ETV Bharat / bharat

ଚଳିତ ସପ୍ତାହରେ କର୍କଟ-ଧନୁ ରାଶି ବ୍ୟକ୍ତିଙ୍କ ହୋଇପାରେ ବଦଳି, ଏହି ରାଶିରେ ରହିଛି ଅର୍ଥହାନି ଯୋଗ - WEEKLY HOROSCOPE

Weekly Horoscope: କେମିତି କଟିବ ଏଥରର ସପ୍ତାହ ? କ'ଣ ଘଟିବ ଆପଣଙ୍କ ସହ ? ଜାଣିବା ପାଇଁ ପଢନ୍ତୁ, ଇଟିଭି ଭାରତ ଓଡ଼ିଆର ସାପ୍ତାହିକ ରାଶିଫଳ ।

author img

By ETV Bharat Odisha Team

Published : Jul 7, 2024, 10:09 AM IST

Etv Bharat
Etv Bharat (Etv Bharat)

ମେଷ: ମେଷ ରାଶିରେ ଜନ୍ମିତ ବ୍ୟକ୍ତିମାନେ ଏହି ସପ୍ତାହରେ ମିଶ୍ରିତ ଫଳ ପାଇବେ । ସପ୍ତାହର ପ୍ରଥମ ଭାଗ ଅତ୍ୟନ୍ତ ବ୍ୟସ୍ତବହୁଳ ହେବ । କର୍ମସ୍ଥଳୀରେ ଆପଣଙ୍କୁ ବହୁତ କାମ ଦିଆଯିବାର ସମ୍ଭାବନା ଅଛି, ଯେଉଁଥିପାଇଁ ଆପଣଙ୍କୁ ଅଧିକ ମାତ୍ରାରେ କଠିନ ପରିଶ୍ରମ ଏବଂ ଉଦ୍ୟମ କରିବା ଆବଶ୍ୟକ ହେବ । ଚାକିରି କରୁଥିବା ମହିଳାମାନେ ଏହି ସମୟରେ ଆବଶ୍ୟକତା ଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେବେ । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ସେମାନଙ୍କ ବିରୋଧୀମାନଙ୍କର ତୀବ୍ର ଶତୃତାର ସମ୍ମୁଖୀନ ହେବେ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଦୁର୍ବଳ ହୋଇପାରେ । ଏଣୁ ଆପଣ ସୁଖାଦ୍ୟ ଖାଆନ୍ତୁ । ବିଦେଶରେ କ୍ୟାରିଅର ଗଢିବା କିମ୍ବା ବ୍ୟବସାୟ କରିବା ପାଇଁ ଉଦ୍ୟମ କରୁଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ପ୍ରେମ ସମ୍ପର୍କରେ ତ୍ଵରିତ ଭାବେ କିମ୍ବା ଆବେଗପୂର୍ଣ୍ଣ ଭାବେ କୌଣସି ନିଷ୍ପତ୍ତି ନେବା ଦ୍ଵାରା ଆପଣ ଗମ୍ଭୀର ସମସ୍ୟାରେ ପଡିବାର ସମ୍ଭାବନା ଅଛି । ନିଜର ବୈବାହିକ ଜୀବନରେ ଶାନ୍ତି ବଜାୟ ରଖିବାକୁ ଚାହାଁନ୍ତି, ତେବେ ନିଜର ଜୀବନସାଥୀଙ୍କ ଆବଶ୍ୟକତାଗୁଡିକୁ ଅଣଦେଖା କରନ୍ତୁ ନାହିଁ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ
କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Aries)

