ETV Bharat / bharat

ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କୁ ହେବ ଅର୍ଥଲାଭ, ପ୍ରତ୍ୟେକ କାର୍ଯ୍ୟରେ ମିଳିବ ସଫଳ - DAILY RASIFALA

author img

By ETV Bharat Odisha Team

Published : Aug 18, 2024, 12:00 AM IST

Today Rasifal Horoscope 18 August Tuesday: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରହିଛି ମାନସମ୍ମାନ ଯୋଗ । କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ । କେଉଁମାନେ ହେବେ ଖର୍ଚ୍ଚାନ୍ତ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେଉଁ ରାଶିରେ ରହିଛି କେଉଁ ଯୋଗ, ଜାଣନ୍ତୁ
କେଉଁ ରାଶିରେ ରହିଛି କେଉଁ ଯୋଗ, ଜାଣନ୍ତୁ (ETV Bharat Odisha)

ମେଷ: ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ । ଆପଣଙ୍କ ସୁନ୍ଦର ବ୍ୟବହାର ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ । ପାରିବାରିକ ତଥା ଘର ବିଷୟରେ ଆଲୋଚନା ମଙ୍ଗଳମୟ ହେବ । ସ୍ବାସ୍ଥ୍ୟରେ ଉନ୍ନତି ଆସିବ । ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ । ଅଟକି ରହିଥିବା କାର୍ଯ୍ୟା ସମାପ୍ତ ହେବ । ପରିବାର ଲୋକଙ୍କ ସହ ବାହାରକୁ ବୁଲାବୁଲି କରିବା ପାଇଁ ଯାଇପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ ।

ଆଜିର ରାଶିଫଳ
ଆଜିର ରାଶିଫଳ (ARIES)

ବୃଷ: ଆଜି ଦିନଟି ବୁଲାବୁଲି କରିବା ପପାଇଁ ଏକ ଶୁଭ ଦିନ ଅଟେ । ଆପଣ ବିଦେଶକୁ, ବହୁତ ଦୂର ସ୍ଥାନକୁ କିମ୍ୱା ଧାର୍ମିକ ସ୍ଥାନକୁ ନିଜର ଯାତ୍ରା ଆରମ୍ଭ କରିପାରନ୍ତି । ଆପଣ ନିଜର ଦରକାରୀ ଜିନିଷକୁ ବ୍ୟାଗରେ ପୁରାଇ ଯାତ୍ରା ପାଇଁ ପ୍ରସ୍ତୁତ ହେବେ ଏବଂ ବହୁଦିନ ରହଣି ପାଇଁ ନିଜେ ସ୍ଥିରିକୃତ ସ୍ଥାନକୁ ଯାଇ ନୂତନ ସହରରେ କିଛି ନୂତନ କାର୍ଯ୍ୟ କରିବାକୁ ଆଗ୍ରହୀ ହେବେ । ଯେ କୌଣସି ନୂତନ ଦୁଃସାହାସିକ କାର୍ଯ୍ୟରେ ଶୁଭାରମ୍ଭ କରିବେ । ତାହା ପ୍ରଚୁର ଅର୍ଥ ଉପାର୍ଜନ କରିବାର ସୁଯୋଗ ଦେବେ । ଧାର୍ମୀକ ସ୍ଥାନ ପରିଭ୍ରମଣରୁ ଫେରି କିଛି ନୂତନ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ । ବିଦେଶରେ ଥିବା ପ୍ରିୟଜନଙ୍କ ଠାରୁ ଶୁଭ ସମ୍ୱାଦ ପାଇବେ । ସାଧାରଣ ମୁଣ୍ଡବ୍ୟଥା ଓ ସର୍ଦ୍ଦି ଯୋଗୁଁ ଆପଣ ସାମାନ୍ୟ କଷ୍ଟ ପାଇପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (TAURUS)

