ETV Bharat / bharat

ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ, ରାଜଯୋଗ ଫଳରେ ଲାଭବାନ ହେବ ଏହିସବୁ ରାଶି - Sun Transit In Virgo

author img

By ETV Bharat Odisha Team

Published : Sep 10, 2024, 9:26 PM IST

Sun Transit In Virgo: ୧୬ ସେପ୍ଟେମ୍ବର ସନ୍ଧ୍ୟା ୭.୨୯ରେ ସୂର୍ଯ୍ୟଦେବ କନ୍ୟାରାଶିରେ ପ୍ରବେଶ କରିବେ । ଅନ୍ୟପକ୍ଷରେ, କନ୍ୟାରାଶିର ପ୍ରଭୁ ବୁଧ ମଧ୍ୟ ସେପ୍ଟେମ୍ବର ୨୩ରେ ନିଜର କନ୍ୟାରାଶିରେ ପ୍ରବେଶ କରିବେ । ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ରାଶିର ପରିବର୍ତ୍ତନ ଦ୍ୱାରା କେଉଁ ରାଶି ଉପରେ ପ୍ରତିକୂଳ ପ୍ରଭାବିତ ପଡ଼ିବ ।

Etv Bharat
Etv Bharat (ETV Bharat Odisha)

ହାଇଦ୍ରାବାଦ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପରିବର୍ତ୍ତନ ବା ଗୋଚର କରନ୍ତି । ଏହି ଚଳନ କେତେକ ରାଶି ଉପରେ ସକରାତ୍ମକ ତ, ଆଉ କେତେକ ରାଶି ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ । ସେପ୍ଟେମ୍ବର ୧୬ ତାରିଖ କନ୍ୟା ସଂକ୍ରାନ୍ତିରେ ସୂର୍ଯ୍ୟ କନ୍ୟା ରାଶିକୁ ଗୋଚର ହେବେ । ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ବିଶେଷ କରି ଧନ ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ସେହିପରି ସେପ୍ଟେମ୍ବର ୨୩ ତାରିଖରେ କନ୍ୟାରାଶିର ପ୍ରଭୁ ବୁଧ ମଧ୍ୟ କନ୍ୟାରାଶିରେ ପ୍ରବେଶ କରିବେ । ଏହା ଫଳରେ କେଉଁ ରାଶିଙ୍କ ପାଇଁ ଶୁଭ ଓ କେଉଁମାନଙ୍କୁ ସତର୍କ ରହିବାକୁ ପଡ଼ିବ ଜାଣନ୍ତୁ...

ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ
ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ (ARIES)

ମେଷ: ସୂର୍ଯ୍ୟ କନ୍ୟା ରାଶିକୁ ଚଳନ (ସଙ୍କ୍ରାନ୍ତି) ଫଳରେ ମେଷ ରାଶିର ବ୍ୟକ୍ତି ବିଶେଷ ପାଇଁ ବେଶ ଫଳପ୍ରଦ ରହିବ । ଏହି ସମୟ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ଜୀବନ ଶୁଭମୟ ହେବ । ଚାକିରି କରୁଥିବା ମଧ୍ୟ ଉପକୃତ ହେବେ । ବ୍ୟବସାୟରେ ଅଗ୍ରଗତି ହେବ । ମାସାର୍ଦ୍ଧରେ ଅର୍ଥ ଆଗମନର ସଂକେତ ରହିଛି । ଯଦି ଆପଣ ବିଦେଶ ଭ୍ରମଣ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ମନସ୍କାମନା ପୂରଣ ହେବ । ପ୍ରେମ ସମ୍ପର୍କ ମଧ୍ୟ ମଜବୁତ ରହିବ । ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରିବାକୁ ପଡିବ ।

ଉପାୟ- ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବା ଲାଭଦାୟକ ହେବ ।

ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ
ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ (TAURUS)