ବୃଷ: ବୃଷ ରାଶି ବ୍ୟକ୍ତିମାନେ ଏହି ସପ୍ତାହରେ କିଛି ସମୟ ସୁଖ ଏବଂ କିଛି ସମୟ ଦୁଃଖ ଅନୁଭବ କରିବାର ସମ୍ଭାବନା ଅଛି । ବ୍ୟବସାୟ ଦୁନିଆରେ ଥିବା ଲୋକମାନେ ଏହି ସପ୍ତାହରେ ଅନେକ ଉତ୍ଥାନ ପତନ ଦେଇ ଗତି କରିବେ । ସପ୍ତାହର ମଧ୍ୟ ଭାଗରେ ଆପଣଙ୍କୁ ହଠାତ ଭାବେ ଦୂର କିମ୍ବା ଅଳ୍ପ ଦୂର ଜାଗାକୁ ଯାତ୍ରା କରିବା ଆବଶ୍ୟକ ହୋଇପାରେ । ଯଦି ଆପଣ ନିଜ କ୍ୟାରିଅର ପାଇଁ ବହୁତ ସମୟରୁ କଠିନ ପରିଶ୍ରମ କରି ଆସୁଛନ୍ତି, ତେବେ ଏହାର ପରିଣାମ ପାଇଁ ଆପଣଙ୍କୁ ଆଉ ଟିକେ ସମୟ ଅପେକ୍ଷା କରିବାକୁ ପଡିପାରେ । ସପ୍ତାହର ଦ୍ଵିତୀୟ ଭାଗରେ ଚାକିରି କରୁଥିବା ଲୋକମାନେ ସେମାନଙ୍କ ସହକର୍ମୀ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହିତ ଭଲ ଭାବେ ମିଳିମିଶି କାମ କରିବା ଉଚିତ । ଭ୍ରମଣ କରିବା ସମୟରେ ନିଜର ଜିନିଷଗୁଡିକ ଏବଂ ସ୍ୱାସ୍ଥ୍ୟ ପ୍ରତି ଅତିରିକ୍ତ ସତର୍କତା ଅବଲମ୍ବନ କରନ୍ତୁ । ପରୀକ୍ଷା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନେ କେବଳ କଠିନ ପରିଶ୍ରମ ଦ୍ଵାରା ହିଁ ସଫଳତା ପାଇବେ । ପ୍ରେମ ସମ୍ପର୍କରେ ଥିବା ଭୁଲ ବୁଝାମଣା ଜଣେ ମହିଳା ବନ୍ଧୁଙ୍କ ସହାୟତାରେ ସମାଧାନ ହେବାର ସମ୍ଭାବନା ଅଛି କିନ୍ତୁ ପରସ୍ପର ପ୍ରତି ଆସ୍ଥାର ପୁନର୍ଲାଭ ପାଇଁ କିଛି ସମୟ ଲାଗିପାରେ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Taurus)

ମିଥୁନ: ବହୁତ ଦିନରୁ ପଡି ରହିଥିବା ଗୋଟିଏ ବଡ କାମ ଏହି ସପ୍ତାହର ଆରମ୍ଭରେ ସଂପୂର୍ଣ୍ଣ ହେବ, ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କର ସହଯୋଗ କରିବେ । ଏହି ସମୟରେ କ୍ଷମତା ସମ୍ପନ୍ନ ପଦବୀ ଏବଂ ଶାସନ କଳରେ ଥିବା ବ୍ୟକ୍ତିମାନଙ୍କ ଠାରୁ ଆପଣ ସଂପୂର୍ଣ୍ଣ ସାହାଯ୍ୟ ସହଯୋଗ ପାଇବେ । ସପ୍ତାହର ମଧ୍ୟ ଭାଗରେ ଆପଣଙ୍କ ସଫଳତାଗୁଡିକ ପ୍ରତି ଈର୍ଷାନ୍ଵିତ ସହକର୍ମୀମାନଙ୍କ ପ୍ରତି ଆପଣ ନିଶ୍ଚିତ ରୂପେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଉଚିତ । ଜାଗାବାଡି ଓ ଘରଦ୍ଵାରକୁ ନେଇ ଥିବା ବିବାଦଗୁଡିକର ସମାଧାନ ହେବ । ଯଦି ଆପଣ ସହଭାଗୀତାରେ ଏକ ବ୍ୟବସାୟ କରନ୍ତି, ତେବେ ଆଗକୁ ବଢିବା ପୂର୍ବରୁ ଆପଣ ଯେକୌଣସି ପ୍ରକାରର ଆର୍ଥିକ ସମସ୍ୟାଗୁଡ଼ିକର ସମାଧାନ କରିନେବ ଆବଶ୍ୟକ । ପରୀକ୍ଷା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକ ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନେ ଅତ୍ୟନ୍ତ ଶୁଭ ଖବର ପାଇବାର ସମ୍ଭାବନା ଅଛି । ଯେକୌଣସି କ୍ଷେତ୍ରରେ ବିନିଯୋଗ କରିବା ପୂର୍ବରୁ ନିଜର ଶୁଭେଚ୍ଛୁମାନଙ୍କ ସହିତ ପରାମର୍ଶ କରିବା ପାଇଁ ଭୁଲନ୍ତୁ ନାହିଁ । ପ୍ରେମ ସମ୍ପର୍କ ପାଇଁ ଏହି ସପ୍ତାହ ଆପଣଙ୍କ ପାଇଁ ଭାଗ୍ୟଶାଳୀ ଅଟେ । ଆପଣ ନିଜର ପ୍ରେମିକା/ପ୍ରେମିକଙ୍କ ସହ ସମୟ ଅତିବାହିତ କରିବେ । ବୈବାହିକ ଜୀବନ ସୁଖମୟ ହେବ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Gemini)

