ETV Bharat / bharat

ଜୁନ ୭ ରାଶିଫଳ: ଧାର୍ମିକ ଯାତ୍ରାରେ ଯାଇପାରନ୍ତି, ପରିବାରରୁ ମିଳିବ ସହଯୋଗ - DAILY HOROSCOPE

author img

By ETV Bharat Odisha Team

Published : Jun 7, 2024, 12:01 AM IST

Horoscope Of 7th June: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

କେମିତି ରହିବ ଆପଣଙ୍କ ଦିନ । ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ । ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

ମେଷ: ଆଜି ଦିନ ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଅନାବଶ୍ୟକ ଯୁକ୍ତିତର୍କ, ଅର୍ଥହୀନ ତର୍କ ଏବଂ ପ୍ରତିକୂଳ ମନୋଭାବରୁ ଦୂରରେ ରହନ୍ତୁ । ଅନ୍ୟଥା ଆପଣଙ୍କ ପାଇଁ ଭାରି ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ । ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ହାତକୁ ନେଇଥିବା କାର୍ଯ୍ୟ ସଫଳତାର ସହ ଶେଷ କରିବେ ।

କେମିତି ରହିବ ଆପଣଙ୍କ ଦିନ । ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ । ଜାଣନ୍ତୁ, ଆଜିର ରାଶିଫଳ (ARIES)

ବୃଷ: ଆଜି ଆପଣ ଶାରୀରିକ ଭାବେ ସତର୍କ ଓ ଆଧ୍ୟାତ୍ମିକ ଭାବେ ସତେଜ ରହିବାର ବହୁତ ସମ୍ଭାବନା ଅଛି । ଆପଣ କଳା, ଡିଜାଇନିଂ, ଗ୍ରାଫିକ୍ସ ଓ ସ୍ପେସିଆଲ ଇଫେକ୍ଟ ଆଦିରେ ବ୍ୟସ୍ତ ରହି ନିଜର କଳାତ୍ମକ ଦିଗର ଆବିଷ୍କାର କରିବେ । ଆପଣ ଆଜି ବିପରୀତ ଲିଙ୍ଗକୁ ଆକର୍ଷିତ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ । ଜାଣନ୍ତୁ, ଆଜିର ରାଶିଫଳ (TAURUS)

ମିଥୁନ: ଆଜିର ଦିନ ଆପଣଙ୍କ ପାଇଁ ଆମୋଦ ପ୍ରମୋଦରେ କଟିବ । ଆପଣ ଆପଣଙ୍କ ଭଳି ଭାବୁଥିବା ଲୋକମାନଙ୍କ ସହ ଏକ ଉତ୍ତମ ସମୟ ଅତିବାହିତ କରିବେ । କାର୍ଯ୍ୟସ୍ଥଳରେ, ସଠିକତା ପାଇବା ଆପଣଙ୍କ ଲକ୍ଷ୍ୟ । କାର୍ଯ୍ୟସ୍ଥଳରେ ଓ ଘରେ ଆପଣ ସବୁକିଛି ସଠିକ ଭାବେ କରିବାକୁ ଚେଷ୍ଟା ଚଳାଇବେ ।

କେମିତି ରହିବ ଆପଣଙ୍କ ଦିନ । ଜାଣନ୍ତୁ, ଆଜିର ରାଶିଫଳ (GEMINI)

କର୍କଟ: ଦିନ ସାରା ଆପଣ ଅନେକ ଆହ୍ଵାନର ସମ୍ମୁଖୀନ ହେବେ ଏବଂ ସବୁ ଥର ଆପଣ ସେଗୁଡିକର ସଫଳତାର ସହିତ ସାମ୍‍ନା କରିବେ । ଆପଣ ମସ୍ତିଷ୍କ ତୀକ୍ଷ୍ଣ ରହିବ । ଆପଣଙ୍କୁ କେବଳ ନିଜ ଉପରେ ବିଶ୍ଵାସ ରଖିବା ଦରକାର । ଆପଣ ଆପଣଙ୍କ ଘର ଭିତର ସଜାସଜିରେ କିଛି ପରିବର୍ତ୍ତନ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ । ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜିଦିନ ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ନାହାଁନ୍ତି । ଏଣୁ ସତର୍କ ରୁଅନ୍ତୁ । ଘରୋଇ ଝଗଡା ଆପଣଙ୍କୁ ଅଶାନ୍ତି କରିପାରେ କିମ୍ୱା କାର୍ଯ୍ୟ କ୍ଷେତ୍ରରେ ଆପଣ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କର ଚାକିରିର ସୁରକ୍ଷା ବିଷୟରେ ମଧ୍ୟ ଆପଣ ଅନୁଭବ କରିପାରନ୍ତି । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରତିକୂଳ ଭାବରେ ପ୍ରଭାବିତ କରିପାରେ । ଆପଣ ନିଦ୍ରାହୀନତାରେ ମଧ୍ୟ ପୀଡ଼ିତ ହୋଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ । ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ସମସ୍ତ ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ସବୁ ଜିନିଷ ସପକ୍ଷରେ ରହିବ । ତଥାପି କିଛି ନଭାବି ନଚିନ୍ତି ଆପଣ କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ କିମ୍ୱା ପସନ୍ଦ କରନ୍ତୁ ନାହିଁ । ଗଭୀର ପ୍ରସଙ୍ଗଗୁଡିକ ଶୀଘ୍ର କାର୍ଯ୍ୟାନ୍ଵିତ ହେବ । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଏଣୁ ସତର୍କ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ । ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆଜିର ଦିନ ଆପଣଙ୍କ ପାଇଁ ସାଧାରଣ ଦିନ ରହିବ । ସ୍ୱାସ୍ଥ୍ୟ ପ୍ରଭାବିତ ରହିବ ନାହିଁ ଏବଂ ମାନସିକ ଅବସ୍ଥା ସହଜ ଏବଂ ଶାନ୍ତ ରହିବ । ନିଜ ଜୀବନସାଥୀଙ୍କ ସହ ସମ୍ପର୍କ ସୁଦୃଢ ହେବ ଏବଂ ବାହାରକୁ ବୁଲିବାକୁ ଯାଇପାରନ୍ତି । ସନ୍ଧ୍ୟା ସମୟରେ ମଉଜ ମଜିଲସରେ ବିତିବ ।