ବୃଷ : ସୂର୍ଯ୍ୟଦେବ କନ୍ୟା ରାଶିକୁ ଗୋଚର କରିବା ଫଳରେ ବୃଷ ରାଶିର ବ୍ୟକ୍ତିଙ୍କ ଉପରେ ଏହାର ଭଲ ପ୍ରଭାବ ରହିବ । ରିଅଲ୍ ଇଷ୍ଟେଟ୍ କାର୍ଯ୍ୟରେ ଆପଣ ସାହାଯ୍ୟ ପାଇବେ । ଆୟର ନୂତନ ଉତ୍ସ ମିଳିବ । ଯାହା ଆପଣଙ୍କୁ ଲାଭ ଦେବ । ସରକାରଙ୍କ ଦ୍ୱାରା ଉପକୃତ ହେବେ । ଋଣ ସୁଝିବା ପାଇଁ ସାହାଯ୍ୟ ମିଳିବ । ପରିବାରକୁ ଏକ ବଡ଼ ଖୁସି ଖବର ମିଳିବ । ଯାହା ଆପଣଙ୍କ ଖୁସିକୁ ଦ୍ବିଗୁଣିତ କରିବ । ରାଜନୀତିରେ ପ୍ରତିଷ୍ଠା ଲାଭ କରିବେ । ଛାତ୍ରମାନଙ୍କ ପାଇଁ ବହୁତ ଭଲ ରହିବ । ଜ୍ଞାନୀ ଲୋକଙ୍କୁ ମଧ୍ୟ ଭେଟିବ ।

ଉପାୟ- ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ

ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ
ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ (GEMINI)

ମିଥୁନ: ସୂର୍ଯ୍ୟଦେବ କନ୍ୟା ରାଶିରେ ଗୋଚର ହେବା ଫଳରେ ଏହା ମିଥୁନ ରାଶିର ବ୍ୟକ୍ତିଙ୍କ ଉପରେ ଭଲ ପ୍ରଭାବ ପକାଇବ । ଆପଣଙ୍କର ବ୍ୟବସାୟରେ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ହେବ । ଟଙ୍କା ସଞ୍ଚୟ କରିବାରେ ସଫଳତା ପାଇବେ । ଏହା ଆପଣଙ୍କ ଘରେ ସୁଖ ବୃଦ୍ଧି କରିବ । ସାନ ଭାଇ ଓ ଭଉଣୀମାନଙ୍କଠାରୁ ମଧ୍ୟ ସମର୍ଥନ ପାଇବେ । ପିତାଙ୍କ ସହ ସମ୍ପର୍କ ଅଧିକ ଦୃଢ଼ ହେବ । ଶାରୀରିକ ଓ ମାନସିକ ବାବରେ ସୁସ୍ଥ ରହିବେ । ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ । ବହୁ ଦିନ ଧରି ଅଟକିଥିବା କାର୍ଯ୍ୟ ଏହି ମାସରେ ହାସଲ ହେବ ।

ଉପାୟ- ଆଦିତ୍ୟ ହୃଦୟ ସ୍ରୋତ ପାଠ କରନ୍ତୁ

ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ
ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ (CANCER)

କର୍କଟ: ସୂର୍ଯ୍ୟ କନ୍ୟା ରାଶିକୁ ଗୋଚର କରିବା କର୍କଟ ରାଶିର ଲୋକଙ୍କ ଉପରେ ସର୍ବୋତ୍ତମ ପ୍ରଭାବ ପକାଇବ । ଏହି ଅବଧି ମଧ୍ୟରେ ଆପଣ ନୂତନ ଜିନିଷ କିଣିବାକୁ ଆଗ୍ରହୀ ହେବେ । ଆପଣ ଏହି ସମୟ ମଧ୍ୟରେ ଧାର୍ମିକ କାର୍ଯ୍ୟକଳାପରେ ଲିପ୍ତ ରହିପାରନ୍ତି । ସରକାରୀ କାର୍ଯ୍ୟରେ ଆପଣ ଉପକୃତ ହେବେ । କେବଳ ଏତିକି ନୁହେଁ, ଆପଣ ପ୍ରତ୍ୟେକ କାର୍ଯ୍ୟକୁ ସାହସର ସହିତ କରିପାରିବେ । ସ୍ବାସ୍ଥ୍ୟରେ ଉନ୍ନତି ଆସିବ । କୋର୍ଟ କଚେରି କାର୍ଯ୍ୟରେ ସଫଳତା ପାଇବେ ।