କର୍କଟ: ସପ୍ତାହର ଆରମ୍ଭରେ କିଛି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇବେ । ବିପଦପୂର୍ଣ୍ଣ ଯୋଜନାଗୁଡିକରେ ବିନିଯୋଗ କରନ୍ତୁ ନାହିଁ, ଏହାଦ୍ଵାରା ଭବିଷ୍ୟତରେ ଆପଣଙ୍କର ଅର୍ଥହାନି ହେବାର ସମ୍ଭାବନା ଅଛି । ପଦୋନ୍ନତି କିମ୍ବା ନିଜ ଆଦର୍ଶ ସମ୍ବନ୍ଧିତ ପଦବୀକୁ ବଦଳି ହେବା ପାଇଁ ଥିବା ଆପଣଙ୍କ ଇଚ୍ଛା ଏହି ସପ୍ତାହରେ ପୂରଣ ହେବାର ସମ୍ଭାବନା ଅଛି । କର୍ମ କ୍ଷେତ୍ରରେ ଉଭୟ ବରିଷ୍ଠ ଅଧିକାରୀ ଏବଂ ଅଧସ୍ତନ କର୍ମଚାରୀମାନେ ଆପଣଙ୍କର ପ୍ରଶଂସା କରିବେ । ଜାଗା ଓ ଘରବାଡି କିଣା ବିକାରେ ଲାଭ ପାଇବେ । ପରିବାରକୁ ନେଇ ଆପଣ ନେଉଥିବା ଯେକୌଣସି ଏକ ବଡ ନିଷ୍ପତ୍ତିକୁ ଆପଣଙ୍କ ମାତାପିତା ସଂପୂର୍ଣ୍ଣ ସମର୍ଥନ କରିବା ସହିତ ଆପଣଙ୍କୁ ସେହି କାମରେ ସହଯୋଗ ମଧ୍ୟ କରିବେ । ଯଦି ଆପଣ ବିଦେଶରେ ଏକ ନୂତନ କାମ କିମ୍ବା ବ୍ୟବସାୟ ଆରମ୍ଭ କରିବା ପାଇଁ ମନରେ ବିତୃଷ୍ଣା ଭାବ ରଖି ଆସିଥାନ୍ତି, ତେବେ ସେହି ପ୍ରତିବନ୍ଧକ ଦୂର ହେବ । ସପ୍ତାହର ଶେଷ ଭାଗରେ ବନ୍ଧୁମାନଙ୍କ ସହିତ କିମ୍ବା ପରିବାର ସହିତ ଏକ ବଣଭୋଜି କରିବା କିମ୍ବା ଏକ ମନୋରମ ସ୍ଥାନକୁ ବୁଲିଯିବା ପାଇଁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ କରାଯାଇପାରେ । ପ୍ରେମ ସମ୍ପର୍କ ନିବିଡ ହେବ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦଦାୟକ ହେବ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Cancer)

