲ୍ମ ୩୫ କୋଟି ଆୟ କରି ସଫଳତା ହାସଲ କରିଛି । ସେହିପରି ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ 'କ୍ରାକ' ମଧ୍ୟ ଏହି ଦିନ ରିଲିଜ ହୋଇଥିବା ବେଳେ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଉଛି । ଏହି ଫିଲ୍ମ ସାତ ଦିନ ମଧ୍ୟରେ ମୋଟ ୧୨ କୋଟି ଆୟ କରିଛି ।

  • " class="align-text-top noRightClick twitterSection" data="">

'ଆର୍ଟିକିଲ ୩୭୦' ବକ୍ସ ଅଫିସ କଲେକ୍ସନ:

ସାକନିକଙ୍କ ରିପୋର୍ଟ ଅନୁସାରେ, 'ଆର୍ଟିକିଲ ୩୭୦' ୭ମ ଦିନର ରୋଜଗାର ସହ ମୋଟ ୩୦ କୋଚିରୁ ଅଧିକ ଆୟ କରିବାରେ ସକ୍ଷମ ହୋଇଛି । ଏହି ଫିଲ୍ମ (ଫେବୃଆରୀ ୨୩) ପ୍ରଥମ ଦିନ ୫.୯ କୋଟି ସହ ଓପନିଂ କରିଥିଲା । ସେହିପରି ଦ୍ୱିତୀୟ ଦିନ (ଫେବୃଆରୀ ୨୪)ରେ ଫିଲ୍ମ ୭.୪ କୋଟି ଆୟ କରିଥିଲା । ଅନ୍ୟପଟେ ତୃତୀୟ ଦିନ (ଫେବୃଆରୀ ୨୫)ରେ ୯.୫୦ କୋଟି ଆୟ କରିଥିବା ବେଳେ ୪ର୍ଥ ଦିନ(ଫେବୃଆରୀ ୨୬)ରେ ଫିଲ୍ମ ୩.୨୫ କୋଟି ଆୟ କରିଥିଲା । ୫ମ ଦିନ (ଫେବୃଆରୀ ୨୭)ରେ ଫିଲ୍ମ ୩.୩ କୋଟି ଏବଂ ଷଷ୍ଠ ଦିନରେ (ଫେବୃଆରୀ ୨୮) ଫିଲ୍ମ ୩.୧୫ କୋଟି ଆୟ କରିଥିଲା । ୭ମ ଦିନରେ (ଫେବୃଆରୀ ୨୯)ରେ ଫିଲ୍ମ ୨.୮୫ କୋଟି ଆୟ ସହ ଫିଲ୍ମ ମୋଟ ୩୫.୪୫ କୋଟି ଆୟ କରିଛି ।

'କ୍ରାକ' ବକ୍ସ ଅଫିସ କଲେକ୍ସନ:

ସେହିପରି ଫିଲ୍ମ 'କ୍ରାକ' ମଧ୍ୟ (ଫେବୃଆରୀ ୨୩)ରେ ରିଲିଜ ହୋଇଥିବା ବେଳେ କିନ୍ତୁ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଉଛି । ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ୧୫ କୋଟି ମଧ୍ୟ ଆୟ କରିପାରିନାହିଁ । ପ୍ରଥମ ଦିନରେ ଫିଲ୍ମ ୪.୨୫ ସହ ଓପନିଂ କରିଥିଲା । ଏହା ପରେ ଦ୍ୱିତୀୟ ଦିନରେ ୨.୧୫ କୋଟି ଆୟ କରିଥିବା ବେଳେ ତୃତୀୟ ଦିନ ଫିଲ୍ମ ୨.୪୦ କୋଟି ଆୟ କରିଥିଲା । ୪ର୍ଥ ଏବଂ ୫ମ ଦିନରେ ଫିଲ୍ମ ମାତ୍ର ୧ କୋଟି, ଷଷ୍ଠ ଦିନ ମାତ୍ର ୯୦ ଲକ୍ଷ ଏବଂ ୯ମ ଦିନ ୮୦ ଲକ୍ଷ ଆୟ କରିଛି । ତେବେ ଫିଲ୍ମ ମୋଟ ୧୨.୩୫ କୋଟି ଆୟ କରିଛି ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସ କଲେକ୍ସନ; 'ଆର୍ଟିକିଲ ୩୭୦' ୨୫ କୋଟି ପାର୍, ଏତିକି କଲେକ୍ସନ କଲା 'କ୍ରାକ'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.