ଉପାୟ- ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ

ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ
ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ (LEO)

ସିଂହ: ସୂର୍ଯ୍ୟଙ୍କ କନ୍ୟା ରାଶିକୁ ଗୋଚର ସିଂହ ରାଶିଙ୍କ ପାଇଁ ଶୁଭ ହେବ । ଗୋଚର ସମୟରେ, ତିନୋଟି ରାଶିର ଏକ ସଂଯୋଗ ହେଉଛି, ଯାହା ଆପଣଙ୍କୁ ଲାଭ ଦେବ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଏହି ସମୟରେ କାହାଠାରୁ ଋଣ କରନ୍ତୁ ନାହିଁ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଏହି ଅବଧିରେ ଲାଭ ପାଇପାରିବେ । ଆପଣ ପୁରୁଣା ଜମା ହୋଇଥିବା ଟଙ୍କା ମଧ୍ୟ ପାଇପାରିବେ । ପରିବାର ସଦସ୍ୟଙ୍କ ଠାରୁ ମଧ୍ୟ ସହାୟତା ପାଇବେ । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ଉପାୟ- ସୂର୍ଯ୍ୟ ମନ୍ତ୍ର ଜପ କରିବା ଆପଣଙ୍କ ପାଇଁ ଫଳପ୍ରଦ ହେବ

ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ
ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ (VIRGO)

କନ୍ୟା: ସୂର୍ଯ୍ୟ କନ୍ୟା ରାଶିରେ ହିଁ ଗତି କରିବାକୁ ଯାଉଛନ୍ତି । ଏହା ପ୍ରଭାରେ କନ୍ଯା ରାଶିର ଲୋକଙ୍କ ପାଇଁ ଏହି ଗୋଚର ବିଶେଷ ମହତ୍ବ ରଖିବ । କନ୍ୟାରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ୧ ମାସ ପର୍ଯ୍ୟନ୍ତ ଅତ୍ୟନ୍ତ ଶୁଭ ରହିବ । ଯେକୌଣସି ପ୍ରମୁଖ ସମସ୍ୟାର ସମାଧାନ, ଯାହା ଆପଣଙ୍କୁ ମାନସିକ ଶାନ୍ତି ଦେବ । ଏହି ଅବଧି ମଧ୍ୟରେ ଆପଣ ମଧ୍ୟ ରୋଜଗାର କରିବେ । ସୂର୍ଯ୍ୟ ପ୍ରଭାବରେ ଆପଣହ୍କୁ ଅର୍ଥ ଆଗମନ ହେବ । ଦାମ୍ପତ୍ୟ ଜୀବନ ଶୁଖମୟ ହେବ । ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ । ଜୀବନସାଥୀଙ୍କ ସହ ଲାଗି ରହିଥିବା ଦୀର୍ଘ ଦିନ ବିବାଦର ଅନ୍ତ ଘଟିବା । ସମ୍ପର୍କରେ ମଧୁରତା ଆସିବ । ଯାନବାହାନ, ଜାଗା ବାଡ଼ି ବା ଅନ୍ୟ କୌଣସି ମୂଲ୍ୟବାନ ଜିନିଷ କିଣିବା ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଅଧିକ ଲାଭ ମିଳିବ । ସନ୍ତାନ ସନ୍ତତିଙ୍କ ଠାରୁ ଭଲ ଖବର ମିଳିବ ।