ସିଂହ: ସିଂହ ରାଶିରେ ଜନ୍ମିତ ବ୍ୟକ୍ତିମାନେ ଏହି ସପ୍ତାହରେ ସେମାନଙ୍କ ସ୍ୱାସ୍ଥ୍ୟ ଓ ସଂପର୍କକୁ ପ୍ରାଥମିକତା ଦେବା ଆବଶ୍ୟକ । ଦୁର୍ବଳ ସ୍ୱାସ୍ଥ୍ୟ, ଆପଣଙ୍କ କାମ କରିବାର ଦକ୍ଷତା ଉପରେ ସିଧାସଳଖ ପ୍ରଭାବ ପକାଇବାର ସମ୍ଭାବନା ଅଛି । ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହାତଛଡା ହେବା ଦ୍ଵାରା ଆପଣ ହତୋତ୍ସାହ ହେବାର ସମ୍ଭାବନା ଅଛି । ଏକ ସାମାନ୍ୟ ତୃଟି କାରଣରୁ ଆପଣଙ୍କର ପ୍ରତିଷ୍ଠା ଧ୍ଵଂସ ହେବାର ସମ୍ଭାବନା ଅଛି । ଏହି ସମୟରେ ଆପଣ ନିଜର ବିରୋଧୀମାନଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ । ସପ୍ତାହର ପରବର୍ତ୍ତୀ ଅର୍ଦ୍ଧେକ ଭାଗରେ ଆପଣ ଜାଗା ଓ ସମ୍ପତ୍ତି ସମ୍ବନ୍ଧିତ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ଏହି ସମୟରେ ଚାକିରୀ କରୁଥିବା ବ୍ୟକ୍ତିମାନେ କର୍ମସ୍ଥଳୀରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଏକ ପ୍ରେମ ସମ୍ପର୍କ ଗଢିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ । ନିଜର ଜୀବନସାଥୀଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତୁ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Leo)

କନ୍ୟା: ସପ୍ତାହର ଆରମ୍ଭରେ, ପୂର୍ବବର୍ତ୍ତୀ କାମ ପାଇଁ ଆପଣଙ୍କର ପରିଚୟ ସୃଷ୍ଟି ହୋଇପାରେ । ଏହି ସମୟରେ ଆପଣଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵଗୁଡିକ ନ୍ୟସ୍ତ ହୋଇପାରେ । ବଜାରର ଅଭିବୃଦ୍ଧି ସହିତ ଆପଣ ଅର୍ଥ ନିବେଶ କରିବା ଦ୍ଵାରା ସଫଳତା ହାସଲ କରିବେ । ବଜାରରେ ଆପଣଙ୍କର ବିଶ୍ଵାସନିୟତା ମଧ୍ୟ ଉନ୍ନତ ହେବ । ଏକ ବ୍ୟବସାୟ ଦୃଷ୍ଟିକୋଣରୁ ଏହି ସପ୍ତାହ ସଂପୂର୍ଣ୍ଣ ରୂପେ ଅନୁକୂଳ ଅଟେ । ଯେଉଁମାନେ ନିଜ ଚାକିରି ବଦଳାଇବା ପାଇଁ ଚିନ୍ତା କରୁଥିଲେ, ସେମାନେ ଏହି ସପ୍ତାହ ଶେଷ ସୁଦ୍ଧା ଗୋଟିଏ ବଡ କମ୍ପାନିରୁ ଏକ ଅଫର୍ ପାଇବାର ସମ୍ଭାବନା ଅଛି । ଯଦି ଆପଣ ବହୁକାଳରୁ ନିଜ ବ୍ୟବସାୟକୁ ବିସ୍ତାର କରିବା ପାଇଁ ଚିନ୍ତା କରିଆସୁଛନ୍ତି, ତେବେ ଆପଣଙ୍କ ଇଚ୍ଛା ପୂରଣ ହେବ ବୋଲି ଜଣାପଡୁଛି । ସପ୍ତାହର ଦ୍ଵିତୀୟାର୍ଦ୍ଧରେ ଆପଣ ଏକ ବିରାଟ ବିଳାସପୂର୍ଣ୍ଣ ଜିନିଷ କିଣିବାର ସମ୍ଭାବନା ଅଛି, ଯାହାଦ୍ଵାରା ଆପଣଙ୍କ ଘରେ ଏକ ଆନନ୍ଦର ବାତାବରଣ ସୃଷ୍ଟି ହେବ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦଦାୟକ ହେବ । ପ୍ରେମ ସମ୍ପର୍କ ନିବିଡ ହେବ । ଆପଣ ନିଜର ସାଥୀଙ୍କ ସହ ସୁନ୍ଦର ମୂହୁର୍ତ୍ତଗୁଡିକୁ ବିତାଇବା ପାଇଁ ସୁଯୋଗ ପାଇବେ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Virgo)