ମିଥୁନ: ଆଜି କିଛି ଅଦ୍ଭୁତ ଓ ଅପ୍ରୀତିକର ଘଟଣା ଘଟିପାରେ । ତେଣୁ ସତର୍କତା ସହ ରୁହନ୍ତୁ । ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଲାଗି ରହିବ । ଏଥିରୁ ପରିତ୍ରାଣ ପାଇବାକୁ ହେଲେ ନିଜର ପସନ୍ଦ ମୁତାବକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ । ହତୋତ୍ସାହିତ ହୁଅନ୍ତୁ ନାହିଁ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ନିଜ ମନର ଶାନ୍ତିକୁ ବ୍ୟାହତ ରଖିବାକୁ ହେଲେ ଧ୍ୟାନ ଓ ଯୋଗ କରିବା ପ୍ରୟୋଜନ ଅଟେ । କଥା କହିବା ସମୟରେ ମାପିଚୁପି କଥା କୁହନ୍ତୁ । ପରିଶ୍ରମ ଅନୁସାରେ ଫଳ ମିଳିନପାରେ । ଯାହା ଆପଣଙ୍କୁ ବ୍ୟସ୍ତବିବ୍ରତ କରିପାରେ ।

ଆଜିର ରାଶିଫଳ
ଆଜିର ରାଶିଫଳ (GEMINI)

କର୍କଟ: ଆଜି ଆପଣ ନିଜର ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ କାଟିବେ । ଅର୍ଥ ପ୍ରାପ୍ତି ଯୋଗ ଅଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ ଏବଂ ସହକର୍ମୀଙ୍କ ଦ୍ୱାରା ଉପକୃତ ହେବେ । ପ୍ରିୟଜନଙ୍କ ସହ ଦୂରସ୍ଥାନ ଭ୍ରମଣରେ ଯାଇ ମୌଜ ମଜଲିସ କରିବେ ଏବଂ ଏହି ସ୍ମୃତି ବହୁଦିନ ପାଇଁ ମନେ ରହିବ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ । କର୍ମଚଞ୍ଚଳ ହେବେ । ଭାଗ୍ୟଶାଳୀ ହେବାର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ହସଖୁସିରେ ପୁରି ଉଠିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (CANCER)

ସିଂହ: ଆଜି ଦିନଟି ଆଦୌ ଶୁଭଙ୍କର ନୁହେଁ । ବହୁ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରିବ । ନିଜକୁ ଦୃଢ ଓ ସ୍ଥିର ରଖନ୍ତୁ । ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ ମଧ୍ୟ ଭାଙ୍ଗି ପଡନ୍ତୁନାହିଁ । ଅଫିସରେ ମଧ୍ୟ ଆପଣ ନିଜ କାର୍ଯ୍ୟକୁ ମନଯୋଗ ସହକାରେ ସମ୍ପୂର୍ଣ୍ଣ କରିପାରିବେନି । ସହକର୍ମୀଙ୍କ ସହଯୋଗ ମିଳିବନି । ସେମାନେ ସମାଲୋଚନା କରିପାରନ୍ତି । ତେଣୁ ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କୁ ନିଜର ନିଷ୍ଠାର ପରୀକ୍ଷା ଦେଇପାରନ୍ତି । ମୋଟାମୋଟି ଭାବେ ଆଜିର ଦିନଟି ଆପଣଙ୍କୁ ଶାନ୍ତି ଦେଇପାରିବନାହିଁ ।

ଆଜିର ରାଶିଫଳ
ଆଜିର ରାଶିଫଳ (LEO)

କନ୍ୟା: ଆଜିର ଦିନଟି ବିଦ୍ୟାର୍ଥୀଙ୍କ ପାଇଁ ଏକ କଷ୍ଟପ୍ରଦ ଦିନ ଅଟେ । ନିଜ ସନ୍ତାନଙ୍କର ଅଳି ଅର୍ଦ୍ଦଳି ଯୋଗୁଁ ଆପଣ ନିଜର କାର୍ଯ୍ୟରେ ମନୋନିବେଶ କରିପାରିବେନାହିଁ । ଅର୍ଥ ବିନିଯୋଗ କରିବା ପାଇଁ ଦିନଟି ଶୁଭ ନୁହେଁ । ଆଜି କୌଣସି ସଭା ସମିତିରେ ବା କୌଣସି ଆଲୋଚନାରେ ଭାଗ ନିଅନ୍ତୁ ନାହିଁ । ପୂର୍ବ ଘଟଣାକୁ ଭାବି ଚିନ୍ତିତ ରହିବେ । କଷ୍ଟ ଅନୁସାରେ ଫଳ ମିଳିବ ନାହିଁ । ଆଜି ଟଙ୍କା କାରବାରରୁ ଦୂରେଇ ରୁହନ୍ତୁ । ଖର୍ଚ୍ଚ ବଢ଼ିପାରେ । ଶାରୀରିକ ଓ ମାନସିକ ଭାବରେ ଅସୁସ୍ଥତା ଅନୁଭବ କରିପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (VIRGO)