ଉପାୟ- ପ୍ରଭୁ ସୂର୍ଯ୍ୟଙ୍କୁ ପୂଜା କରନ୍ତୁ

ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ
ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ (LIBRA)

ତୁଳା: କନ୍ୟା ରାଶିରେ ସୂର୍ଯ୍ୟଙ୍କ ଗୋଚର ଆପଣଙ୍କ ଉପରେ ଭଲ ପ୍ରଭାବ ପକାଇବ । ମାତ୍ର ଏହି ସମୟ ମଧ୍ୟରେ ଆପଣଙ୍କୁ ସତର୍କ ରହିବାକୁ ପଡିବ । ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇପାରେ । ଆପଣ ବିଦେଶ ଭ୍ରମଣ କରିବାକୁ ଯାଇପାରନ୍ତି, ତେବେ ଆପଣଙ୍କୁ ଯତ୍ନବାନ ହେବାକୁ ପଡିବ । ଏହି ଅବଧି ମଧ୍ୟରେ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ । ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ସମସ୍ୟା ଆସିଲେ ମଧ୍ୟ ସମାଧାନ ପାଇଁ ସହଯୋଗ ପାଇବେ । ଯୁକ୍ତିତର୍କ ଠାରୁ ଦୂରତା ରକ୍ଷା କରନ୍ତୁ । ଖର୍ଚ୍ଚ ପ୍ରତି ଧ୍ୟନ ରଖନ୍ତୁ ।

ଉପାୟ- ଗାଈକୁ ପ୍ରତିଦିନ ରୁଟି ଖାଇବାକୁ ଦିଅନ୍ତୁ

ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ
ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ (SCORPIO)

ବିଛା: କନ୍ୟା ସଂକ୍ରାନ୍ତି ଅର୍ଥାତ୍ ସୂର୍ଯ୍ୟ କନ୍ୟା ରାଶିରେ ଗୋଚର କରିବା ଫଳରେ ବିଛା ରାଶି ଉପରେ ମଧ୍ୟ ପ୍ରଭାବ ପଡ଼ିବ । ଗୋଚର ଅବଧି ମଧ୍ୟରେ, ଆପଣଙ୍କ ଧର୍ଯ୍ୟ ଶକ୍ତି ବୃଦ୍ଧି ପାଇବ । ଜୀବନରେ ଆଗକୁ ବଢ଼ିବାରେ ସବୁ ଦିଗରୁ ସହଯୋଗ ମିଳିବ । ସମାଜରେ ପ୍ରତିଷ୍ଠା ଲାଭ କରିବେ । ଭାଗ୍ୟଶାଳୀ ଭାବରେ ଆକଷ୍ମିକ ଧନ ପ୍ରାପ୍ତି ହେବ । ଶତ୍ରୁଙ୍କୁ ପରାସ୍ତ କରିବେ । ସ୍ବାସ୍ଥ୍ୟରେ ଉନ୍ନତି ହେବ । କର୍ମ ଚଞ୍ଚଳ ହେବେ ।

ଉପାୟ- ଗାୟତ୍ରୀଙ୍କୁ ପୂଜା କରିବା ଆପଣଙ୍କ ପାଇଁ ଲାଭ ହେବ

ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ
ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ (SAGITTARIUS)

ଧନୁ: ସୂର୍ଯ୍ୟଙ୍କ କନ୍ୟା ରାଶିରେ ଗୋଚର ଅବଧି ଆପଣଙ୍କ ପାଇଁ ଭଲ ହେବ । ଚାକିରି ଏବଂ ବ୍ୟବସାୟରେ ଲାଭ ହେବ । ଆପଣଙ୍କର ଆୟ ବୃଦ୍ଧି ହେବ ଏବଂ ଆପଣ ପଦୋନ୍ନତି ମଧ୍ୟ ପାଇପାରନ୍ତି । ଏହି ସମୟ ମଧ୍ୟରେ ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ । ସରକାରୀ କାର୍ଯ୍ୟରେ ଲାଭ ହେବ । ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟାମାନ ଦୂର ହେବ । ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ । ଖଳ ପ୍ରକୃତିର ଲୋକ କ୍ଷତି କରିବା ପାଇଁ ଚେଷ୍ଟା କରିବେ । ତେଣୁ ଏଥିପ୍ରତି ଆପଣଙ୍କୁ ଏହାର ଯତ୍ନ ନେବାକୁ ପଡିବ ।