ତୁଳା: ଏହି ସମୟରେ ଆପଣ ଏକ ବିବାଦ କାରଣରୁ ଅଦାଲତରେ ଉପସ୍ଥିତ ରହିବା ଆବଶ୍ୟକ ହୋଇପାରେ । ଏହା ସତ୍ତ୍ୱେ ଏକ ଆପୋଷ ବୁଝାମଣା ଦ୍ଵାରା ଯେକୌଣସି କଳହକୁ ଅଦାଲତ ବାହାରେ ସମାଧାନ କରିନେବା ଉଚିତ । ସପ୍ତାହର ଆରମ୍ଭରେ ନିଜର ସାନ ଭାଇ ବା ଭଉଣୀଙ୍କ ସହ ହୋଇଥିବା ଯୁକ୍ତିତର୍କ ଆପଣଙ୍କ ମୁଣ୍ଡ ବିନ୍ଧାର ଏକ ପ୍ରମୁଖ କାରଣ ହେବ । ଏହି ସମୟରେ କାହା ସହ କଥା ହେବା ବେଳେ ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ; ଅନ୍ୟଥା କଥାବସ୍ତୁ ବରବାଦ ହେବାର ସମ୍ଭାବନା ଅଛି । ସହକର୍ମୀମାନଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ସାମାନ୍ୟ ମନ୍ତବ୍ୟଗୁଡିକ ପ୍ରତି ପ୍ରତିକ୍ରିୟା ଦେଖାଇବା ପରିବର୍ତ୍ତେ ସେଗୁଡିକୁ ଅଣଦେଖା କରିବା ଶ୍ରେୟସ୍କର ଅଟେ । ସପ୍ତାହର ପରବର୍ତ୍ତୀ ଅର୍ଦ୍ଧେକ ଭାଗରେ ବୃତ୍ତିଗତ କିମ୍ବା ବ୍ୟାବସାୟିକ କାରଣରୁ ଆପଣଙ୍କୁ ଦୂର ଜାଗା କିମ୍ବା ଅଳ୍ପ ଦୂର ଜାଗାକୁ ଭ୍ରମଣ କରିବା ଆବଶ୍ୟକ ହୋଇପାରେ । ଏହି ଯାତ୍ରା ଉପଭୋଗ୍ୟ ହୋଇପାରେ କିନ୍ତୁ ଆଶା ଠାରୁ କମ୍ ଲାଭ ମିଳିବ । ଯଦି ଆପଣ କାହା ନିକଟରେ ନିଜର ପ୍ରେମ ଭାବନାକୁ ପ୍ରକଟ କରିବା ପାଇଁ ଚିନ୍ତା କରନ୍ତି, ତେବେ ତରବର ହୁଅନ୍ତୁ ନାହିଁ ଏବଂ ଉପଯୁକ୍ତ ସମୟ ଉପସ୍ଥିତ ନହେବା ପର୍ଯ୍ୟନ୍ତ ନିଜର ଭାବାବେଗକୁ ପ୍ରକାଶ କରନ୍ତୁ ନାହିଁ; ଏପରି ନକଲେ ପରିସ୍ଥିତି ବିଗିଡି ଯିବାର ସମ୍ଭାବନା ଅଛି । ପୂର୍ବ ସମ୍ପର୍କଗୁଡିକ ଉନ୍ନତ ହେବ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Libra)