ତୁଳା: ଆଜି ଆପଣ ନିଜକୁ ଶାନ୍ତ ଓ ସ୍ଥିର ରଖିବାକୁ ଚେଷ୍ଟାକରି ମଧ୍ୟ ଅସଫଳ ହେବେ । ସୁସ୍ଥ ମସ୍ତିଷ୍କରେ ପ୍ରତ୍ୟେକ କାର୍ଯ୍ୟକୁ କରିବାକୁ ଚେଷ୍ଟା କରନ୍ତୁ । ଯାତ୍ରା କଲାବେଳେ ସାବଧାନ ରୁହନ୍ତୁ । ପାରିବାରିକ ଜୀବନ ଅଶାନ୍ତ ହୋଇପାରେ । ତେଣୁ କୌଣସି ଆଲୋଚନା ବା ଯୁକ୍ତିତର୍କରୁ ଦୁରେଇ ରୁହନ୍ତୁ । ନଚେତ ଆପଣଙ୍କ ମାନ ସମ୍ମାନ ହାନି ଘଟିପାରେ । ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବେ । ନୂଆ କାମ ହାତକୁ ନେବେ, କିନ୍ତୁ ଚାହୁଁଥିବା କାର୍ଯ୍ୟ ହେବନାହିଁ । ପ୍ରତିଶୋଧ ପରାୟଣ ହୋଇପାରନ୍ତି । କଥାବାର୍ତ୍ତାରେ ଭାରସାମ୍ୟ ହରାଇ ଅପଦସ୍ତ ହେବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (LIBRA)

ବିଛା: ଆଜି ଆପଣଙ୍କ ପାଇଁ ଶୁଭଦିନ ଅଟେ । ଅର୍ଥ ଆଗମନ ହୋଇପାରେ । ଭାଗ୍ୟ ଅନୁକୂଳ ଯୋଗୁଁ ପ୍ରିୟଜନଙ୍କଠାରୁ ସ୍ନେହ ସୌହାର୍ଯ୍ୟ ମିଳିପାରେ । ନୂତନ କାର୍ଯ୍ୟରେ ଶୁଭାରମ୍ଭ କରିବାର ସର୍ବୋକୃଷ୍ଟ ସମୟ ଅଟେ । ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇପାରନ୍ତି । ମାନସିକ ଶାନ୍ତି ଅବ୍ୟାହତ ରହିବ । ଶତ୍ରୁମାନେ ପରାଜୟ ବରଣ କରିପାରନ୍ତି । ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିବେ । ଅଟକୁ ରହିଥିବା କାର୍ଯ୍ୟ ଆଜି ପୁରା ହେବ । ଯାହା ଆପଣଙ୍କୁ ଖୁସି ଆଣିଦେବ । ବ୍ୟବସାୟରେ ଉନ୍ନତି ହେବ । ବିଦ୍ୟାର୍ଥୀ ପାଠପଢ଼ାରେ ଆଗ୍ରହୀ ହେବେ ।

ଆଜିର ରାଶିଫଳଆଜିର ରାଶିଫଳ
ଆଜିର ରାଶିଫଳ (SCORPIO)

ଧନୁ: ଆଜି ଦିନରେ ଆପଣ ବ୍ୟସ୍ତ ରହିପାରନ୍ତି । ଆପଣଙ୍କ ପାରିବାରିକ ଜୀବନ ବଡ଼ ବାଧାର ସମ୍ମୁଖୀନ ହୋଇପାରନ୍ତି । ଆପଣ ନିଜର କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିବାରେ ଅସମର୍ଥ ହୋଇପାରନ୍ତି । ତେଣୁ ହତୋତ୍ସାହିତ ହୋଇପାରନ୍ତି । ଆଜି କୌଣସି ଗୁରୁତ୍ୱପୁର୍ଣ୍ଣ ସିଦ୍ଧାନ୍ତ ନିଅନ୍ତୁ ନାହିଁ । ବୃତ୍ତିଗତ ଓ ଗୃହକର୍ମରେ ନିଜକୁ ଦିନସାରା ଲିପ୍ତ ରଖନ୍ତୁ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି କାହାକୁ ଧାର କରଜ ଦିଅନ୍ତୁ ନାହିଁ । ନଚେତ ଟଙ୍କା ଫେରିପାଇବାରେ ବିଳମ୍ବ ହୋଇପାରେ ।