ଉପାୟ- ଆଦିତ୍ୟ ହୃଦୟ ସ୍ରୋତ ପାଠ କରନ୍ତୁ

ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ
ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ (CAPRICORN)

ମକର: ସୂର୍ଯ୍ୟଙ୍କ ଗୋଚର ହେତୁ ଆପଣଙ୍କୁ ଏହି ସମୟରେ ଟିକେ ସତର୍କ ରହିବାକୁ ପଡିବ । ଏହି ସମୟ ଆପଣଙ୍କ ସହ ଛୋଟମୋଟ ଅଘଟଣ ଘଟିପାରେ । ଫଳରେ କୌଣସି ଯୋଜନା ମୁତାବକ କାମ କରିବାରେ ଅସୁବିଧା ହୋଇପାରେ । ଏହି ସମୟ ମଧ୍ୟରେ ଦୂରଯାତ୍ରା କରିବାର ସମ୍ଭାବନା ମଧ୍ୟ ଅଛି । ଚାକିରିରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ଛାତ୍ରମାନଙ୍କ ପାଇଁ ସମୟ ଅନୁକୂଳ ହେବ ।

ଉପାୟ- ସକାଳୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ

ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ
ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ (AQUARIUS)

କୁମ୍ଭ: କନ୍ୟା ରାଶିରେ ସୂର୍ଯ୍ୟଙ୍କ ଗୋଚର, କୁମ୍ଭ ରାଶିର ଲୋକଙ୍କ ପାଇଁ ମିଶ୍ରିତ ଫଳ ଦେବ । ଅନେକ କ୍ଷେତ୍ରରେ ଗୃହର ଏକ ଅନୁକୂଳ ପ୍ରଭାବ ଦେଖାଯାଇପାରେ । ଆପଣଙ୍କର ସମ୍ମାନର ବୃଦ୍ଧି ହେବ । ସରକାରୀ ସ୍ତରରୁ ଲାଭ ହୋଇପାରେ । ଏହି ଅବଧି ମଧ୍ୟରେ ଆପଣଙ୍କୁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଛୋଟଛୋଟ ବିବାଦ ମଧ୍ୟକୁ ଟାଣି ହୋଇପାରନ୍ତି । ସମସ୍ୟାକୁ ସଫଳତାର ସହ ସମାଧ୍ନ କରିବେ । ମାତ୍ର ଏଥିପାଇଁ ଅଧିକ ସମୟ ଲାଗିବ ।

ଉପାୟ- ପ୍ରତିଦିନ ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ

ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ
ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ (PISCES)

ମୀନ: କନ୍ଯା ରାଶିରେ ସୂର୍ଯ୍ୟଙ୍କ ଗୋଚର ମୀନ ରାଶି ଲୋକଙ୍କ ବୈବାହିକ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ବିପରୀତ ପରିସ୍ଥିତି ଉପୁଜିପାରେ । ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଏହି ଅବଧି ମଧ୍ୟରେ, ବ୍ୟବସାୟ ସହିତ ଆପଣଙ୍କର କ୍ରୟରେ କିଛି ଟେନସନ ହୋଇପାରେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରୁଥିଲେ ସତର୍କତା ଆବଶ୍ୟକ ।

ଉପାୟ- ସୂର୍ଯ୍ୟାଷ୍ଟକ ପାଠ କରିବା ଆପଣଙ୍କ ପାଇଁ ଶୁଭ ହେବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.