କେମିତି ରହିବ ଆପଣଙ୍କ ଦିନ । ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆଜି ଆପଣ କାର୍ଯ୍ୟ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଓ ପରିବାର ପ୍ରତି ନିଷ୍ଠା ଦେଖାଇବେ । ଘରେ, ଆପଣ ସର୍ବୋତ୍କୃଷ୍ଟ ପାରିବାରିକ ବ୍ୟକ୍ତି ଭାବେ ନିଜକୁ ଉପସ୍ଥାପନା କରିବେ । କାର୍ଯ୍ୟ ନିୟନ୍ତ୍ରଣାଧୀନ ରହିବ ଏବଂ କାର୍ଯ୍ୟ କ୍ଷେତ୍ରରେ ପରିବେଶ ଖୁସିମୟ ଏବଂ ସ୍ୱାଗତମୟ ରହିବ ।

କେମିତି ରହିବ ଆପଣଙ୍କ ଦିନ । ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଗତ କିଛି ଦିନ ହେଲାଣି ଯେଉଁ ରହସ୍ୟ ଆପଣଙ୍କୁ ବ୍ୟଗ୍ର କରିଥିଲା ସେଥିରୁ ଆଜି ପରଦା ଉଠିବ ଓ ଆପଣ ସତ୍ୟତା ବିଷୟରେ ଜାଣିବେ । ଆଜି ଆପଣ ଯେଉଁ ସଙ୍ଗତି କରିବେ ତାହା ଆଗକୁ ଆପଣଙ୍କୁ ଲାଭ ଦେବ ।

କେମିତି ରହିବ ଆପଣଙ୍କ ଦିନ । ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆପଣଙ୍କ ଉପରେ କାର୍ଯ୍ୟ ଓ ଦାୟିତ୍ଵର ଚାପ ଏତେ ବଢି ଯାଇଛି ଆପଣଙ୍କ ସହିବା ସୀମା ଅତିକ୍ରମ କରି ଯାଇଛି ଓ ଆପଣଙ୍କ ସବୁ ଆଶା ଧିରେଧିରେ ମଉଳି ଯାଉଛି । କିନ୍ତୁ ଆପଣଙ୍କ ଭଳି ଶକ୍ତିଶାଳୀ ବ୍ୟକ୍ତି, ସହଜରେ ହାରିଯିବ ନାହିଁ ଓ ଯୁଦ୍ଧ ଜାରି ରଖିବ । ସମସ୍ତେ ଆପଣଙ୍କ ମାନସିକ ଶକ୍ତି ଓ ଶାରୀରିକ ସହନଶୀଳତାକୁ ଗ୍ରହଣ କରିବେ ଓ ପ୍ରଶଂସା କରିବେ ।

କେମିତି ରହିବ ଆପଣଙ୍କ ଦିନ । ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣଙ୍କୁ ଏକ ଛାପ ଛାଡିବାର ଅଛି ସେଥିପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ଉଭୟ ରୂପ ଓ ଶାରୀରିକ ଭାବେ । ଆପଣଙ୍କୁ ଆଜି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ତୀକ୍ଷ୍ଣ ରହିବା ଆବଶ୍ୟକ । ଛାନିଆ ହେବାର କୌଣସି କାରଣ ନାହିଁ, କାରଣ ଏହି ନିଷ୍ପତ୍ତିଗୁଡିକର ଲମ୍ଵା ସମୟ ପର୍ଯ୍ୟନ୍ତ ପ୍ରଭାବ ରହିବ ।

କେମିତି ରହିବ ଆପଣଙ୍କ ଦିନ । ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜି ଆପଣ କେବଳ ନିଜ ଭବିଷ୍ୟତର ଲକ୍ଷ୍ୟ ପାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଅନେକ ଦିନ ଧରି ଆପଣ ଯେଉଁ ମିଳିତ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ଆଜି ଆରମ୍ଭ ହୋଇପାରେ । ବ୍ୟବସାୟ ସମ୍ପର୍କିତ ଏକ ଯାତ୍ରା ମଧ୍ୟ ଥିବାର ଜଣାପଡୁଛି । ଘରେ ସବୁ ଭଲ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.