ବିଛା: ସପ୍ତାହର ଆରମ୍ଭରେ ଆପଣ ପୂର୍ବରୁ କରିଥିବା ଉଦ୍ୟମଗୁଡିକ ଏବଂ କଠିନ ପରିଶ୍ରମର ସୁଫଳ ପାଇବାର ସମ୍ଭାବନା ଅଛି । ଆପଣ କ୍ୟାରିଅର ଓ ବ୍ୟବସାୟ ସମ୍ବନ୍ଧିତ କିଛି ଭଲ ଖବର ପାଇବାର ସମ୍ଭାବନା ଅଛି । ଏହି ସମୟରେ ଚାକିରି କରୁଥିବା ଲୋକମାନେ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କର ବିରୋଧୀମାନଙ୍କ ପ୍ରତି ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ କାରଣ ସେମାନେ ଆପଣ ସଂପୂର୍ଣ୍ଣ କରିଥିବା କାମରେ ବାଧା ସୃଷ୍ଟି କରିପାରନ୍ତି । ସପ୍ତାହର ପରବର୍ତ୍ତୀ ଅର୍ଦ୍ଧେକ ଭାଗରେ ଅଧ୍ୟୟନ ପ୍ରତି ବିଦ୍ୟାର୍ଥୀମାନଙ୍କର ଆଗ୍ରହ କମିବାର ସମ୍ଭାବନା ଅଛି । ଯଦି ଆପଣ କୌଣସି ପରୀକ୍ଷା କିମ୍ବା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବ୍ୟସ୍ତ ରହୁଛନ୍ତି, ତେବେ କେବଳ କଠିନ ପରିଶ୍ରମ ଦ୍ଵାରା ହିଁ ଇଚ୍ଛିତ ସଫଳତା ପାଇବେ । ଜଣେ ତୃତୀୟ ବ୍ୟକ୍ତିଙ୍କ ହସ୍ତକ୍ଷେପ କାରଣରୁ ଆପଣଙ୍କ ପ୍ରେମ ସମ୍ପର୍କରେ କଟୁତା ସୃଷ୍ଟି ହୋଇପାରେ । ଏଭଳି ପରିସ୍ଥିତିରେ ଯେକୌଣସି ବିବାଦକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ । ସପ୍ତାହର ଶେଷ ଭାଗରେ ନିଜର ଜୀବନସାଥୀଙ୍କ ସହ କୌଣସି ଏକ ପବିତ୍ର ସ୍ଥାନକୁ ବୁଲିଯିବା ପାଇଁ ଯୋଜନା କରିପାରନ୍ତି । ଘରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ଚିନ୍ତାର କାରଣ ହେବାର ସମ୍ଭାବନା ଅଛି ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Scorpio)

ଧନୁ: ଯଦି ଧନୁ ରାଶିର ବ୍ୟକ୍ତିମାନେ ଏହି ସପ୍ତାହରେ ସେମାନଙ୍କର ସମୟ ଓ ଶକ୍ତିକୁ ସଠିକ ଭାବେ ପରିଚାଳନା କରିବାରେ ସଫଳ ହୁଅନ୍ତି, ତେବେ ସେମାନେ ଆଶା ଠାରୁ ଅଧିକ ସଫଳତା ଓ ଲାଭ ପାଇବାର ସମ୍ଭାବନା ଅଛି । ଏହି ସମୟରେ ପ୍ରଭାବଶାଳୀ ଲୋକମାନଙ୍କ ସହ ଆପଣଙ୍କର ଯୋଗାଯୋଗ ବୃଦ୍ଧି ପାଇବ ଏବଂ ଭବିଷ୍ୟତରେ ସେମାନଙ୍କ ସାହାଯ୍ୟରେ ଲାଭକାରୀ ଯୋଜନାଗୁଡିକରେ ଜଡିତ ହେବା ପାଇଁ ଆପଣ ସୁଯୋଗ ପାଇବେ । ଚାକିରି କରୁଥିବା ମହିଳାମାନେ କିଛି ବଡ ସଫଳତା ପାଇବାର ସମ୍ଭାବନା ଅଛି, ଯାହା ଦ୍ଵାରା କର୍ମସ୍ଥଳୀରେ ଏବଂ ପରିବାରରେ ସେମାନଙ୍କର ସମ୍ମାନ ବୃଦ୍ଧି ପାଇବ । ଅବିବାହିତ ଲୋକମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ପ୍ରେମ ସମ୍ପର୍କରେ ନିବିଡତା ଦେଖିବାକୁ ମିଳିବ । ଏହା ସମ୍ଭବ ଯେ, ଆପଣଙ୍କ ମାତାପିତା ଆପଣଙ୍କ ପ୍ରେମକୁ ସ୍ଵୀକାର କରିପାରନ୍ତି ଏବଂ ବିବାହ ପାଇଁ ସବୁଜ ସଂକେତ ଦେବେ । ସପ୍ତାହର ପରବର୍ତ୍ତୀ ଭାଗରେ ମା’ଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ଏହି ସମୟରେ ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ସାବଧାନତାର ସହ ଗାଡି ଚଲାନ୍ତୁ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Sagittarius)