ଆଜିର ରାଶିଫଳ
ଆଜିର ରାଶିଫଳ (SAGITTARIUS)

ମକର: ପ୍ରଥମେ ଠାକୁରଙ୍କୁ ପ୍ରାର୍ଥନା କରି ଦିନଟି ଆରମ୍ଭ କଲେ ଶୁଭରେ କଟିବ । ଆପଣ ଧାର୍ମିକ କାର୍ଯ୍ୟ ଆୟୋଜନ କରିବାରେ ନିଜକୁ ଲିପ୍ତ ରଖିବେ । ପାରିବାରିକ ଜୀବନ ସୁଖମୟ ହେବ । ନିଜର ବନ୍ଧୁ ଓ ପ୍ରିୟଜନଙ୍କ ଠାରୁ କିଛି ଉପହାର ପାଇପାରନ୍ତି । ବୃତ୍ତିଗତ ଜୀବନରେ ନିଜର ପ୍ରତିପତ୍ତି ବୃଦ୍ଧି ପାଇବ । ବରିଷ୍ଠ ଅଧିକାରୀମାନେ ଆପଣଙ୍କ କର୍ମରେ ସନ୍ତୋଷ ପ୍ରକାଶ କରିବେ । ସମୟ ଅନୁକୂଳ ଥିବାରୁ ଆପଣ ନିଜର କର୍ମକୁ ସଫଳତାର ସହ ସମ୍ପୂର୍ଣ୍ଣ କରିପାରିବେ । ଆପଣଙ୍କୁ ମାନସିକ ଶାନ୍ତି ମିଳିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (CAPRICORN)

କୁମ୍ଭ: ଆଜି ଆପଣଙ୍କର ମନ ଅଶାନ୍ତ ରହିବ । ଶାରୀରିକ ଦୁର୍ବଳତା ଲାଗି ରହିବ । କୌଣସି କାରଣରୁ ପାରିବାରିକ ଅଶାନ୍ତି ବଢିପାରେ । ପାଟିତୁଣ୍ଡ ଯୋଗୁଁ ଆପଣଙ୍କର ମନ ଭାରାକ୍ରାନ୍ତ ରହିବ । ଆପଣ ନିଜକୁ ସଞ୍ଜତ କରି ରଖନ୍ତୁ । ଖର୍ଚ୍ଚ କମାନ୍ତୁ । ସରକାରୀ କାଗଜ ପ୍ରତି ଯତ୍ନବାନ ହୁଅନ୍ତୁ । ଧାର ଉଧାରରୁ ଦୂରରେ ରହନ୍ତୁ । ଅନ୍ୟ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ନଚେତ ଅଯଥା ଅପଦସ୍ତ ହେବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (AQUARIUS)

ମୀନ: ଅର୍ଥ ଆଗମନ ହେବାର ଶୁଭ ସୂଚନା ମିଳୁଛି । ପୁରସ୍କାର କିମ୍ୱା ଲଟେରୀରୁ ଅର୍ଥ ମିଳିପାରେ । ଆଜି ଆପଣଙ୍କର ସନ୍ତାନମାନଙ୍କର ସଫଳତା ପାଇଁ ସେମାନଙ୍କ ସହ ସାକ୍ଷାତ କରି ଖୁସି ହେବେ । ହଜିଯାଇଥିବା ଜଣେ ପୁରୁଣା ବନ୍ଧୁଙ୍କ ଦେଖାକରି ଉତ୍‍ଫୁଲିତ ହେବେ । ନୂତନ କାର୍ଯ୍ୟ ଆରମ୍ଭ କରି ଲାଭବାନ ହେବେ । କୌଣସି ସାମାଜିକ କିମ୍ୱା ବ୍ୟବସାୟିକ କାର୍ଯ୍ୟରେ ଯୋଗଦେବା ପାଇଁ ଯାତ୍ରା କରିପାରନ୍ତି । ଆମୋଦ ପ୍ରମୋଦରେ ଦିନ କାଟିପାରନ୍ତି । ପ୍ରିୟଜନଙ୍କ ସଙ୍ଗରେ କୌଣସି ଏକ ଆକର୍ଷଣୀୟ ଯାଗାକୁ ବଣଭୋଜି କରିବାକୁ ଓ ହସଖୁସିରେ ସମୟ କାଟିବାକୁ ପସନ୍ଦ କରିପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (PISCES)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.