ମକର: ମକର ରାଶି ଲୋକମାନେ ସେମାନଙ୍କର ଦାୟିତ୍ଵଗୁଡିକୁ ତୁଲାଇବା ପାଇଁ ଏହି ସପ୍ତାହରେ କଠିନ ପରିଶ୍ରମ କରିବେ । ଏହି ସପ୍ତାହର ଆରମ୍ଭରେ ଘରର ମରାମତି କାମ ଇତ୍ୟାଦିରେ ଆପଣ ବ୍ୟସ୍ତତା ମଧ୍ୟରେ ରହିବାର ସମ୍ଭାବନା ଅଛି । ଏହି ସପ୍ତାହରେ ହଠାତ କିଛି ବଡ ଖର୍ଚ୍ଚ ହେବା ଦ୍ଵାରା ଆପଣଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇପାରେ । ଯଦି ଆପଣ ଚାକିରି ପାଇଁ ଏଣେତେଣେ ଖୋଜି ବୁଲୁଥାନ୍ତି, ତେବେ ଆପଣଙ୍କୁ ଆଉ ଟିକେ ସମୟ ଅପେକ୍ଷା କରିବାକୁ ପଡିପାରେ । ଏହି ସମାନ ସମୟରେ ଚାକିରି କରୁଥିବା ଲୋକମାନଙ୍କ ଉପରେ ହଠାତ କାର୍ଯ୍ୟଭାର ବୃଦ୍ଧି ହୋଇପାରେ । ଆପଣ ଓ ଆପଣଙ୍କ ଜୀବନସାଥିଙ୍କ ମଧ୍ୟରେ ଥିବା ବ୍ୟବଧାନକୁ କଳହରେ ରୂପାନ୍ତର ହେବାକୁ ଦିଅନ୍ତୁ ନାହିଁ ଏବଂ କଥାବାର୍ତ୍ତା ମାଧ୍ୟମରେ ପାରିବାରିକ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ । ଏହି ସପ୍ତାହରେ ଆପଣ ଓ ଆପଣଙ୍କ ସାଥୀଙ୍କ ମଧ୍ୟରେ କୌଣସି ପ୍ରକାରର ଭୁଲ ବୁଝାମଣା, ଆପଣଙ୍କ ପ୍ରେମ ସଂପର୍କକୁ ପ୍ରଭାବିତ କରିପାରେ । ଘରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ଖରାପ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ପୂର୍ବ ଭଳି ମଧ୍ୟ ଚିନ୍ତାର କାରଣ ହେବ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Capricorn)

କୁମ୍ଭ: ଏହି ସପ୍ତାହରେ କୁମ୍ଭ ରାଶିରେ ଜନ୍ମିତ ବ୍ୟକ୍ତିମାନେ ଅଳସୁଆ କିମ୍ବା ଗର୍ବି ହେବା ଉଚିତ ନୁହେଁ । ଏଭଳି ପରିସ୍ଥିତିରେ ଆସନ୍ତା କାଲି ପର୍ଯ୍ୟନ୍ତ କାମକୁ ଟାଳିବା ଭଳି ମନୋବୃତ୍ତି ଠାରୁ ଦୂରେଇ ରହିବା ପାଇଁ ପ୍ରଗାଢ ଚେଷ୍ଟା କରନ୍ତୁ; ଅନ୍ୟଥା ଆପଣଙ୍କର ପ୍ରଚୁର କ୍ଷତି ହେବାର ସମ୍ଭାବନା ଅଛି । ଉଦାହରଣ ସ୍ୱରୂପ, ଅଦାଲତକୁ ଯିବା ପରିବର୍ତ୍ତେ ଶାନ୍ତିପୂର୍ଣ୍ଣ ଭାବରେ ସାମୂହିକ କଥାବାର୍ତ୍ତା ମାଧ୍ୟମରେ ଜାଗା ଓ ଘରବାଡି ବିବାଦଗୁଡିକୁ ସମାଧାନ କରିବା ସ୍ଵାଗତଯୋଗ୍ୟ ହେବ । ବ୍ୟବସାୟ ପାଇଁ ସପ୍ତାହର ମଧ୍ୟ ଭାଗ ସମୟ ଏକ ଅନୁକୂଳ ସମୟ ନୁହେଁ । ଏହି ସମୟରେ ଅର୍ଥ ସମ୍ବନ୍ଧିତ କାରବାର କରିବା ବେଳେ ଆପଣ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଉଚିତ । ଯେକୌଣସି କାର୍ଯ୍ୟରେ କିମ୍ବା ସଂସ୍ଥାରେ ସାବଧାନତାର ସହ ଅର୍ଥ ବିନିଯୋଗ କରିବା ଉଚିତ; ଅନ୍ୟଥା, ଆପଣ ପରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ଭ୍ରମଣ କରିବା ସମୟରେ ଆପଣ ନିଜର ମୂଲ୍ୟବାନ ଜିନିଷ ଏବଂ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ପ୍ରେମ ସମ୍ପର୍କରେ ସାବଧାନତାର ସହ ଆଗକୁ ବଢନ୍ତୁ । ବୈବାହିକ ଜୀବନ ସୁଖମୟ ହେବ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Aquarius)

ମୀନ: ମୀନ ରାଶି ଲୋକମାନେ ସପ୍ତାହର ପ୍ରଥମ ଅର୍ଦ୍ଧେକ ଭାଗରେ ନିଜର କଠିନ ପରିଶ୍ରମ ଏବଂ ଦୃଢ ଇଚ୍ଛା ଶକ୍ତି ମାଧ୍ୟମରେ ସେମାନଙ୍କର ଲକ୍ଷ୍ୟଗୁଡିକୁ ହାସଲ କରିବେ । ଚାକିରି କରୁଥିବା ଲୋକମାନେ ସେମାନଙ୍କର କାମକୁ ଅନ୍ୟମାନଙ୍କ ଭରସାରେ ଛାଡି ନଦେଇ ସଠିକ ଭାବରେ ନିଜେ ସଂପୂର୍ଣ୍ଣ କରିବା ଆବଶ୍ୟକ; ଅନ୍ୟଥା ଆପଣ ନିଜ ଉପରିସ୍ଥ ଅଧିକାରୀଙ୍କ କ୍ରୋଧର ଶିକାର ହେବେ। ଚାକିରି କରୁଥିବା ଲୋକମାନଙ୍କର ଆୟର ଅତିରିକ୍ତ ଉତ୍ସ ରହିବ । ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ସପ୍ତାହର ପ୍ରଥମ ଭାଗ ମନ୍ଥର ବୋଲି ଜଣାପଡିପାରେ କିନ୍ତୁ ଦ୍ଵିତୀୟ ଭାଗ ଲାଭଜନକ ହେବ । ଏହି ସମୟରେ ଆପଣ ବଜାରର ଅଭିବୃଦ୍ଧି ସହିତ ଆର୍ଥିକ ରୂପେ ଲାଭବାନ ହେବାରେ ସକ୍ଷମ ହେବେ । ମୋଟ ସମ୍ପତ୍ତିରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ଗଭୀର ହେବ । ନିଜର ପ୍ରେମିକ/ପ୍ରେମିକାଙ୍କ ସହ ଆପଣ ଉତ୍ତମ ତାଳମେଳ ଦେଖିବାକୁ ପାଇବେ । ଏକ ସଫଳ ବୈବାହିକ ଜୀବନ ପାଇଁ ଏହି ସପ୍ତାହରେ ଆପଣ ନିଜର ସ୍ୱାସ୍ଥ୍ୟ ଏବଂ ସଂପର୍କକୁ ନିଶ୍ଚିତ ରୂପେ ପ୍ରାଥମିକତା ଦେବା ଆବଶ୍ୟକ । ସପ୍ତାହର ଆରମ୍ଭରେ ଆପଣ ଋତୁକାଳୀନ କିମ୍ବା ପୁରୁଣା ରୋଗ ଦ୍ଵାରା ପୀଡିତ ହେବାର ସମ୍ଭାବନା ଅଛି ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Pisces)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.